Browsing Category

ପ୍ରମୁଖ ଖବର

ବିଦ୍ୟୁତ୍‍ ବିଲ୍‍ ସଂଶୋଧନର ଶେଷ ତାରିଖ ୩୧

ପିପିଲି : ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‍ (ଟିପିସିଓଡିଏଲ୍‍) ପକ୍ଷରୁ ବିଦ୍ୟୁତ୍‍ ବିଲ୍‍ ସଂଶୋଧନ ପାଇଁ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉପଭୋକ୍ତାମାନଙ୍କ ବକେୟା ବିଦ୍ୟୁତ୍‍ ବିଲ୍‌ରେ ୨ବର୍ଷ ପୂର୍ବରୁ ଥିବା ସମସ୍ତ ତ୍ରୁଟି ତଥା ଭ୍ରମ ସଂଶୋଧନ
Read More...

ବାଙ୍କୀରେ ଅବକାରୀ ବିଭାଗର ଚଢାଉ; ୪୦୦ଲିଟର ମଦ ଜବତ୍‍, ୨ଗିରଫ

ବାଙ୍କୀ: ବାଙ୍କୀ ଅଞ୍ଚଳରେ ଦିନକୁ ଦିନ ଚୋରାମଦ ବ୍ୟବସାୟ ବଢିଚାଲିଥିଲା ବେଳେ ଅସାଧୁ ବ୍ୟବସାୟୀ ମାନେ ସହଜରେ ଖସିଯାଉଥିବା ଜଣାପଡ଼ିଛି। ବିଭିନ୍ନ ସମୟରେ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରା ମଦ ପ୍ରସ୍ତୁତ ପାଇଁ ମହଜୁଦ୍‍ ଥିବା ହଜାର ହଜାର ଲିଟର ପୋଚ
Read More...

୨୩ରେ କଲକାତା ଯିବେ ପ୍ରଧାନମନ୍ତ୍ରୀ, ପରାକ୍ରମ ଦିବସ ସମାରୋହରେ ଯୋଗଦେବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ ତାରିଖରେ କଲକାତା ଗସ୍ତରେ ଯିବେ। ସେଠାରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ପାଳନ ହେବାକୁ ଥିବା ‘ପରାକ୍ରମ ଦିବସ’ ସମାରୋହରେ ସାମିଲ ହୋଇ ଉଦବୋଧନ ଦେବେ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆସାମର ଶିବସାଗର
Read More...

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗାମ୍ଭୀର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଚାନ୍ଦା ଆଦାୟ କରାଯାଉଛି। ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗାମ୍ଭୀର ଏଥିରେ ସାମିଲ ହୋଇ ୧ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଗୁରୁବାର ଗାମ୍ଭୀର
Read More...

କରୋନା ଟିକା ତିଆରି କରୁଥିବା ସେରମ ଇନଷ୍ଟିଚ୍ୟୁଟରେ ଭୟଙ୍କର ନିଆଁ

ପୁଣେ: ମହାମାରୀ କରୋନାକୁ ମାତ୍‌ ଦେବା ପାଇଁ ଟିକା ଉତ୍ପାଦନ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସେରମ ଇନଷ୍ଟିଚ୍ୟୁଟ ପରିସର ମଧ୍ୟରେ ଥିବା ମଞ୍ଜରୀ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ସେରମ ଟର୍ମିନାଲ-୧ରେ ଭୟଙ୍କର
Read More...

ଫାଇଜର ଟିକା ନେଇ ଇସ୍ରାଏଲରେ ୧୨ ହଜାର ଲୋକ କରୋନା ସଂକ୍ରମିତ

ଜେରୁଜେଲମ: ପ୍ରଥମେ ଫାଇଜର ଟିକା ନେଇଥିବା ୟୁରୋପୀୟ ରାଷ୍ଟ୍ର ନରୱେର ୨୩ ବରିଷ୍ଠ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ଇସ୍ରାଏଲରେ ଏକ ବଡ ଘଟଣା ସମ୍ନାକୁ ଆସିଛି ।ଟିକା ନେବା ପରେ ୧୨୪୦୦ରୁ ଅଧିକ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ
Read More...

ଲୋକସେବକ ମଣ୍ଡଳର ପୂର୍ବତନ ସଭାପତି ଓଁକାର ଚାନ୍ଦଙ୍କ ପରଲୋକ

କଟକ:ଲୋକସେବକ ମଣ୍ଡଳର ପୂର୍ବତନ ସଭାପତି ତଥା ବିଶିଷ୍ଟ ଗାନ୍ଧୀବାଦୀ ଓଁକାର ଚାନ୍ଦ(୯୧)ଙ୍କର ବୁଧବାର ଚଣ୍ଡିଗଡସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁଶଯ୍ୟା ନିକଟରେ ୨ଝିଅ ଓ ପରିବାରର ସଦସ୍ୟ ଉପସ୍ଥିତ ଥିଲେ।
Read More...

କୃଷି ଆଇନ ବିରୋଧରେ ଜାନୁଆରୀ ୩୦ରୁ ନିଜ ଗାଁରେ ଆନ୍ନା ହଜାରେ କରିବେ ଅନଶନ

ନୂଆଦିଲ୍ଲୀ: କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀର ରାମଲିଳା ମୈଦାନରେ ଅନଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ ଆନ୍ନା ହଜାରେ। ରାମଲିଲା ମୈଦାନରେ ଅନସନ କରିବାକୁ ଅନୁମତି ମାଗିଥିଲେ, କିନ୍ତୁ ଅନୁମତି ନ ଥିବାରୁ ସେ ବର୍ତ୍ତମାନ ନିଜ ଗ୍ରାମରେ ଏହି ଅନଶନ କରିବେ।  ଆନ୍ନା ହଜାରେ ତାଙ୍କ ଗାଁ
Read More...

ପାରିବାରିକ କଳହ ପାଇଁ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ

ଜଳେଶ୍ଵର: ବାଲେଶ୍ୱ ଜିଲ୍ଲା ଭୋଗରାଇ ଥାନା ଚକଫୁଲବଣି ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ପାଇଁ ପୋଖରୀକୁ ଡେଇଁ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦମ୍ପତି ହେଲେ କାହ୍ନୁଚରଣ ମଣ୍ଡଳ ଓ ତାଙ୍କ ପତ୍ନୀ। ଖବର ଅନୁଯାୟୀ, ଭୋଗରାଇ ଥାନା ଚକଫୁଲବଣି ଗାଁର
Read More...

ମାଟ୍ରିକ୍‌ ବିଦ୍ୟାର୍ଥୀଙ୍କୁ ମିଳିବ ‘ଶିକ୍ଷା ଦର୍ପଣ’

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯିବ ‘ଶିକ୍ଷା ଦର୍ପଣ’। ବିଦ୍ୟାର୍ଥୀଙ୍କୁ ଏହି ପୁସ୍ତିକ ଦେବାକୁ ସବୁ ଜିଲାରୁ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଛି। କେଉଁ ଜିଲାରେ ‌କେତେ ଛାତ୍ରଛାତ୍ରୀ ଏଥର ମାଟ୍ରିକ୍‌
Read More...