ବାପାକୁ ମାରି ଜଙ୍ଗଲରେ ଫିଙ୍ଗିଲା ପୁଅ

ମୋହନା: ପାରିବାରିକ କଳହକୁ କେନ୍ଦ୍ର କରି ବାପା କୁ ହତ୍ୟା କରି ମୃତ ଦେହକୁ ଜଙ୍ଗଲରେ ଫୋପାଡିଦେଇଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ପେଜାପାଣି ଗ୍ରାମରେ । ମୃତକ ଜଣଙ୍କ ଦୁର୍ମନ ଶବର ବୋଲି ଜଣାପଡିଛି । ପୋଲିସ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ପୁଅକୁ ଅଟକ ରଖି ପୋଲିସ୍ ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.

16 − 1 =