Browsing Category

ପ୍ରମୁଖ ଖବର

ଦେଶରେ କରୋନା ଆରୋଗ୍ୟ ହାର ୯୭.୧୩%କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୮୯୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୭ ଲକ୍ଷ ୯୦ ହଜାର ୧୮୩ରେ ପହଂଚିଛି। ସେହିପରି ୧୭ ହଜାର ୮୨୪ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି
Read More...

ଦେଶବ୍ୟାପୀ ୪୪ ଲକ୍ଷ ୪୯ ହଜାର ୫୫୨ ଜଣଙ୍କୁ ଟିକାକରଣ

ଦେଶବ୍ୟାପୀ ଚାଲିଥିବା କୋଭିଡ଼- ୧୯ ଟିକାକରଣ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଟିକାକରଣ ସଂଖ୍ୟା ୪୪ ଲକ୍ଷ ୪୯ ହଜାର ୫୫୨ ରହିଛି। ୭୬ ହଜାର ୫୭୬ଟି ସେସନରେ ଏହି ଟୀକା ପ୍ରଦାନ କରାଯାଇଛି। ଆଜି ସୁଦ୍ଧା ଆଣ୍ଡାମାନ ନିକବରରେ ୨୭୨୭ ଜଣଙ୍କୁ କୋଭିଡ
Read More...

ରାଜ୍ୟସଭାରେ ଓଡିଆରେ କହିଲେ ସାଂସଦ

ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭାରେ ଶୂନ୍ୟକାଳରେ ଓଡିଆ ଭାଷାରେ ନିଜର ଅଭିଭାଷଣ ରଖିଛନ୍ତି ସାଂସଦ ଡ.ସସ୍ମିତ ପାତ୍ର । ସେ ଶୂନ୍ୟକାଳରେ ମହିଳାମାନଙ୍କ ସକାଶେ ସଂରକ୍ଷିତ ବିଲ୍ ପାସ୍ ନେଇ ଦୃଢ ଦାବୀ କରିଛନ୍ତି । ବିଜୁ ଜନତା ଦଳର ସାଂସଦ ଡ.ପାତ୍ର ନିଜର ଅଭିଭାଷଣରେ କହିଥିଲେ, ଅଧ୍ୟକ୍ଷ
Read More...

ଚାଷୀଙ୍କ ସମ୍ପର୍କରେ ରାଜ୍ୟସଭାରେ ହେବ ୧୫ଘଂଟିଆ ଆଲୋଚନା

ନୂଆଦିଲ୍ଲୀ: ରାଜ୍ୟସଭାରେ କୃଷକମାନଙ୍କ ଆନେ୍ଦାଳନ ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା କରିବା ନିମନ୍ତେ ଆଜି ସରକାର ଓ ବିରୋଧୀ ଦଳ ଗୁଡିକ ସହମତି ପ୍ରକାଶ କରିଛନ୍ତି । ତେବେ ଗୃହରେ ୧୫ ଘଂଟା ଧରି ସ୍ୱତନ୍ତ୍ର ଆଲୋଚନା ହେବ ବୋଲି ଜଣାଯାଇଛି । ତେବେ କେବେ ଆଲୋଚନା ହେବ ତାହା ଗୃହର ଅଧ୍ୟକ୍ଷ
Read More...

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତରେ ମାମଲା ; ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ହାଇକୋର୍ଟରେ ଖାରଜ

କଟକ :  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଲୋକାୟୁକ୍ତରେ ଥିବା ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ମାମଲାର ଆବେଦନକାରୀ ଖୋଦ୍ ଭିଜିଲାନ୍ସ ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜ୍ କରି ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟ ଯାଇଥିଲେ।
Read More...

ସୋସିଆଲ ମିଡିଆରେ ଯୁଦ୍ଧ କରିବ ବିଜେଡି

୨୦୧୪ ସାଧାରଣ ନିର୍ବାଚନରେ ବିଜେପି “ଜନତା ମାଫ ନହିଁ କରେଗି” ସ୍ଲୋଗାନ ବ୍ୟବହାର କରି କଂଗ୍ରେସ ଶାସନ ସମୟର ବିଭିନ୍ନ ଦୁର୍ନୀତି, ପ୍ରଶାସନିକ ସ୍ଥାଣୁତା, ଅପରାଧ ଏବଂ ଘୋଟାଲା ଭଳି ପ୍ରସଙ୍ଗ ସବୁକୁ ତାଲିକାଭୁକ୍ତ କରି ଟିଭି ଏବଂ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର
Read More...

୨ଏସବିଆଇ ଏଟିଏମରୁ ୪୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‍

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଦୁଇଟି ଏସବିଆଇ ଏଟିଏମରୁ ୪୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍‍ ହୋଇଛି। ପତ୍ରପୁରରେ ଥିବା ଏଟିଏମ୍‍ ରୁ ୧୯ ଲକ୍ଷ ୬୮ ହଜାର ୫୦୦ ଟଙ୍କା ଏବଂ ନିଆଳ ହାଟ ଏଟିଏମରୁ ୨୩ ଲକ୍ଷ ୧୪ ହଜାର ଟଙ୍କା ଲୁଟ୍‍ ହୋଇଛି। ଏହିପରି ମୋଟ୍‍ ୪୨ ଲକ୍ଷ ୮୨
Read More...

ଯୁକ୍ତ ୩ ପରୀକ୍ଷା ଫର୍ମ ପୂରଣ ଦେୟ ଛାଡ଼ ଦାବିରେ ଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କଟକ :  ଯୁକ୍ତ ୩ ପରୀକ୍ଷା ଫର୍ମ ପୂରଣ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ଯୁକ୍ତ ୩ ପରୀକ୍ଷା ଫର୍ମ ପୂରଣ ପାଇଁ ଦେୟ ଛାଡ଼ କରିଛନ୍ତି। ଉତ୍କଳ ବିଶ୍ବ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଯୁକ୍ତ ୩ ପରୀକ୍ଷା ଫର୍ମ ପୂରଣ ପାଇଁ ଦେୟ ଛାଡ଼ କରି
Read More...

ପୁଣି ଥରେ ଆକ୍ଟିଭ ହେଲା ‘କୃଷକଙ୍କ ନରସଂହାର’ ହାସଟ୍ୟାଗ ଥିବା ଆକାଉଣ୍ଟ, ଟ୍ବିଟରକୁ ସରକାରଙ୍କ ନୋଟିସ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସହିତ ଜଡ଼ିତ ୨୫୦ ଆକାଉଣ୍ଟକୁ ସସପେଣ୍ଡ କରିବା ଲାଗି ସରକାରଙ୍କ ନୋଟିସ ପରେ ଟ୍ବିଟର ପକ୍ଷରୁ ସେସବୁକୁ ହଟାଇ ଦିଆଯାଇଥିଲା। କିନ୍ତୁ ସେଗୁଡ଼ିକ ମଧ୍ୟରୁ କିଛି ଆକାଉଣ୍ଟ ପୁଣି ଥରେ ଆକ୍ଟିଭ ହୋଇଯାଇଛି। ବିଶେଷ କରି ମୋଦୀ ସରକାର କୃଷକଙ୍କ ନରସଂହାର ପାଇଁ ଯୋଜନା
Read More...

ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କର ୯ ମାସର ହଷ୍ଟେଲ ଫି’ ଛାଡ

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। ଏହାଦ୍ବାରା ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ
Read More...