Browsing Category

ପ୍ରମୁଖ ଖବର

ଶହୀଦମାନଙ୍କ ବଳିଦାନ ସର୍ବଦା ଅମର ହୋଇ ରହିଛି – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଚୌରୀ ଚୌରା ଘଟଣା କେବଳ ଏକ ଥାନା ଜଳାଇଦେବାର ଘଟଣା ନଥିଲା, ଏହା ବ୍ରିଟିଶ ଶାସନ ବିରୁଦ୍ଧରେ ସାମୂହିକ ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ଥିଲା। ଶ୍ରୀ ମୋଦୀ କହିଛନ୍ତି ଚୌରୀ ଚୌରାର ଶହୀଦମାନେ ଇତିହାସରେ ହୁଏତ କ୍ୱଚିତ ସ୍ଥାନ ପାଇପାରି ନଥାନ୍ତି,
Read More...

କ୍ୟାନ୍‌ସର ମୁକାବିଲା ପାଇଁ ତତ୍ପରତା, ୫ ବର୍ଷରେ ସ୍ବୟଂସମ୍ପୂର୍ଣ୍ଣ ହେବ ୧୧ ୟୁନିଟ୍‌

ଭୁବନେଶ୍ୱର: କ୍ୟାନ୍‌ସର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଆସନ୍ତା ୫ ବର୍ଷରେ ବିଭିନ୍ନ ଜିଲାରେ ୧୧ଟି କର୍କଟ କେନ୍ଦ୍ର ସମ୍ପ୍ରସାରିତ କରି ଏହାକୁ ସ୍ବୟଂସମ୍ପୂର୍ଣ୍ଣ କରାଯିବ। ଯେଉଁଠି ରୋଗୀଙ୍କୁ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରଦାନ କରାଯିବ। ବିଶେଷ
Read More...

ସଂକଟରେ ଗ୍ରାମୀଣ ହସ୍ତତନ୍ତ ଶିଳ୍ପ, ଦାଦନ ମୁହାଁ ବୁଣାକାର

ସୋରଡ଼ା: ଭାରତୀୟ ବୟନ ଶିଳ୍ପର ଚାହିଦା ଏବେ ବି ରହିଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ବୟନ ଶିଳ୍ପ ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ପାଟ, ବ୍ରହ୍ମପୁରର ରେଶମ ପାଟ ସାରା ପୃଥିବୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି
Read More...

ଜୁନ ୧୨ରେ ଏନ୍‌ସିଏଚ୍‌ଏମ୍‌ ପରୀକ୍ଷା

ଭୁବନେଶ୍ବର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ)ଦ୍ବାରା ପରିଚାଳିତ ନ୍ୟାସନାଲ କାଉନସିଲ ଫର୍‌ ହୋଟେଲ ମ୍ୟାନେଜମେଣ୍ଟ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଏନ୍‌ସିଏଚ୍‌ଏମ୍‌-ଜେଇଇ-୨୦୨୧) ଜୁନ୍ ୧୨ ତାରିଖରେ ଅନୁଷ୍ଠିତ ହେବ। ଏନେଇ ବୁଧବାର ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Read More...

ପ୍ରି-ଫିଜିବିଲିଟି ଅନୁଧ୍ୟାନ କରିବ ଭାରତୀୟ ବିମାନବନ୍ଦର ପ୍ରାଧିକରଣ

ନୂଆଦିଲ୍ଲୀ: ପୁରୀରେ ଅନ୍ତର୍ରାଷ୍ଟ୍ରୀୟ ବିମାନ ବନ୍ଦର ନିର୍ମାଣ ଲାଗି ପ୍ରି-ଫିଜିବିଲିଟି ଅନୁଧ୍ୟାନ କରିବାକୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣକୁ କୁହାଯାଇଛି ବୋଲି ରାଜ୍ୟସଭାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ହରଦୀପ ସିଂ ପୁରୀ ଜଣାଇଛନ୍ତି। ସାଂସଦ ସୁଜିତ କୁମାରଙ୍କ ପ୍ରଶ୍ନର
Read More...

ଓଡ଼ିଶାକୁ ମିଳିବ ମରୁଡ଼ି ମୁକାବିଲା ପାଇଁ ୧୦୦ କୋଟି, ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ ପାଇଁ ୮୦୦ କୋଟି

ଭୁବନେଶ୍ୱର: ଓଡ଼ିିଶା ପ୍ରତିବର୍ଷ ବନ୍ୟା-ବାତ୍ୟା ଓ ମରୁଡ଼ି ଭଳି ଏକାଧିକ ପ୍ରାକୃତିକ ବିପର୍ୟ୍ୟୟର ସାମ୍ନା କରୁଥିବାରୁ ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟକୁ ମରୁଡ଼ି ମୁକାବିଲା ପାଇଁ ୧୦୦ କୋଟି ଓ ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ ଲାଗି ୮୦୦ କୋଟି ଟଙ୍କା ଅନୁଦାନ ମିଳିବ। ପଞ୍ଚଦଶ ଅର୍ଥ କମିଶନଙ୍କ
Read More...

ବିଜେଡିର କଟାକ୍ଷ, ଚାଷୀ ଆୟ ଦ୍ୱିଗୁଣିତ କରିବାରେ କେନ୍ଦ୍ର ବିଫଳ

ନୂଆଦିଲ୍ଲୀ: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ସାଧାରଣ ଜନତାଙ୍କୁ ପ୍ରଭାବିତ କରିବା ଭଳି କିଛି ନଥିଲା। ରାଷ୍ଟ୍ରପତିଙ୍କ ଚିରାଚରିତ ସମ୍ବୋଧନରେ ଗତ ବର୍ଷକ ମଧ୍ୟରେ ସରକାରଙ୍କ ବିଭିନ୍ନ କାର୍ୟ୍ୟକ୍ରମର କେବଳ ଉପସ୍ଥାପନା ରହିଥିଲା ବୋଲି ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ
Read More...

ଗ୍ରାମ ରୋଜଗାର ସେବକଙ୍କ ଆତ୍ମାହୁତି ଉଦ୍ୟମ, ୧୦ ମାସ ହେଲା ପାଇନାହାନ୍ତି ଦରମା

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳର ଜଣେ ଗ୍ରାମ ରୋଜଗାର ସେବକ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି। ସେ ହେଉଛନ୍ତି ଉତ୍କଳ ମଳିକ। ସେ ବାସୁଦେବପୁର ବ୍ଲକ ବିଡ଼ିଓଙ୍କ ଅଫିସ ମଧ୍ୟକୁ ପ୍ରବେଶ କରି ନିଜ ଦେହରେ କିରାସିନି ଢାଳି ହୋଇ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ଅଫିସରେ
Read More...

ପୁଣି ପ୍ରକାଶ ପାଇବ ‘ଛବିଳ ମଧୁ ବର୍ଣ୍ଣବୋଧ’, ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦାୟିତ୍ବ

ଭୁବନେଶ୍ବର: ଦୂର ହୋଇଛି ବିବାଦ। ‘ଛବିଳ ମଧୁ ବର୍ଣ୍ଣବୋଧ’ ପୁଣି ପ୍ରକାଶ ପାଇବ। ପ୍ରାଥମିକ ବିଦ୍ୟାଳୟ ସହ ବିଚ୍ଛିନ୍ନାଞ୍ଚଳରେ ଏହାକୁ ବଣ୍ଟନ କରାଯିବ। ଏହି ଦାୟିତ୍ବ ପୁଣିଥରେ ସଂସ୍କୃତି ବିଭାଗ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦେଇଛି। ଭକ୍ତକବି ମଧୁସୂଦନ ରାଓଙ୍କ ଏହି ଅନନ୍ୟ ସୃଷ୍ଟିର ମୂଳ
Read More...

ଚୌରୀ ଚୌରା ଘଟଣାର ଶତବାର୍ଷିକୀ ଉତ୍ସବର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ’ ଐତିହାସିକ ଚୌରୀ ଚୌରା ଘଟଣାର ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ସରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ବର୍ଷେ ବ୍ୟାପି ଶତବାର୍ଷିକୀ ପାଳନ ଉତ୍ସବର ଶୁଭାରମ୍ଭ କରିବେ। ଏହି ଉତ୍ସବରେ ମୋଦୀ ଚୌରୀ ଚୌରା ଘଟଣା ଉପରେ
Read More...