ସରକାରୀ ଜମିକୁ କେନ୍ଦ୍ର କରି ତୁମୁଳକାଣ୍ଡ: ଜଣେ ମୃତ

ଆଠଗଡ: ସରକାରୀ ଜମିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ଧୂରୁଷିଆ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ଗୟାଧର । ଖବର ପାଇ ଖୁଂଟୁଣୀ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପୂର୍ବରୁ ମଧ୍ୟ ଉଭୟ ପରିବାର ଭିତରେ ଜମିକୁ ନେଇ ବାଦ ବିବାଦ ଲାଗି ରହିଥିଲା ବୋଲି ଗାଁ ଲୋକେ କହିଛନ୍ତି ।

Leave A Reply

Your email address will not be published.

4 × 1 =