Browsing Category

ପ୍ରମୁଖ ଖବର

ସାନିଟାଇଜର ପିଇବାକୁ ବିଧାୟକଙ୍କ ଉଦ୍ୟମ !

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ରାଜ୍ୟରେ ମଣ୍ଡିଗୁଡିକରେ ଧାନକିଣାକୁ ନେଇ ଆଜି ଦିନ ତମାମ୍ ଗୃହ ଅଚଳ ହୋଇ ପଡିଥିଲା ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇପାରି ନାହିଁ । ଅନ୍ୟପକ୍ଷରେ ଚାଷୀମାନେ ସମ୍ମୁଖୀନ
Read More...

ନାଗପୁର ପରେ ଅକୋଲାରେ ଲକ୍‍ଡାଉନ୍‍, ପୁଣେରେ ନାଇଟ୍‍ କର୍ଫ୍ୟୁ

ଅକୋଲା: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଅକୋଲା ଜିଲାରେ ଶୁକ୍ରବାର ରାତି ୮ଟାରୁ ସମ୍ପୂର୍ଣ୍ଣ ଲକ୍‍ଡାଉନ୍‍ ଘୋଷଣା କରାଯାଇଛି। ଏହି ଲକ୍‍ଡାଉନ୍‍ ସୋମବାର ଅର୍ଥାତ୍‍ ୧୫ ମାର୍ଚ୍ଚ ସକାଳ ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‍ଡାଉନ୍‍ ସମୟରେ ଜରୁରୀ ସେବା ଜାରି ରହିବ।
Read More...

ରାଜ୍ୟରେ ୬୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରୁ ଆଜି ଆଉ ୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୭, ସ୍ଥାନୀୟ ୨୭। ମୋଟ ପଜିଟିଭ ସଂଖ୍ୟା ୩,୩୮,୦୫୬ରେ ପହଞ୍ଚିଛି। ୩,୩୫,୪୦୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୭୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୧୭ ଜିଲା ଓ ଷ୍ଟେଟ
Read More...

ଏକ ନମ୍ବର ହାଟ : ୨୬୧ ଦୋକାନ ମାଲିକାନାକୁ ନେଇ ବିବାଦ

ଭୁବନେଶ୍ବର : ରାଜଧାନୀରୁ ପ୍ରମୁଖ ୟୁନିଟ୍‌-୧ ହାଟରେ ଦୋକାନ ମାଲିକାନାକୁ ନେଇ ଦୀର୍ଘବର୍ଷ ଧରି ବିବାଦ ଲାଗି ରହିଛି। ଦୋକାନ/ପିଣ୍ଡିର ପ୍ରକୃତ ମାଲିକ କିଏ, ବର୍ତ୍ତମାନ ପରିସ୍ଥିତିରେ କିଏ ବ୍ୟବସାୟ କରୁଛି, କେଉଁ କେଉଁ ଦୋକାନର ମାଲିକାନା ପରିବର୍ତ୍ତନ ହୋଇଛି ଏହାକୁ ନେଇ ବ୍ୟବସାୟୀ ଏବଂ
Read More...

ଆସୁଛି ‘ଅତିଥି’ ଆପ୍‌

ଭୁବନେଶ୍ବର: ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ ଆପଣାଇଛି କମିଶନରେଟ୍‌ ପୁଲିସ। ଏଣିକି ଅପରାଧ ଘଟାଇ ଆଉ ହୋଟେଲରେ ଲୁଚି ରହିପାରିବେନି ଅପରାଧୀ। ରାଜ୍ୟ ବାହାରୁ ଆସି ହୋଟେଲରେ ରହି ଅପରାଧ ଘଟାଇ ଫେରାର ହେବାର ଯୋଜନା ଫେଲ୍‌ ମାରିବ। କାରଣ ସେମାନଙ୍କୁ ଧରିବ ‘ଅତିଥି’। ‘ଅତିଥି’ ହେଉଛି ଏକ
Read More...

ଆସାମ ଓ ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ

ଆସାମ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରଖାଯାଇଛି। ଏହି ଦୁଇଟି ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ
Read More...

ଦେଶରେ ନୂଆ କରୋନା ପଜିଟିଭ ୨୩,୨୮୫

ନୂଆଦିଲ୍ଲୀ : ଦେଶରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ଟପିଛି। ଦିନକରେ ଆଉ ୨୩,୨୮୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୧୩,୦୮,୮୪୬କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ
Read More...

ଗାଜିଆବାଦର ଏକ କାରଖାନାରେ ଅଗ୍ନିକାଣ୍ଡ ; ୧୪ କର୍ମଚାରୀ ଆହତ

ଗାଜିଆବାଦ : ଉତ୍ତରପ୍ରଦେଶର ସାହିବାବାଦ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଡାକ୍ତରୀ ସରଞ୍ଜାମ ଉତ୍ପାଦାନ କରୁଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୧୪ କର୍ମଚାରୀ ଆହତ ହୋଇଛନ୍ତି। ସଭିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର କାରଣ
Read More...

ଆଜି କ୍ୱାର୍ଡ଼ ଦେଶର ପ୍ରଥମ ଶିଖର ସମ୍ମିଳନୀ

ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାକୁ ନେଇ ଗଠିତ କ୍ୱାର୍ଡ ଦେଶର ପ୍ରଥମ ଶିଖର ସମ୍ମିଳନୀ ଆଜି ଭିଡିଓ କନଫରେନସିଂ ଜରିଆରେ ଆୟୋଜିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‍ ମରିସନ, ଜାପାନ ପ୍ରଧାନମନ୍ତ୍ରୀ ୟୋସେହିଦ୍‍ ସୁଗା ଏବଂ ଆମେରିକା
Read More...

ଏଣିକି ରବିବାର ସ୍କୁଲରେ ପାଠପଢା ବନ୍ଦ

ଭୁବନେଶ୍ୱର: ଏଣିକି ରବିବାର ଆଉ ପାଠ ପଢିବେନି ପିଲା । ଆସନ୍ତା ଏପ୍ରିଲ ମାସରୁ ଆଉ ହେବନି ରବିବାରରେ ପାଠପଢା ବୋଲି ଆଜିି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତିି, ଏପ୍ରିଲରୁ କେବଳ ରିଭିଜନ କ୍ଲାସ୍ ଚାଲିବ । କୋର୍ସ ଶେଷ ହୋଇ ଆସିଲାଣି ତେଣୁ ରେଗୁଲାହର
Read More...