Browsing Category

ପ୍ରମୁଖ ଖବର

ଓଡ଼ିଶା ଦକ୍ଷତା ସମ୍ମେଳନ ୨୦ରୁ ୨୨ : ସାମିଲ ହେବେ ୩ ହଜାର ପ୍ରତିନିଧ

ଭୁବନେଶ୍ୱର : ରାଜ୍ୟ ସରକାର ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଦକ୍ଷତା ସମ୍ମେଳନ-୨୦୨୩ ଆୟୋଜନ କରୁଛନ୍ତି । ‘ସ୍କିଲ୍ଡ ଇନ୍ ଓଡ଼ିଶା’ ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହିତ କରିବା ଉଦେଶ୍ୟରେ କଳିଙ୍ଗ ଷ୍ଟାଡିୟମରେ ତିନିଦିନବ୍ୟାପୀ ହେବାକୁ ଥିବା ଏହି ସମ୍ମେଳନରେ ପ୍ରତିଦିନ ୩ ହଜାର
Read More...

କଣିହାଁରେ ୪ଘଣ୍ଟିଆ ଅର୍ଥନୈତିକ ଅବରୋଧ

କଣିହାଁ : କଣିହାଁ ବ୍ଲକରେ ଗଢ଼ିଉଠିଥିବା ଖଣି , କଳକାରଖାନା ବିରୋଧରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଆହ୍ୱାନରେ ୪ଘଣ୍ଟିଆ ଅର୍ଥନୈତିକ ଅବରୋଧ ମଙ୍ଗଳବାର କରାଯାଇଛି। ବିଭିନ୍ନ ଦାବି ଗୁଡ଼ିକ ମଧ୍ୟରେ କ୍ଷତିଗ୍ରସ୍ତ ପ୍ରଜା ଓ ଜନପ୍ରତିନିଧି ମାନଙ୍କ ସୁପାରିସକୁ ବିଚାର୍‌ କରି ଉଚିତ୍‌
Read More...

ମା ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଛି ରେଶମ ସହର

ବ୍ରହ୍ମପୁର : ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଛି ବ୍ରହ୍ମପୁର ସହର । ବିଶ୍ୱ ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଅସ୍ଥାୟୀ ମଣ୍ଡପ ଠାରେ ପ୍ରବଳ ଜନ ସମାବେଶ ଦେଖିବାକୁ ମିଳୁଛି । ଯାତ୍ରା ସ୍ଥଳ ତଥା ମା’ଙ୍କ ବାପଘର ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ
Read More...

ରତ୍ନଗର୍ଭା ଅଞ୍ଚଳରେ ଦାରିଦ୍ରତାର ବିକଳ ଚିତ୍ର

ଜୀବନ ବଞ୍ଚାଇବାକୁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ, କରଞିଆ-ଭୁମିଜ ସାହି ଚମ୍ପୁଆ : ଚମ୍ପୁଆ ବ୍ଲକ ଅନ୍ତର୍ଗତ କରଞ୍ଜିଆ ଭୂମିଜ ସାହି । କରଞ୍ଜିଆ ପଂଚାୟତ କାର୍ଯ୍ୟାଳୟର ପଛ ପଟେ ଅତି ନିକଟରେ ଥିବା ଏହି ଭୂମିଜ ସାହି ପାଇଁ ସରକାରୀ ଯୋଜନା ପାଲଟିଛି ସାତ ସପନ, ବାଟ ହୁଡ଼ିଛି ବିକାଶ ।
Read More...

ମନରେଗାରେ ମିଳୁ ନାହିଁ କାମ, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ

କାମ ନ ମିଳିଲେ ଦାଦନ ଖଟିବାକୁ ଯିବେ ଶ୍ରମିକ ! ଗୋଲାମୁଣ୍ଡା : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କୁ କାମ ମିଳୁ ନାହିଁ ଏ ଭଳି ଅଭିଯୋଗ ଆଣିଛନ୍ତି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ପଞ୍ଚାୟତ ଅଞ୍ଚଳର ଶ୍ରମିକ ମାନେ ।  ମନରେଗା ଯୋଜନାରେ କାମ
Read More...

ଲୁହା ମଣିଷ ଗୁରୁ ବିନ୍ଧାଣିଙ୍କ ପେଟ ପାଇଁ ସଂଘର୍ଷ

*ଦାନା ଯୋଗାଉଛି କୌଳିକ ବୃତ୍ତି ଝରୀଗାଁ : ବେଳେବେଳେ ବାପଅଜାଙ୍କ ଅମଳରୁ ଶିଖିଥିବା କୌଳିକ କାମ ମଧ୍ୟ ମଣିଷକୁ ବଞ୍ଚି ରହିବାରେ  ସହାୟକ ହୋଇଥାଏ |କୌଳିକ ବୃତ୍ତି ରୁ ମଣିଷ ଦୁଇ ଓଳି ପେଟ ପାଇଁ ଦୁଇମୁଠା ଦାନା ଯୋଗାଡ଼ କରିଥାଏ | ଉଜ୍ବଳ ଭବିଷ୍ୟତ ସପନ ଦେଖିବାକୁ ସମୟ ମିଳେ ନାହିଁ।
Read More...

ସରଗିତଳିଆକୁ ପହଞ୍ଚିଲା ଡାକ୍ତରୀ ଟିମ୍ ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଟୀକାକରଣ କେନ୍ଦ୍ର ପାଇଁ ନିଷ୍ପତ୍ତି

ଯୋଡା : ଯୋଡା ପୌରପାଳିକା ଅନ୍ତର୍ଗତ ୧୩ ନଂ ୱାର୍ଡର ସରଗିତଳିଆ ଠାରେ ୩୦ରୁ ଉର୍ଦ୍ଧ୍ଵ ଶିଶୁ ଅପପୃଷ୍ଟିରେ ଶିକାର ହେବା ଆଶଙ୍କା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି । ରବିବାର ପୂର୍ବାହ୍ନ ସମୟରେ ଏକ ଡାକ୍ତରୀ ଟିମ୍ ଉକ୍ତ ୱାର୍ଡକୁ ପହଞ୍ଚି
Read More...

ଚମ୍ପୁଆ କୈରାଲୀ କଲେଜ ଅଫ୍ ନର୍ସିଂ, ଚଳିତ ଶିକ୍ଷା ବର୍ଷରୁ ଵିଏସସି ନର୍ସିଂରେ ପାଠପଢ଼ା ଆରମ୍ଭ

ଚମ୍ପୁଆ : ଓଡିଶାର ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଶିକ୍ଷାନଗରୀସ୍ଥିତ କୈରାଲୀ ଓ୍ଵଏଲଫେୟାର ଆଣ୍ଡ ଏଜୁକେଶନାଲ ଟ୍ରଷ୍ଟକୁ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ଏହି ପରିସରରେ ଚଳିତ ଶିକ୍ଷା ବର୍ଷରୁ ଖୋଲାଯାଇ ଥିବା କୈରାଲୀ କଲେଜ ଅଫ ନର୍ସିଂରେ
Read More...

ପଞ୍ଚମ ଦିନରେ ଗୋଲାମୁଣ୍ଡା ରେ ମହାଭାରତ ପାରାୟଣ ମହାଯଜ୍ଞ

ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ରେ ମହାଭାରତ ପାରାୟଣ ମହାଯଜ୍ଞ ଗତ ୬ ଏପ୍ରିଲ ଚୈତ୍ର ପୂ୍ଣ୍ଣିମା ଠାରୁ ଆରମ୍ଭ ହୋଇ ଏହା ଆସନ୍ତା ମଇ ମାସ ୫ ତାରିଖ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ମାସ ଧରି ମହାଭାରତ ମହା ଯଜ୍ଞ ହେବ ।ଏହି ଯଜ୍ଞଟି ଗୋଲାମୁଣ୍ଡା
Read More...

ଛତିଶଗଡ ହାତୀ ପାଇଁ ଓଡିଶାରେ ଆତଙ୍କ

 ଛତିଶଗଡ଼ ରାଜରାସ୍ତା ଅତିକ୍ରମ କଲେ ୫୦ରୁ ଉର୍ଦ୍ଧ ହାତୀପଲ  ରାଇଘର : ଛତିଶଗଡ଼ ସୀମାନ୍ତରେ ଲଗାତାର ହାତୀପଲ ଓଡ଼ିଶା ପ୍ରବେଶ କରି ବହୁ ଧନ ଜୀବନ ନଷ୍ଟ କରୁଥିବା ବେଳେ ସ୍ଥାନୀୟ ବନ ବିଭାଗ ଏହାକୁ ନିୟନ୍ତ୍ରଣ କରିବାରେ ସେଭଳି ଆଖିଦୁର୍ଶିଆ ସଫଳତା ହାସଲ କରି ପାରି ନାହିଁ | ଫଳରେ
Read More...