ନିୟନ୍ତ୍ରଣ ବାହାରେ ମହାପ୍ରସାଦ ଦର
ପୁରୀ: ମହାପ୍ରସାଦ ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଏହାର ସୁଯୋଗ ନେଇ କେତେକ ସୁଆର ମହାସୁଆର ସେବକ ମନଇଚ୍ଛା ଦର ବୃଦ୍ଧିକରି ଚାଲିଛନ୍ତି। ମହାପ୍ରସାଦ ଦର ପ୍ରାୟ ୩ଗୁଣ ବୃଦ୍ଧି ପାଇଥିବା ଅଭିଯୋଗ େହାଇଛି। ଏଥିଯୋଗୁଁ ସହରବାସୀଙ୍କ ସମେତ ପର୍ଯ୍ୟଟକ ଓ!-->…
Read More...
Read More...