Browsing Category

ପ୍ରମୁଖ ଖବର

ଓଡ଼ିଶା ବିଜିନେସ ମିଟକୁ ସମ୍ବୋଧନ କରିବେ ନବୀନ

ଟୋକିଓ : ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଟୋକିଓରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଛନ୍ତି । ଆଜି ନିପନ ଷ୍ଟିଲ କର୍ପୋରେସନର ନିର୍ଦେଶକ ତଥା ଅଧ୍ୟକ୍ଷ ଇଜି
Read More...

ମେ’ ଶେଷ ସପ୍ତାହରେ ଭୁବନେଶ୍ୱରରୁ ସିଙ୍ଗାପୁରକୁ ବିମାନ ଉଡ଼ାଣ

ଭୁବନେଶ୍ୱର : ଆସନ୍ତା ମେ’ ଶେଷ ସପ୍ତାହରେ ଭୁବନେଶ୍ୱରକୁ ସିଙ୍ଗାପୁରକୁ ବିମାନ ଉଡ଼ାଣ କରିବ । ଏହାଦ୍ୱାରା ଓଡ଼ିଶା ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ଜାପାନ ଗସ୍ତରେ ଯିବା ଅବସରରେ ମୁଖ୍ୟମନ୍ତ୍ରୀ କିଛି ସମୟ ପାଇଁ ସିଙ୍ଗାପୁର ବିମାନବନ୍ଦରରେ ଅଟକିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ
Read More...

ପଣ୍ୟ ପରିଚାଳନାରେ ପାରାଦୀପ ବନ୍ଦର ଦେଶରେ ଏକନମ୍ବର

ଭୁବନେଶ୍ୱର : ପଣ୍ୟ ପରିଚାଳନା କ୍ଷେତ୍ରରେ ପାରାଦୀପ ବନ୍ଦର ଦେଶର ସବୁ ବନ୍ଦରକୁ ପଛରେ ପକାଇ ଦେଇଛି ବୋଲି ପାରାଦୀପ ପୋର୍ଟଟ୍ରଷ୍ଟର ଅଧ୍ୟକ୍ଷ ପିଏଲ୍ ହରନାଦ କହିଛନ୍ତି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରନାଦ କହିଛନ୍ତି ଯେ, ୨୦୨୧-୨୨ ଆର୍ଥିର୍କ ବର୍ଷରେ ପାରାଦୀପ
Read More...

ସାତଦିନିଆ ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରିଛନ୍ତି । ତାଙ୍କ ସହ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ସଚିବ, ଶିଳ୍ପ ସଚିବ, ଆଇଟି ସଚିବ, ଆଇପିଆଇସିଓଏଲ ଏମଡି ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଆହୁରି ମଧ୍ୟ
Read More...

ହିନ୍ଦୋଳ ଓ ଅତାବିରାରେ ୮୦%ରୁ ଅଧିକ ମତଦାନ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନଏସି (ବିଜ୍ଞପିତ ଅଂଚଳ ପରିଷଦ) ପାଇଁ ଆଜି ଭୋଟ୍ ଗ୍ରହଣ ଶେଷ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଉଭୟ ଏନ୍ଏସିରେ ୮୦%ରୁ ଉର୍ଧ ମତଦାତା ମତ ସାବ୍ୟସ୍ତ କରିଛନ୍ତି । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ
Read More...

କାଳବୈଶାଖୀ : ଉଡ଼ିଗଲା ୧୦୦ରୁ ଅଧିକ ଘରର ଛାତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ପଦ୍ମଗିରି ପଂଚାୟତ ଅଂଚଳରେ କାଳବୈଶାଖୀରେ ୧୦୦ରୁ ଅଧିକ ଘରର ଟିଣ ଘରର ଛପର ଉଡିଯାଇଥିଲା ବେଳେ ପ୍ରବଳ ବର୍ଷାରେ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ପ୍ରବଳ ବର୍ଷା ଓ ପବନ ଯୋଗୁ ଜନଜୀବନ ଏକ ପ୍ରକାର ବ୍ୟାହତ ହୋଇଥିଲା ବେଳେ ବିଦ୍ୟୁତ
Read More...

୧୩ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ – ଏକବାର ଉପାସାନା ଦେଖିବାକୁ ଭକ୍ତଙ୍କ ଭିଡ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଝାଡ଼ଭୂମି, ଗୋଛାବାଡ଼ି, ନିମପଦରରେ ୧୩ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି | ଏକବାର ଉପାସାନା ଦେଖିବାକୁ ଭକ୍ତ ଙ୍କ ଭିଡ ଜମିଥିଲା | ଗ୍ରାମରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜା ପାଠ କରାଯାଇଥିଲା | ଶତାଧିକ
Read More...

ସୁରାଟରେ ପ୍ରତିଷ୍ଠା ହେଲା ଶ୍ରମ ମନ୍ତ୍ରୀଙ୍କ ଦ୍ୱାରା ଶ୍ରମିକ ସହାୟକ କେନ୍ଦ୍ର

ବ୍ରହ୍ମପୁର : ସୁରାଟରେ ରହୁଥିବା ଓଡ଼ିଆ ଶ୍ରମିକମାନଙ୍କ ଉପକାର ପାଇଁ ସୁରାଟ ସହରରେ ପ୍ରତିଷ୍ଠା ହେଲା ଓଡ଼ିଆ ଶ୍ରମିକ ସହାୟକ କେନ୍ଦ୍ର। ଏପ୍ରିଲ ପହିଲା ଉତ୍କଳ ଦିବସ ଅବସରରେ ସୁରତର ପାଣ୍ଡେସର ରୋଡ଼ରେ ଓଡ଼ିଶାର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓଡ଼ିଆ ଶ୍ରମିକ ସହାୟକ କେନ୍ଦ୍ର
Read More...

ଉତ୍କଳ ଆଲୁମିନା ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କୁ ସହାୟତା ପ୍ରଦାନ: ଏକ ପୁଷ୍ଟିକର ଖାଦ୍ୟ ବାସ୍କେଟ…

ଭବାନୀପାଟଣା : ଅଂଳଚର ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ନିରବଚ୍ଛିନ୍ନ ଉଦ୍ୟମର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ଅଂଶ ସହାୟକ ସଂସ୍ଥା ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଯକ୍ଷ୍ମା (ଟିବି)
Read More...

ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ହେବେ ଭାରତ ଜନ୍ମିତ ଅଜୟ ବଙ୍ଗା

ନିୟୁର୍କ : ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ହେବେ । ବୁଧବାର ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ଅନ୍ୟ କୌଣସି ଦେଶ ସାର୍ବଜନୀନ ଭାବେ ବିକଳ୍ପ ପ୍ରାର୍ଥୀ ପ୍ରସ୍ତାବ ଦେଇନଥିବା ଯୋଗୁ ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଅଧ୍ୟକ୍ଷ ନିର୍ବାଚିତ ହେବା ସ୍ପଷ୍ଟ
Read More...