Browsing Category

ପ୍ରମୁଖ ଖବର

ଶ୍ରୀମନ୍ଦିର ପାଇଁ ୨୦୨ କୋଟି ବଜେଟ୍

ପୁରୀ: ୨୦୨୧-୨୨ ଆର୍ଥôକ ବର୍ଷରେ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ଅର୍ଥ ସବକମିଟି କରିଛି । ଆଗାମୀ ରଥଯାତ୍ରା ପାଇଁ ୧୧୍େକାଟି, ସେବାୟତ କଲ୍ୟାଣ ପାଇଁ ୫ କୋଟି ଓ ସେବାୟତଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି ।
Read More...

୪ କିଲୋ ଆଳୁ ୨୦ ଟଙ୍କା

ସୁଆଣ୍ଡୋ : କୋଡିଏ ଟଙ୍କାରେ ଚାରି କିଲୋ ଆଳୁ । ଏହାକୁ ନେଇ ଚିନ୍ତାରେ ଚାଷୀ। । ଏଭଳି ଘଟଣା ପୁରୀଜିଲାର ବିଭିନ୍ନ ଅଞ୍ଚଳରେ ଦେଖାଯାଉଛି। ଶୀତଳ ଭଣ୍ଡାର ଅଚଳ ପାଇଁ ଆଳୁ ସାଇତି ରଖିବାକୁ ସୁବିଧା ନାହିଁ । ଅନ୍ୟ ଉପାୟ ନପାଇ କୋଡ଼ିଏ ଟଙ୍କାରେ ଚାରି କିଲୋ ଆଳୁ ବିକ୍ରି କରୁଛି ଚାଷୀ । ଗାଁ
Read More...

କୋଭିଡ ପାଇଁ ନିର୍ବାଚନୀ ପ୍ରଚାର ସମୟ ୨ ଗୁଣ ବୃଦ୍ଧି

ନିର୍ବାଚନ କମିଶନ୍‍ ଆସାମ, କେରଳ, ପୁଡ଼ୁଚେରୀ, ତାମିଲ୍‍ନାଡ଼ୁ ଏବଂ ପଶ୍ଚିମବଙ୍ଗରେ ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ଦଳୀୟ ପ୍ରଚାର ପାଇଁ ସମୟ ସୀମାକୁ ବୃଦ୍ଧି କରିଛନ୍ତି। ଏଥିପାଇଁ ମୋଟ୍‍ ୯୦ ମିନିଟ୍‍ର ସମୟସୀମା ଧାର୍ଯ୍ୟ କରାଯାଇଛି। ତେବେ ପ୍ରତ୍ୟେକ ଥର ଲାଗି ପ୍ରଚାରର ସମୟସୀମା ୩୦
Read More...

ମୟୁରଭଞ୍ଜ ୯ ଘଣ୍ଟା ବନ୍ଦ

ମୟୁରଭଞ୍ଜ : ଆଜି ମୟୁରଭଞ୍ଜରେ ୯ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ଘଟଣାର ପ୍ରତିବାଦରେ ଭଞ୍ଜ ସେନା ପକ୍ଷରୁ ୯ ଘଣ୍ଟିଆ ମୟୁରଭଞ୍ଜ ଜିଲା ବନ୍ଦ ପାଳନ କରାଯାଉଛି। ସକାଳ ୬ ରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ପାଳନ  ପ୍ରଭାବରେ ଗାଡି ଚଳାଚଳ ଠପ ହେବା ସହ ଟାୟାର
Read More...

ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୧, ସ୍ଥାନୀୟ ୨୮। ମୋଟ ପଜିଟିଭ ସଂଖ୍ୟା ୩,୩୭,୯୨୯ରେ ପହଞ୍ଚିଛି। ୩,୩୫,୨୫୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୦୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୧୫ ଜିଲା ଓ ଷ୍ଟେଟ ପୁଲରୁ
Read More...

ମାର୍ଚ ୧୨ରେ ‘କ୍ୱାଡ୍‌’ ନେତାଙ୍କ ଭର୍ଚ୍ୟୁଆଲ୍‌ ବୈଠକ; ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ‘କ୍ୱାଡ୍‌ ନେତାଙ୍କ ଭର୍ଚ୍ୟୁଆଲ୍‌ ଶିଖର ବୈଠକଭାବେ ଜଣାଶୁଣା ‘କ୍ୱାଡ୍ରିଲେଟେରାଲ୍‌ ସିକ୍ୟୁରିଟି ଡାଏଲଗ୍‌’ର (ଚତୁର୍ପାକ୍ଷିକ ନିରାପତ୍ତା ବୈଠକ) ପ୍ରଥମ ଅଧିବେଶନ ମାର୍ଚ ୧୨ରେ ଆରମ୍ଭ ହେବ। ‘କ୍ୱାଡ୍ରିଲେଟେରାଲ୍‌ ଫ୍ରେମ୍‌ଓ୍ଵାର୍କ’ର ଏହି ପ୍ରଥମ ଶିଖର ବୈଠକରେ
Read More...

ମାର୍ଚ୍ଚ ୧୫ରୁ ସୁପ୍ରିମକୋର୍ଟରେ ହାଇବ୍ରିଡ୍ ଫିଜିକାଲ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚଳିତ ମାସ ୧୫ରୁ ହାଇବ୍ରିଡ୍ ଫିଜିକାଲ ଶୁଣାଣି ଆରମ୍ଭ ହେବ। ମଙ୍ଗଳବାର, ବୁଧବାର ଏବଂ ଗୁରୁବାରକୁ ନିୟମିତ ମାମଲାର ଶେଷ ଶୁଣାଣି ହାଇବ୍ରିଡ୍ ମ୍ୟାନର୍‌ରେ ହେବ ଅର୍ଥାତ ବ୍ୟକ୍ତିଗତ ଉପସ୍ଥିତି ଏବଂ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ହିଁ ଶୁଣାଣି ହେବ। କରୋନା
Read More...

ଦେଶରେ ୨୪ ଘଣ୍ଟାରେ ୧୭,୯୨୧ ନୂଆ ସଂକ୍ରମଣ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧୭,୯୨୧ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧୧.୨୬ ନିୟୁତରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୭,୯୨୧
Read More...

ଟ୍ରକ୍‌ ଧକ୍କାରେ ଭାଇ-ଭଉଣୀ ମୃତ

ବ୍ରହ୍ପପୁର: ଗଞ୍ଜାମ ଜିଲ୍ଳା ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଟ୍ରକ୍‌ ଧକ୍କାରେ ଭାଇ-ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ବାପାମାଆ ଗୁରୁତର ଆହତ ‌ହୋଇଛନ୍ତି। ମୃତକ ଦ୍ବୟ ହେଉଛନ୍ତି ୮ ବର୍ଷୀୟ ବାଳକ ରଣବୀର ଏବଂ ତାଙ୍କର ୩ ବର୍ଷୀୟା ଭଉଣୀ
Read More...

ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ସାଂସଦ ତୀରଥ ସିଂହ ରାଓ୍ଵତ୍‌

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୪ଟା ବେଳେ ବିଜେପି ସାଂସଦ ତୀରଥ ସିଂହ ରାଓ୍ଵତ୍‌ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୨୦୧୩ ଫେବ୍ରୁଆରି ୯ ତାରିଖରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ତୀରଥସିଂହ ରାଓ୍ଵାତ୍‌ ଉତ୍ତରାଖଣ୍ଡ ‘ବିଜେପି’ର ମୁଖ୍ୟ ଥିଲେ। ଏହା ବ୍ୟତିରେକେ,
Read More...