Browsing Category

ପ୍ରମୁଖ ଖବର

ଛତିଶଗଡ ହାତୀ ପାଇଁ ଓଡିଶାରେ ଆତଙ୍କ

 ଛତିଶଗଡ଼ ରାଜରାସ୍ତା ଅତିକ୍ରମ କଲେ ୫୦ରୁ ଉର୍ଦ୍ଧ ହାତୀପଲ  ରାଇଘର : ଛତିଶଗଡ଼ ସୀମାନ୍ତରେ ଲଗାତାର ହାତୀପଲ ଓଡ଼ିଶା ପ୍ରବେଶ କରି ବହୁ ଧନ ଜୀବନ ନଷ୍ଟ କରୁଥିବା ବେଳେ ସ୍ଥାନୀୟ ବନ ବିଭାଗ ଏହାକୁ ନିୟନ୍ତ୍ରଣ କରିବାରେ ସେଭଳି ଆଖିଦୁର୍ଶିଆ ସଫଳତା ହାସଲ କରି ପାରି ନାହିଁ | ଫଳରେ
Read More...

ଗଞ୍ଜାମ ଜିଲା ଦେଶର ‘ଶ୍ରେଷ୍ଠ ଜିଲ୍ଲା ପରିଷଦ’

ହିଞ୍ଜିଳିକାଟୁ ଦେଶର ‘ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ’ ଭୁବନେଶ୍ୱର : ଗଞ୍ଜାମ ଜିଲା ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ନେଇ ଆସିଛି । ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ଘୋଷିତ ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୨’ରେ ଗଞ୍ଜାମ ଜିଲା ଦେଶର ଶ୍ରେଷ୍ଠ ଜିଲା ପରିଷଦ ଓ
Read More...

ଆଲାଡ଼ି ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ  ଆଲାଡ଼ି ଗ୍ରାମରେ  ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବଡ଼ବୋରସିଙ୍ଗି, ପୋଚାଲୁଣ୍ଡି, ଢ଼ିଅପଢାଳ, ଘୁ. ପଂକଳବାଡ଼ି, ଚଢିଆପଲ୍ଲୀ ଗ୍ରାମର ଦଣ୍ଡଯାତ୍ରା ଦଳର ମହାକାଳୀ ଓ ମହାଦେବ ମିଳିତ ହୋଇଥିଲେ | ଏହି
Read More...

ଟାଟା ଷ୍ଟିଲ୍ ପକ୍ଷରୁ ଯୋଡା ରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ

ଯୋଡା : ଟାଟା ଷ୍ଟିଲ୍ ପକ୍ଷରୁ ଯୋଡା ଠାରେ ଶୁକ୍ରବାର  ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି I ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍ ହସ୍ପିଟାଲ ଦ୍ଵାରା ଯୋଡା ଇଷ୍ଟ, ଖଣ୍ଡବନ୍ଧ ମାଇନ୍ସ, ବିଚାକୁଣ୍ଡି ଏବଂ ଲେବର କଲୋନୀ ଠାରେ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା I କମ୍ପାନୀ
Read More...

ବିଜେପିର ୪୪ତମ ପ୍ରତିଷ୍ଠା ଦିବସ- ସାମାଜିକ ନ୍ୟାୟ ଲୋକଙ୍କ ଆସ୍ଥା ଓ ବିଶ୍ୱାସ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ପାଳନ କରୁଛି ୪୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପାର୍ଟିର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରତିଷ୍ଠା ଦିବସ ଅବସରରେ ପାର୍ଟିର କାର୍ଯ୍ୟକର୍ତ୍ତା, ସାଂସଦ ଓ
Read More...

ଜାପାନ ଶିଳ୍ପପତିଙ୍କୁ ନବୀନଙ୍କ ଆମନ୍ତ୍ରଣ

ଟୋକିଓ : ଓଡ଼ିଶାରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ଜାପାନର ଶିଳ୍ପପତି ଓ ବ୍ୟବସାୟୀମାନଙ୍କୁ ମୁଖ୍ୟମନ୍ତୀ ଶ୍ରୀ ନବୀନ ପଟ୍ଟନାୟକ ଆମନ୍ତ୍ରଣ କରିଛନ୍ତି । ଟୋକିଓର ଓକୁରାରେ ଆୟୋଜିତ ଓଡ଼ିଶା ବିଜନେସ ମିଟ୍ ୨୦୨୩ ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଆମନ୍ତ୍ରଣ
Read More...

ଅନାଥ ଆଶ୍ରମରୁ ଛୁଆ ଉଭାନ , ନିରାଶ ହୋଇ ଫେରିଲେ ପରିବାର ଲୋକେ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡ ବନେଇକଳା ବସ୍ତିର ବାପା ମା ଛେଉଣ୍ଡ ୪ ବର୍ଷର  ଝିଅ ସୁନିତା ମୁଣ୍ଡା ଆନନ୍ଦପୁର ସ୍ଥିତ ଅନାଥ ଆଶ୍ରମରୁ ଉଭାନ ହେବା ସମସ୍ତଙ୍କୁ ଚକିତ କରିଛି । ଖବରରୁ ପ୍ରକାଶ ବନେଇକଳା ବସ୍ତିର ରାଜେନ ମୁଣ୍ଡା ଓ ମଞ୍ଜୁ
Read More...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମାପ୍ତ ହେଲା କରଞ୍ଜିଆ ମହୋତ୍ସବ 2023

କରଞ୍ଜିଆ : ତିନିଦିନର ମହୋତ୍ସବ ସନ୍ଧ୍ୟା ବହୁ ଯାକଜମକ, ଆକର୍ଷଣୀୟ, ମନୋରମ ତଥା ଜନବହୁଳପୂର୍ଣ୍ଣ ରୂପେ ଅନୁଷ୍ଠିତ ହେଲା | ଉତ୍ସବର ପ୍ରଥମ ଦିନରେ ଶୁଭହୋମାଗ୍ନୀ ପୂଜା ସହିତ ମା ଅମ୍ବିକେଶ୍ବରୀଙ୍କ ପୀଠରୁ ମଶାଲ୍ ଯାତ୍ରା ଆରମ୍ଭ ହୋଇ ମହୋତ୍ସବ ମଞ୍ଚରେ ସ୍ଥାପନା କରାଯାଇଥିଲା, ଯାହାକୁ
Read More...

ଶହୀଦ ରଘୁ-ଦିବାକରଙ୍କ ବଳିଦାନ ପାଲଟିଛି ବିଶ୍ୱ ଇତିହାସ

ଖୋର୍ଦ୍ଧା : ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ପ୍ରାକ୍ତନ ଛାତ୍ର ତଥା ରଣପୁର ପ୍ରଜା ଆନ୍ଦୋଳନର ଅମର ଶହୀଦ ରଘୁ-ଦିବାକରଙ୍କ ୮୩ ତମ ଫାଶୀ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ
Read More...

ଓୟୁଏଟି ପରିଚାଳିତ ରେଜିଲିଏନସ୍ ପ୍ରକଳ୍ପର ସମୀକ୍ଷା

ବ୍ରହ୍ମପୁର : ନରୱେ ସରକାର ଓ ଓୟୁଏଟି ର ମିଳିତ ଆନୁକୂଲ୍ୟରେ ଏବଂ କୃଷି ବିଜ୍ଞାନ କେନ୍ଦ୍ର ୧ ଓ ୨ ତତ୍ବାବଧାନରେ ୨୦୧୮ରୁ ଚାଲିଥିବା ରେଜିଲିଏନସ୍ ପ୍ରକଳ୍ପର ସମୀକ୍ଷା ପାଇଁ ଏକ ନରୱେ ସରକାରଙ୍କ ଦଳ ଏବଂ ପ୍ରକଳ୍ପର ଅନ୍ୟ ସହଯୋଗୀ ମାନେ ଚିକରଡା ଗ୍ରାମର ବିଭିନ୍ନ କ୍ଷେତ୍ର ପରିଦର୍ଶନର
Read More...