Browsing Category

ପ୍ରମୁଖ ଖବର

ନବୀନ ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ : ନାଁରେ ନାହିଁ ଅପରାଧିକ ମାମଲା

ଭୁବନେଶ୍ୱର : ଦେଶର ୩୦ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ତାଙ୍କର ମୋଟ ୬୩ କୋଟି ୮୭ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ରହିଛି ବୋଲି ଏଡିଆର୍ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ସେହିପରି ଦେଶର
Read More...

ଆଦର୍ଶବିଦ୍ୟାଳୟ ତରଫରୁ ରକ୍ତ ଦାନ ଶିବିର

ଭବାନୀପାଟଣା : ଭବାନୀପାଟଣା ବ୍ଲକ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ମୁଷିଗୁଡ଼ା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ଉକ୍ତ ଶିବିରରେ ଶିକ୍ଷକ ଶିକ୍ଷୟତ୍ରୀ,ବିଦ୍ୟାଳୟ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହବନ୍ଧିତରୁ ୪ଟି ଜିଲ୍ଲାର ସମସ୍ତ କଲେଜକୁ ବାଦ୍

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହବନ୍ଧିତରୁ ୪ଟି ଜିଲ୍ଲାର ସମସ୍ତ କଲେଜକୁ ବାଦ୍ ଦିଆଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ସମସ୍ତ କଲେଜ ଏଣିକି ନବଗଠିତ ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ
Read More...

ଓଡ଼ିଶା ଦକ୍ଷତା ସମ୍ମେଳନ ୨୦ରୁ ୨୨ : ସାମିଲ ହେବେ ୩ ହଜାର ପ୍ରତିନିଧ

ଭୁବନେଶ୍ୱର : ରାଜ୍ୟ ସରକାର ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଦକ୍ଷତା ସମ୍ମେଳନ-୨୦୨୩ ଆୟୋଜନ କରୁଛନ୍ତି । ‘ସ୍କିଲ୍ଡ ଇନ୍ ଓଡ଼ିଶା’ ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହିତ କରିବା ଉଦେଶ୍ୟରେ କଳିଙ୍ଗ ଷ୍ଟାଡିୟମରେ ତିନିଦିନବ୍ୟାପୀ ହେବାକୁ ଥିବା ଏହି ସମ୍ମେଳନରେ ପ୍ରତିଦିନ ୩ ହଜାର
Read More...

କଣିହାଁରେ ୪ଘଣ୍ଟିଆ ଅର୍ଥନୈତିକ ଅବରୋଧ

କଣିହାଁ : କଣିହାଁ ବ୍ଲକରେ ଗଢ଼ିଉଠିଥିବା ଖଣି , କଳକାରଖାନା ବିରୋଧରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଆହ୍ୱାନରେ ୪ଘଣ୍ଟିଆ ଅର୍ଥନୈତିକ ଅବରୋଧ ମଙ୍ଗଳବାର କରାଯାଇଛି। ବିଭିନ୍ନ ଦାବି ଗୁଡ଼ିକ ମଧ୍ୟରେ କ୍ଷତିଗ୍ରସ୍ତ ପ୍ରଜା ଓ ଜନପ୍ରତିନିଧି ମାନଙ୍କ ସୁପାରିସକୁ ବିଚାର୍‌ କରି ଉଚିତ୍‌
Read More...

ମା ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଛି ରେଶମ ସହର

ବ୍ରହ୍ମପୁର : ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଛି ବ୍ରହ୍ମପୁର ସହର । ବିଶ୍ୱ ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଅସ୍ଥାୟୀ ମଣ୍ଡପ ଠାରେ ପ୍ରବଳ ଜନ ସମାବେଶ ଦେଖିବାକୁ ମିଳୁଛି । ଯାତ୍ରା ସ୍ଥଳ ତଥା ମା’ଙ୍କ ବାପଘର ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ
Read More...

ରତ୍ନଗର୍ଭା ଅଞ୍ଚଳରେ ଦାରିଦ୍ରତାର ବିକଳ ଚିତ୍ର

ଜୀବନ ବଞ୍ଚାଇବାକୁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ, କରଞିଆ-ଭୁମିଜ ସାହି ଚମ୍ପୁଆ : ଚମ୍ପୁଆ ବ୍ଲକ ଅନ୍ତର୍ଗତ କରଞ୍ଜିଆ ଭୂମିଜ ସାହି । କରଞ୍ଜିଆ ପଂଚାୟତ କାର୍ଯ୍ୟାଳୟର ପଛ ପଟେ ଅତି ନିକଟରେ ଥିବା ଏହି ଭୂମିଜ ସାହି ପାଇଁ ସରକାରୀ ଯୋଜନା ପାଲଟିଛି ସାତ ସପନ, ବାଟ ହୁଡ଼ିଛି ବିକାଶ ।
Read More...

ମନରେଗାରେ ମିଳୁ ନାହିଁ କାମ, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ

କାମ ନ ମିଳିଲେ ଦାଦନ ଖଟିବାକୁ ଯିବେ ଶ୍ରମିକ ! ଗୋଲାମୁଣ୍ଡା : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କୁ କାମ ମିଳୁ ନାହିଁ ଏ ଭଳି ଅଭିଯୋଗ ଆଣିଛନ୍ତି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ପଞ୍ଚାୟତ ଅଞ୍ଚଳର ଶ୍ରମିକ ମାନେ ।  ମନରେଗା ଯୋଜନାରେ କାମ
Read More...

ଲୁହା ମଣିଷ ଗୁରୁ ବିନ୍ଧାଣିଙ୍କ ପେଟ ପାଇଁ ସଂଘର୍ଷ

*ଦାନା ଯୋଗାଉଛି କୌଳିକ ବୃତ୍ତି ଝରୀଗାଁ : ବେଳେବେଳେ ବାପଅଜାଙ୍କ ଅମଳରୁ ଶିଖିଥିବା କୌଳିକ କାମ ମଧ୍ୟ ମଣିଷକୁ ବଞ୍ଚି ରହିବାରେ  ସହାୟକ ହୋଇଥାଏ |କୌଳିକ ବୃତ୍ତି ରୁ ମଣିଷ ଦୁଇ ଓଳି ପେଟ ପାଇଁ ଦୁଇମୁଠା ଦାନା ଯୋଗାଡ଼ କରିଥାଏ | ଉଜ୍ବଳ ଭବିଷ୍ୟତ ସପନ ଦେଖିବାକୁ ସମୟ ମିଳେ ନାହିଁ।
Read More...

ସରଗିତଳିଆକୁ ପହଞ୍ଚିଲା ଡାକ୍ତରୀ ଟିମ୍ ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଟୀକାକରଣ କେନ୍ଦ୍ର ପାଇଁ ନିଷ୍ପତ୍ତି

ଯୋଡା : ଯୋଡା ପୌରପାଳିକା ଅନ୍ତର୍ଗତ ୧୩ ନଂ ୱାର୍ଡର ସରଗିତଳିଆ ଠାରେ ୩୦ରୁ ଉର୍ଦ୍ଧ୍ଵ ଶିଶୁ ଅପପୃଷ୍ଟିରେ ଶିକାର ହେବା ଆଶଙ୍କା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି । ରବିବାର ପୂର୍ବାହ୍ନ ସମୟରେ ଏକ ଡାକ୍ତରୀ ଟିମ୍ ଉକ୍ତ ୱାର୍ଡକୁ ପହଞ୍ଚି
Read More...