Browsing Category

ପ୍ରମୁଖ ଖବର

ଘରୋଇକରଣ ହେବନାହିଁ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଠାରୁ ନେଇ ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଆନ ଏୟାରଲାଇନ୍ସ ପର୍ଯ୍ୟନ୍ତ ଅନେକ ସଂସ୍ଥାକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଦେଶରେ ଅନେକ ସ୍ତରରେ ଦୃଢ ପ୍ରତିବାଦର ସ୍ୱର ପ୍ରକାଶ ପାଉଛି। ଏଭଳି
Read More...

ଲଗାତାର ୪ର୍ଥ ଦିନ ଗୃହ ମୁଲତବି

ଭୁବନେଶ୍ୱର : ଲଗାତାର ୪ର୍ଥ ଦିନରେ ବିଧାନସଭା ଅଧିବେଶନରେ ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ବିଧାନସଭାରେ ଶାସକ-ବିରୋଧୀ ମୁହାମୁହିଁ ସହ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ଏହି କାରଣରୁ ଆଜି ମଧ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନ ୧୧ଟା୩୦ ଯାଏଁ ଗୃହକୁ
Read More...

ଚା’ ଦୋକାନରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କଟକ : କଟକ ଜିଲା ଜଗତପୁରରେ ଏକ ଚା’ ଦୋକାନରୁ ମଙ୍ଗଳବାର ବ୍ରାଉନସୁଗାର ଜବତ ହୋଇଥିବା ନେଇ ଖବର ମିଳିଛି। ଜଗତପୁରରେ ଥିବା ଚା’ ଦୋକାନରୁ ପ୍ରାୟ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଏହାସହ ସମ୍ପୃକ୍ତ
Read More...

ଦେଶରେ ୨୪,୪୯୨ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ଆଜି ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଛି। ଦିନକରେ ୨୪,୪୯୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୧,୧୪,୦୯,୮୩୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୩୧ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 
Read More...

ଏଷ୍ଟ୍ରାଜେନେକା ଉପରେ କଟକଣା

ବର୍ଲିନ: ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା କୋଭିଡ ଟିକା ଯୋଗୁ ରକ୍ତ ଜମାଟ ବାନ୍ଧୁଥିବା ଭଳି ପାର୍ଶ୍ଵପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ଏହା ଉପରେ ଏବେ ଗୋଟିଏ ପରେ ଗୋଟିଏ ଦେଶ କଟକଣା ଲଗାଉଛନ୍ତି। ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଆୟର୍ଲାଣ୍ଡ ଏବଂ ନେଦରଲାଣ୍ଡ ଏହି ଟିକାର ବ୍ୟବହାର ଉପରେ
Read More...

ଟିକା ନେବା ପରେ ବି ସଂକ୍ରମିତ ହେଲେ ଡାକ୍ତର

ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ଥିବା ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲର ଜଣେ ଡାକ୍ତର କରୋନା ଟିକାର ୨ଟି ଡୋଜ୍‌ ନେବା ପରେ ବି ପୁଣି ଥରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ରାପିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ସହିତ ତାଙ୍କ ସ୍ତ୍ରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି।
Read More...

ରାଜ୍ୟରୁ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ରେ ସୀମିତ ରହିଛି। ୨୪ ଘଣ୍ଟାରେ ୬୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୭ , ସ୍ଥାନୀୟ ୨୮। ମୋଟ ପଜିଟିଭ ସଂଖ୍ୟା ୩,୩୮,୩୨୩କୁ ବୃଦ୍ଧି ପାଇଛି । ୩,୩୫,୭୩୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୨୨
Read More...

ଜୁୁନ୍ ପହିଲାରୁ ହଲ୍ ମାର୍କା ସୁନା ବିକ୍ରି ବାଧ୍ୟତାମୂଳକ

ଭୁବନେଶ୍ୱର: ଆସନ୍ତା ଜୁନ୍ ପହିଲାରୁ ରାଜ୍ୟରେ ହଲ୍ମାର୍କ ସୁନା ବିକ୍ରି ବାଧ୍ୟତା ମୂଳକ ହେବ ବୋଲି ଖାର୍ଦ୍ୟ, ଯୋଗାଣ ଏବଂ ଖାଉଟି ବ୍ୟାପାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଉଭୟ ସହର ଓ ଗ୍ରାମାଞ୍ଚଳରେ ସୁନା ଦୋକାନ ପାଇଁ ଏହା ଲାଗୁ ହେବ । ଫଳରେ ଗ୍ରାହକ ଆଉ ସୁନା ଠକେଇ
Read More...

ବିଏମ୍ସିର ବର୍ଦ୍ଧିତ ହୋଲ୍ଡିଂ ଟିକସ ସ୍ଥଗିତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ବର୍ଦ୍ଧିତ ହୋଲ୍ଡିଂ ଟିକ୍ସ୍ ବୃଦ୍ଧି ସ୍ଥଗିତ ରଖାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ହାଇକୋର୍ଟରେ ମାମଲା ବିଚାରଧିନ ଥିବାରୁ
Read More...

ଚାଲିପାରିଲାନି ବିଧାନସଭା

ଭୁବନେଶ୍ୱର: ଶାସକ ଓ ବିରୋଧି ଦଳର ସଦସ୍ୟମାନେ ପୁଣି ମୁହାଁମୁହିଁ ହେବା ଯୋଗୁଁ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବିଧାନସଭା ଅଧିବେଶନ ଅଚଳ ହୋଇ ପଡିଛି । ଏପରିକି ମଧ୍ୟ ଗୁରତ୍ୱପୂର୍ଣ୍ଣ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇପାରିନାହିଁ । ଧାନ ମଣ୍ଡିର ଅବବ୍ୟସ୍ଥା ଏବଂ ବିଧାୟକ ଆତ୍ମହତ୍ୟା ଉଦ୍ୟମକୁ
Read More...