Browsing Category

ପ୍ରମୁଖ ଖବର

ଦେଶବ୍ୟାପୀ ଦୁଇଦିନିଆ ବ୍ୟାଙ୍କ୍‌ ଧର୍ମଘଟ

ନୂଆଦିଲ୍ଲୀ: ସୋମବାର ଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଦୁଇଦିନିଆ ‘ପବ୍ଲିକ୍‌ ସେକ୍ଟର୍‌ ଅଣ୍ଡର୍‌ଟେକିଙ୍ଗ୍‌’ ବ୍ୟାଙ୍କ୍‌ ଧର୍ମଘଟ କାରଣରୁ ‘ଚେକ୍‌ କ୍ଲିଅରାନ୍ସ’ ସମେତ ଅନ୍ୟାନ୍ୟ ବ୍ୟାଙ୍କ୍‌ ସେବା ପ୍ରଭାବିତ ହୋଇଛି। ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କ୍‌କୁ ଘରୋଇକରଣ କରାଯିବା ପ୍ରସ୍ତାବକୁ
Read More...

ବିଧାୟକ କ୍ଷମା ମାଗନ୍ତୁ : ବାଚସ୍ପତି

ଭୁବନେଶ୍ୱର: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗରେ ବାଚସ୍ପତି ଶୀ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ରମ କରିବା ବେଆଇନ୍ । ଏହି ଭୁଲ୍ ପାଇଁ ସେ କ୍ଷମା ମାଗିବାରେ ଅସୁବିଧା କେଉଁଠି ବୋଲି ବାଚସ୍ପତି
Read More...

ଦେଶରେ୨୫ ହଜାର ୩୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ଭୂତାଣୁ ଲେଉଟୁଛି। ଟିକାକରଣ ସତ୍ବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ ପାଲଟିଛି। ସପ୍ତାହକ ତଳେ ଦୈନିକ ସଂକ୍ରମଣ ୧୫ ହଜାର ତଳେ ରହୁଥିବାବେଳେ ଏବେ ତାହା ୨୫ ହଜାର ଅତିକ୍ରମ କଲାଣି। ଗତ ଶନିବାର ଦେଶରେ ୨୪ ହଜାର ୮୮୨ ରୋଗୀ ଚିହ୍ନଟ
Read More...

ମମତାଙ୍କ ଉପରେ ଆକ୍ରମଣ ହୋଇନି, ତାହା ଏକ ଦୁର୍ଘଟଣା ଥିଲା: ନିର୍ବାଚନ ଆୟୋଗ

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବାର କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ନିର୍ବାଚନ ଆୟୋଗ। ଆକ୍ରମଣକୁ ନେଇ ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟ ସଚିବଙ୍କ ରିପୋର୍ଟ ମିଳିବା ପରେ ଏ ସମ୍ପର୍କରେ ନିର୍ବାଚନ ଆୟୋଗ ପକ୍ଷରୁ ରବିବାର ବୈଠକ ବସିଥିଲା। ବୈଠକ
Read More...

ସମୁଦ୍ରରେ ଭାସିଯିବା ବେଳେ ୫ ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁରୀ ବେଳାଭୂମିରେ ରବିବାର ସମୁଦ୍ରସ୍ନାନ ସମୟରେ ୫ ପର୍ଯ୍ୟଟକ ଭାସିଯିବା ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏହି ପର୍ଯ୍ୟଟକମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲା ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି। ରବିବାର ପୂର୍ବାହ୍ନରେ
Read More...

ବିପଦ ଟଳିନି, ଶୂନ୍ୟ ସଂକ୍ରମଣ ଆମ ଲକ୍ଷ୍ୟ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କରୋନା ସ୍ଥିତି ନିୟନ୍ତ୍ରଣରେ ଓଡ଼ିଶା ଭଲ ସ୍ଥିତିରେ ରହିଛି। ଏ ଦିଗରେ ସରକାର ନେଇଥିବା ପଦକ୍ଷେପକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପ୍ରଶଂସା କରିଛି। ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ରୁ କମ୍‌ ରହୁଛି। କିନ୍ତୁ ବିପଦ ଟଳିନାହିଁ। ଶୂନ୍ୟ ସଂକ୍ରମଣ ଆମର
Read More...

ବରୁଣେଇ ପାହାଡ଼ରେ ନିଆଁ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗୁଥିବା ଦେଖାଯାଇଛି। ନିକଟରେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ବହୁ କଷ୍ଟରେ ଆୟତ୍ତ ହୋଇଥିବା ବେଳେ କେତେକ ସ୍ଥାନରେ ଏବେବି ନିଆଁ ଜଳୁଛି। ଏହି କ୍ରମରେ ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ନିଆଁ ଲାଗିଥିବା ରବିବାର ଦେଖିବାକୁ
Read More...

ମହାରାଷ୍ଟ୍ରର ୮ଜିଲ୍ଲାରେ ଲକ୍ଡାଉନ୍

ପୁନେ: ମହାରାଷ୍ଟ୍ରରେ ସଂକ୍ରମଣ ଉପରମୁହାଁ ହୋଇଥିବାରୁ ରାଜ୍ୟ ସରକାର ସଂକ୍ରମଣ ବଢୁଥିବା ଜିଲ୍ଲାମାନଙ୍କରେ କଡାକଡି ଲକ୍ଡାଉନ୍ ପାଳନ ପାଇଁ ନିଷ୍ପତି ନେଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ପୁଣି ମହାରାଷ୍ଟ୍ରରେ ୧୫,୮୨୩ ନୂଆ ମାମଲା ଚିହ୍ନଟ ହୋଇଛି । ରାଜ୍ୟର ୮ଜିଲ୍ଲାରେ ସଂକ୍ରମଣ ଲଗାତାର
Read More...

୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବାନା

ଭୁବନେଶ୍ୱର : ରାଜ୍ୟର କେତେକ ସ୍ଥାନରେ ଆସନ୍ତା ୨୪ ଘଣ୍ଟାରେ ବର୍ଷା ହେବାର ସମ୍ଭାବନା ରହିଛି। ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ, ପୁରୀ ଏବଂ ଗଞ୍ଜାମରେ ଜିଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ୧୧ଟି ଜିଲା
Read More...

ଶତାବ୍ଦୀ ଏକ୍ସପ୍ରେସ ବଗିରେ ଅଗ୍ନିକାଣ୍ଡ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଡେରାଡୁନ : ନୂଆଦିଲ୍ଲୀରୁ ଡେରାଡୁନ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସର ବଗିରେ ଶନିବାର ମଧ୍ୟାନ୍ନ୧୨ଟା୨୦ରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଏକ ବଡ ଧରଣର ବିପଦରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଆଁ ଲାଗିଥିବା ବଗିରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଅନ୍ୟ ବଗିକୁ
Read More...