Browsing Category

ପ୍ରମୁଖ ଖବର

ଦେଶରେ ଆଜି ୨୪,୮୮୨ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଛି। ଦିନକରେ ଆଉ ୨୪,୮୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୩୩,୭୨୮କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୪୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ
Read More...

ପ୍ରଥମରୁ ୮ମ ସବୁ ପାସ୍‌

ଭୁବନେଶ୍ଵର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ପରୀକ୍ଷା ବି ହୋଇପାରିବନି। ତେଣୁ ପ୍ରଥମରୁ ୮ମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ପାସ୍‌ କରିବାକୁ ରାଜ୍ୟ ସରକାର ଆପାତତଃ ନିଷ୍ପତ୍ତି ନେଇଛନ୍ତି ବୋଲି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ
Read More...

ବେକରେ ରଶି ଲଗାଇ ଝୁଲି ପଡ଼ିଲେ ପରିବାରର ୫ ସଦସ୍ୟ

ପଟନା: ବିହାରର ସୁପୌଲ ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ପରିବାରର ୫ ସଦସ୍ୟ ଏକା ସମୟରେ ଆତ୍ମହତ୍ୟା କରିଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ପୁଲିସ କହିଛି। ସୂଚନା ଅନୁସାରେ,
Read More...

ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ, ଗୃହ ମୁଲତବୀ

ଭୁବନେଶ୍ଵର: ବିଧାନସଭାରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଧମକ ଏବଂ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଏହି ଦୁଇଟି ପ୍ରସଙ୍ଗରେ ଶନିବାର ଶାସକ ଦଳର ସଦସ୍ୟ ଏବଂ ବିରୋଧୀ ଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି। ଗୃହରେ ସଦସ୍ୟମାନେ ହୋହଲ୍ଲା କରିବାରୁ
Read More...

ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ, ସ୍ବର୍ଣ୍ଣ ଭଣ୍ଡାର ମୂଲ୍ୟ ବି ଖସିଲା

ନୂଆଦିଲ୍ଲୀ: ଚଳିତ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟିଛି। ମାର୍ଚ୍ଚ ୫ ତାରିଖରେ ଶେଷ ହେଉଥିବା ସପ୍ତାହ ସୁଦ୍ଧା ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୪.୨୫୫ ଅରବ(୧ ଅରବ=୧୦୦କୋଟି) ଡଲାର ହ୍ରାସ ପାଇ ୫୮୦.୨୯୯ ଅରବ ଡଲାରରେ ପହଞ୍ଚିଥିବା ଭାରତୀୟ
Read More...

ରାଜ୍ୟରେ ଆଜି ୬୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ୭୦ରେ ସୀମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୬୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮, ସ୍ଥାନୀୟ ୨୭। ମୋଟ ପଜିଟିଭ ୩,୩୮,୧୨୧କୁ ବୃଦ୍ଧି ପାଇଛି। ୩,୩୫,୪୯୯ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୫୧ ସକ୍ରିୟ ଆକ୍ରାନ୍ତ
Read More...

ରାଜ୍ୟ ନିର୍ବାଚନ କମିଶନ ସରକାରଙ୍କ କର୍ମଚାରୀ ନୁହଁନ୍ତି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯେକୌଣସି ରାଜ୍ୟର ନିର୍ବାଚନ କମିସନର ରାଜ୍ୟ ସରକାରଙ୍କ ଅଧିକାରୀ ନୁହେଁ, ସ୍ୱାଧୀନ ବ୍ୟକ୍ତିବିଶେଷ ହେବା ଆବଶ୍ୟକ ବୋଲି ଆଜି ସୁପ୍ରିମ୍ କୋର୍ଟ ଗୋଆ ପୌର ନିର୍ବାଚନ ସମ୍ବନ୍ଧୀୟ ଏକ ମାମଲାର ବିଚାର କରି କହିଛନ୍ତି । ପୌର ପରିଷଦ ନିର୍ବାଚନର ପର୍ଯ୍ୟବେକ୍ଷଣ କରିବା ଲାଗି ଆଇନ୍
Read More...

ସାନିଟାଇଜର ପିଇବାକୁ ବିଧାୟକଙ୍କ ଉଦ୍ୟମ !

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ରାଜ୍ୟରେ ମଣ୍ଡିଗୁଡିକରେ ଧାନକିଣାକୁ ନେଇ ଆଜି ଦିନ ତମାମ୍ ଗୃହ ଅଚଳ ହୋଇ ପଡିଥିଲା ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇପାରି ନାହିଁ । ଅନ୍ୟପକ୍ଷରେ ଚାଷୀମାନେ ସମ୍ମୁଖୀନ
Read More...

ନାଗପୁର ପରେ ଅକୋଲାରେ ଲକ୍‍ଡାଉନ୍‍, ପୁଣେରେ ନାଇଟ୍‍ କର୍ଫ୍ୟୁ

ଅକୋଲା: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଅକୋଲା ଜିଲାରେ ଶୁକ୍ରବାର ରାତି ୮ଟାରୁ ସମ୍ପୂର୍ଣ୍ଣ ଲକ୍‍ଡାଉନ୍‍ ଘୋଷଣା କରାଯାଇଛି। ଏହି ଲକ୍‍ଡାଉନ୍‍ ସୋମବାର ଅର୍ଥାତ୍‍ ୧୫ ମାର୍ଚ୍ଚ ସକାଳ ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‍ଡାଉନ୍‍ ସମୟରେ ଜରୁରୀ ସେବା ଜାରି ରହିବ।
Read More...

ରାଜ୍ୟରେ ୬୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରୁ ଆଜି ଆଉ ୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୭, ସ୍ଥାନୀୟ ୨୭। ମୋଟ ପଜିଟିଭ ସଂଖ୍ୟା ୩,୩୮,୦୫୬ରେ ପହଞ୍ଚିଛି। ୩,୩୫,୪୦୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୭୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୧୭ ଜିଲା ଓ ଷ୍ଟେଟ
Read More...