Browsing Category

ପ୍ରମୁଖ ଖବର

କୋଭିଡ-୧୯ ଟିକା ପାଇଁ ଭାରତକୁ ୨୨ ଦେଶର ଅନୁରୋଧ

ନୂଆଦିଲ୍ଲୀ : କୋଭିଡ-୧୯ ଟିକା ପାଇଁ ଭାରତକୁ ୨୨ଟି ଦେଶ ଅନୁରୋଧ କରିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ସେ ଲୋକସଭାରେ ସୂଚନା ଦେଇ କହିଛନ୍ତି ଭାରତ ଇତିମଧ୍ୟରେ ୧୫ଟି ଦେଶକୁ କରୋନା ଟିକା ଯୋଗାଇ ଦେଇଛି। ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଏହି ଟିକାଗୁଡ଼ିକ
Read More...

ବ୍ରହ୍ମପୁରରେ ବଣ୍ଟାହେଲା ‘ପରୀକ୍ଷା ଦର୍ପଣ’

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ବଣ୍ଟା ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଭି.ଭି. ଗିରି ରୋଡ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପଧାନ ‘ପରୀକ୍ଷା ଦର୍ପଣ’ ବଣ୍ଟନର
Read More...

ବ୍ରହ୍ମପୁର : ରାଜପଥ ଅବରୋଧ କଲେ କୃଷକ ସଂଗଠନ

ବ୍ରହ୍ମପୁର : କୃଷି ଆଇନ୍‌ ବାତିଲ୍‌ ଦାବିରେ ଚାଲିଥିବା କୃଷି ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଶନିବାର ବିଭିନ୍ନ ସଂଗଠନ ତରଫରୁ ଚକାଜାମ୍‌ ଆନ୍ଦୋଳନ ଡାକରା ଦିଆଯାଇଥିଲା। ବ୍ରହ୍ମପୁରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଚେନ୍ନାଇ-କଲିକତା ୧୬ନମ୍ବର ଜାତୀୟ ରାଜପଥର ବ୍ରହ୍ମପୁର ଉପକଣ୍ଠ
Read More...

ନିଆରା ବାହାଘର: ୬୦ ଫୁଟ ଗଭୀର ଜଳରେ ହେଲା ବାହାଘର

ଦେଶର ସବୁଠୁ ନିଆରା ବାହାଘରସାକ୍ଷୀ ରହିଲା ସମୁଦ୍ର୬୦ ଫୁଟ୍ ଗଭୀର ଜଳରେ ହେଲା ବାହାଘରପାଣି ଭିତରେ ୪୫ ମିନିଟ୍ ଏକାଠି ରହିଲେ ବର-କନ୍ୟା ଚେନ୍ନାଇ: ଶୁଭ ବିବାହ। ଏହି ଗୋଟିଏ ଶଦ୍ଦ ହିଁ ସବୁ କିଛି ବୁଝାଇଦିଏ। ସମସ୍ତେ ନିଜ ନିଜର ବିବାହକୁ କିଛି ଅଲଗା ଓ ସ୍ମରଣୀୟ କରିବା ଲାଗି ଚେଷ୍ଟା
Read More...

ମାହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତ୍ୟୁ

କଟକ : କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତ୍ୟୁ ଘଟିଛି। ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟାଙ୍ଗୀ ଗୋବିନ୍ଦପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ଏହି ଦୁର୍ଘଟଣା କିପରି ହେଲା ସେ ନେଇ ପୁଲିସ କିମ୍ବା ପରିବାର
Read More...

ଦୁର୍ଦଶାରେ ମୁଣ୍ଡପୋତା କେଳା

ଗୋଡିପଡା: ଗଣ୍ଡେ ପଖାଳ ଭାତ ପାଇଁ ଗ୍ରୀଷ୍ମର ନିରାଟ ଝାଞ୍ଜିରେ ଗାଁ ଦାଣ୍ଡର ତତଲା ବାଲିରେ ମୁଣ୍ଡ ପୋତେ। ଖଜୁରି ପଟିର ଟୋପି ଉପରେ କୁକୁଡ଼ାର ରଙ୍ଗବେରଙ୍ଗର ପର, ହାତରେ ଚାଙ୍ଗୁବାଜା, ମୁହଁରେ ପାଉଡ଼ର ବଦଳରେ ପାଉଁଶ ଆଉ ବାଉଁଶ ବାଡ଼ିରେ ତିଆରି ଘୋଡ଼ା ଉପରେ ବସି ଅନକେ ତାମସା ଦେଖାନ୍ତି
Read More...

ସକାଳୁ ଉଠାଇବାର ଚାକିରି

ଆଜିର ସମୟରେ ସକାଳୁ ଉଠିବାକୁ ହେଉ କିମ୍ବା ଦିନର ଯେ କୌଣସି ସମୟରେ ନିଦ ଭାଙ୍ଗିବାକୁ ଆମ ପାଖେ ଯୁଗୋପଯୋଗୀ ସ୍ମାର୍ଟଫୋନ୍‌ଟେ ଅଛି। ବାସ୍..କେତୋଟି ସୁଇଚ୍ ଟିପିଲେ ନିଦଟି ଆମର ଭାଙ୍ଗିଯାଏ, ଏଇ ସ୍ମାର୍ଟଫୋନ୍ ଆସିବା ପୂର୍ବରୁ ଘରେଘରେ ଲୋକଙ୍କ ପାଖେ ଥିଲା ଆଲାର୍ମ ଘଣ୍ଟା। ରାତିରୁ ଚାବି
Read More...

କରୋନା ଟିକା ନେଲେ କଟକ ଡିଜିପି ଅଭୟ

ଭୁବନେଶ୍ବର : ରାଜ୍ୟରେ ଆଜିଠାରୁ କରୋନା ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକାଦାନ କରାଯାଉଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭିନ୍ନ ଭିନ୍ନ ସ୍ଥାନରେ ଟିକାଦାନ ପାଇଁ ପ୍ରସ୍ତୁତି କରାଯାଇଛି। ସବୁ ଜିଲ୍ଲାପାଳ, ଏସ୍‍.ପି, ରାଜସ୍ୱ ବିଭାଗର କର୍ମଚାରୀ ଏବଂ ଗୃହ ଓ ନଗର ଉନ୍ନୟନ
Read More...

ଆଜି ୧୨ଟାରୁ ୩ଟା ‘ଚକାଜାମ୍‌’

ନୂଆଦିଲ୍ଳୀ: କୃଷି ଆଇନ୍‌ ବିରୋଧରେ ଦୀର୍ଘ ୬୯ଦିନ ଧରି ଆନ୍ଦୋଳନ ଚଳାଇଥିବା ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି‌, ୬ତାରିଖ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଚକାଜାମ୍‌ ଆନ୍ଦୋଳନ ପାଇଁ ଦିଆଯାଇଥିବା ଆହ୍ବାନକୁ ସାମାନ୍ୟ କୋହଳ କରାଯାଇଛି। ଗୁରୁବାର ଏହି ଆାନ୍ଦୋଳନରୁ ଦିଲ୍ଲୀକୁ ବାଦ
Read More...

ଶୀତଳାପଲ୍ଲୀରେ ହେବନାହିଁ ୱାଗନ୍ କାରଖାନା : ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀଠାରେ ରେଳ ୱାଗନ କାରଖାନା ହେବାର କୌଣସି ପ୍ରସ୍ତାବ ନାହିଁବୋଲି ଆଜି ରାଜ୍ୟସଭାରେ ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି । ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତର ଦେଇ ସେ କହିଛନ୍ତି, ୨୦୧୭ରୁ ପଡିରହିଥିବା ଭୁବନେଶ୍ୱର
Read More...