Browsing Category

ପ୍ରମୁଖ ଖବର

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗାମ୍ଭୀର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଚାନ୍ଦା ଆଦାୟ କରାଯାଉଛି। ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗାମ୍ଭୀର ଏଥିରେ ସାମିଲ ହୋଇ ୧ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଗୁରୁବାର ଗାମ୍ଭୀର
Read More...

କରୋନା ଟିକା ତିଆରି କରୁଥିବା ସେରମ ଇନଷ୍ଟିଚ୍ୟୁଟରେ ଭୟଙ୍କର ନିଆଁ

ପୁଣେ: ମହାମାରୀ କରୋନାକୁ ମାତ୍‌ ଦେବା ପାଇଁ ଟିକା ଉତ୍ପାଦନ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସେରମ ଇନଷ୍ଟିଚ୍ୟୁଟ ପରିସର ମଧ୍ୟରେ ଥିବା ମଞ୍ଜରୀ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ସେରମ ଟର୍ମିନାଲ-୧ରେ ଭୟଙ୍କର
Read More...

ଫାଇଜର ଟିକା ନେଇ ଇସ୍ରାଏଲରେ ୧୨ ହଜାର ଲୋକ କରୋନା ସଂକ୍ରମିତ

ଜେରୁଜେଲମ: ପ୍ରଥମେ ଫାଇଜର ଟିକା ନେଇଥିବା ୟୁରୋପୀୟ ରାଷ୍ଟ୍ର ନରୱେର ୨୩ ବରିଷ୍ଠ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ଇସ୍ରାଏଲରେ ଏକ ବଡ ଘଟଣା ସମ୍ନାକୁ ଆସିଛି ।ଟିକା ନେବା ପରେ ୧୨୪୦୦ରୁ ଅଧିକ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ
Read More...

ଲୋକସେବକ ମଣ୍ଡଳର ପୂର୍ବତନ ସଭାପତି ଓଁକାର ଚାନ୍ଦଙ୍କ ପରଲୋକ

କଟକ:ଲୋକସେବକ ମଣ୍ଡଳର ପୂର୍ବତନ ସଭାପତି ତଥା ବିଶିଷ୍ଟ ଗାନ୍ଧୀବାଦୀ ଓଁକାର ଚାନ୍ଦ(୯୧)ଙ୍କର ବୁଧବାର ଚଣ୍ଡିଗଡସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁଶଯ୍ୟା ନିକଟରେ ୨ଝିଅ ଓ ପରିବାରର ସଦସ୍ୟ ଉପସ୍ଥିତ ଥିଲେ।
Read More...

କୃଷି ଆଇନ ବିରୋଧରେ ଜାନୁଆରୀ ୩୦ରୁ ନିଜ ଗାଁରେ ଆନ୍ନା ହଜାରେ କରିବେ ଅନଶନ

ନୂଆଦିଲ୍ଲୀ: କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀର ରାମଲିଳା ମୈଦାନରେ ଅନଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ ଆନ୍ନା ହଜାରେ। ରାମଲିଲା ମୈଦାନରେ ଅନସନ କରିବାକୁ ଅନୁମତି ମାଗିଥିଲେ, କିନ୍ତୁ ଅନୁମତି ନ ଥିବାରୁ ସେ ବର୍ତ୍ତମାନ ନିଜ ଗ୍ରାମରେ ଏହି ଅନଶନ କରିବେ।  ଆନ୍ନା ହଜାରେ ତାଙ୍କ ଗାଁ
Read More...

ପାରିବାରିକ କଳହ ପାଇଁ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ

ଜଳେଶ୍ଵର: ବାଲେଶ୍ୱ ଜିଲ୍ଲା ଭୋଗରାଇ ଥାନା ଚକଫୁଲବଣି ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ପାଇଁ ପୋଖରୀକୁ ଡେଇଁ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦମ୍ପତି ହେଲେ କାହ୍ନୁଚରଣ ମଣ୍ଡଳ ଓ ତାଙ୍କ ପତ୍ନୀ। ଖବର ଅନୁଯାୟୀ, ଭୋଗରାଇ ଥାନା ଚକଫୁଲବଣି ଗାଁର
Read More...

ମାଟ୍ରିକ୍‌ ବିଦ୍ୟାର୍ଥୀଙ୍କୁ ମିଳିବ ‘ଶିକ୍ଷା ଦର୍ପଣ’

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯିବ ‘ଶିକ୍ଷା ଦର୍ପଣ’। ବିଦ୍ୟାର୍ଥୀଙ୍କୁ ଏହି ପୁସ୍ତିକ ଦେବାକୁ ସବୁ ଜିଲାରୁ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଛି। କେଉଁ ଜିଲାରେ ‌କେତେ ଛାତ୍ରଛାତ୍ରୀ ଏଥର ମାଟ୍ରିକ୍‌
Read More...

ଅଟୋକୁ ଧକ୍କା ଦେଲା ପିଚୁ ବୋଝେଇ ଡମ୍ପର, ପରିବାରର ୩ ମୃତ

ବୌଦ୍ଧ: ବୌଦ୍ଧ ଜିଲା ମାନମୁଣ୍ଡା – କଣ୍ଟାମାଳ ରାସ୍ତା ଗୋପାଳମାଳ ଛକ ନିକଟରେ ଗୁରୁବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋକୁ ପିଚୁ ବୋଝେଇ ଡମ୍ପର ଧକ୍କା ଦେଇଛି। ଫଳରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ମାଆ ସହ ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ
Read More...

ଭାରତ ସହ ସମ୍ପର୍କ ଆହୁରି ଦୃଢ଼ ହେବ: ନୂଆ ପ୍ରତିରକ୍ଷା ମନ୍ତ୍ରୀ

ୱାଶିଂଟନ: ଆମେରିକା ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଲୋଏଡ ଅଷ୍ଟିନ। ପ୍ରତିରକ୍ଷା ମନ୍ତ୍ରୀ ଭାବେ ମନୋନୀତ ହେବା ପରେ ଅଷ୍ଟିନ ତାଙ୍କ ଦଳୀୟ ସାଂସଦଙ୍କୁ କହିଛନ୍ତି ଯେ ଆଗାମୀ ଦିନରେ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ଆହୁରି
Read More...

ସର୍ବୋଚ୍ଚ ସ୍ତରରେ ସେନସେକ୍ସ-ନିଫ୍ଟି

ନୂଆଦିଲ୍ଲୀ: ଗୁରୁବାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ସେୟାର ବଜାର। ସେନସେକ୍ସ ପ୍ରଥମ ଥର ପାଇଁ ୫୦ହଜାର ଟପିଥିବା ବେଳେ। ନିଫ୍ଟି ବି ୧୪ହଜାର ପାର କରିଛି। ସେନସେକ୍ସରେ ପ୍ରଥମ ଥର ପାଇଁ ବମ୍ୱେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ୫୦,୧୨୬.୭୩ରେ ପହଞ୍ଚିବାରେ ସଫଳ ହୋଇଥିବା ବେଳେ ନିଫ୍ଟି -୫୦ ମଧ୍ୟ
Read More...