ଅଟୋକୁ ଧକ୍କା ଦେଲା ପିଚୁ ବୋଝେଇ ଡମ୍ପର, ପରିବାରର ୩ ମୃତ
ବୌଦ୍ଧ: ବୌଦ୍ଧ ଜିଲା ମାନମୁଣ୍ଡା – କଣ୍ଟାମାଳ ରାସ୍ତା ଗୋପାଳମାଳ ଛକ ନିକଟରେ ଗୁରୁବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋକୁ ପିଚୁ ବୋଝେଇ ଡମ୍ପର ଧକ୍କା ଦେଇଛି। ଫଳରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ମାଆ ସହ ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ!-->…
Read More...
Read More...