Browsing Category

ପ୍ରମୁଖ ଖବର

ରାଜ୍ୟରୁ ୧୫୭ ନୂଆ କରୋନା ଆକ୍ରନ୍ତ ଚିହ୍ନଟ

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୧୫୭ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୩ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୪ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୭୨୩ କୁ ବୃଦ୍ଧି ପାଇଛି। ରାଜ୍ୟ
Read More...

ଅସଲି ୧୬, ନକଲି ୩୦

ବ୍ରହ୍ମପୁ: ଗଞ୍ଜାମରେ ଛତୁ ଫୁଟିଲା ଭଳି ଖୋଲିଛି ପାଣି ବୋତଲ କାରଖାନା। ସେଥିରୁ ଅଧିକାଂଶ କାରଖାନାର ଲାଇସେନ୍ସ ନାହିଁ। ନୂଆ ନୂଆ ବ୍ରାଣ୍ଡ ନାଁ ଦେଇ ସେଥିରେ ମନଇଚ୍ଛା ଆଇଏସଆଇ ନମ୍ବର ପକାଇ ଗ୍ରାହକଙ୍କୁ ଭ୍ରମିତ କରାଯାଉଛି। ଏପଟେ ଟଙ୍କା ଦେଇ ଲୋକେ ଅସ୍ବାସ୍ଥ୍ୟକର ପାଣି ପିଇବାକୁ ବାଧ୍ୟ
Read More...

‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ନିଜର ଏକ ବାସଗୃହ ଲୋକମାନଙ୍କ ମନୋବଳ ବୃଦ୍ଧି କରିବ : ମୋଦୀ

ନୂଆଦିଲ୍ଲୀ : ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ’ ଅଧୀନରେ ନିଜର ଏକ ବାସଗୃହ ଲୋକମାନଙ୍କ ମନୋବଳ ବୃଦ୍ଧି କରିବ ଓ ସେମାନେ ଯେକୌଣସି ସମସ୍ୟାର ସମାଧାନ କରିପାରିବେ ବୋଲି ସେମାନଙ୍କ ମଧ୍ୟରେ ସାହସ ଆଣିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆତ୍ମନିର୍ଭର ଭାରତ ସିଧାସଳଖ
Read More...

ସୀମା ବିବାଦ, ପ୍ରତିମାସରେ ସମୀକ୍ଷା କରିବେ ଜିଲାପାଳ ଓ ଏସପି

ଭୁବନେଶ୍ୱର: ପଡୋଶୀ ରାଜ୍ୟ ସହିତ ଓଡ଼ିଶାର ବିଭିନ୍ନ ଜିଲାରେ ଲାଗି ରହିଥିବା ସୀମା ବିବାଦର ସ୍ଥାୟୀ ସମାଧାନ ଲାଗି ବିଧାନସଭା ଗୃହ କମିଟି ଗୁରୁତ୍ବ ଦେଇଛି। ଏଣିକି ପ୍ରତି ମାସରେ ସଂପୃକ୍ତ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଅନ୍ତତପକ୍ଷେ ଥରେ ସୀମା ବିବାଦ ଥିବା ପ୍ରତି ପକ୍ଷ ଜିଲାପାଳ ଓ ଆରକ୍ଷୀ
Read More...

ମହଙ୍ଗା ହେବ ସଂସଦ ଭବନ କ୍ୟାଣ୍ଟିନ ଖାଦ୍ୟ

ନୂଆଦିଲ୍ଲୀ: ସଂସଦ ଭବନ କ୍ୟାଣ୍ଟିନରେ ଆଉ ଶସ୍ତାରେ ଖାଦ୍ୟ ମିଳିବ ନାହିଁ। ଏଠାରେ ପ୍ରଚଳିତ ରିଆତି ବ୍ୟବସ୍ଥାକୁ ଆଗାମୀ ବଜେଟ ଅଧିବେଶନଠାରୁ ବନ୍ଦ କରିଦିଆଯିବା ପାଇଁ ସଂସଦ ସଚିବାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ପଦକ୍ଷେପ ଦ୍ବାରା ସଂସଦ ପରିଚାଳନା ବାବଦ ଖର୍ଚ୍ଚରୁ ୮କୋଟି ଟଙ୍କା ସଞ୍ଚୟ
Read More...

୧୦୦ ଡେଇଁଲେ ପ୍ରବେଶ ମନା

ପୁରୀ : କାଲିଠାରୁ ନିର୍ବିଘ୍ନରେ କରିହେବ କାଳିଆ ଦର୍ଶନ। ବିନା କରୋନା ରିପୋର୍ଟରେ ଭକ୍ତମାନ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଜିଲ୍ଲାପାଳ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମେତ ପୁରୀ
Read More...

ବରିଷ୍ଠ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର ଅସିଛି । ବର୍ଷୀୟାନ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ପରଲୋକ ହୋଇଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସୂଚନାନୁଯାୟୀ ଗତକାଲି ହୃଦଘାତର ମିଛିମିଛିକା ଅଭିନୟ କରୁଥିଲେ, ସେହି ସମୟରେ କିନ୍ତୁ ହୋଇଥିଲା
Read More...

ନିୟମିତ ହେଲେ ୩ ହଜାର ୮୮୪ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟର ୩ ହଜାର ୮୮୪ ଶିକ୍ଷକଙ୍କୁ ନିୟମିତ କରାଯାଇଛି। ୩୦ ଜିଲାର ମାଧ୍ୟମିକ ବିଦ୍ୟାଳୟ ତଥା ହାଇସ୍କୁଲରେ କାର୍ୟ୍ୟରତ ୩୮୮୪ଜଣ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବାକୁ ରାଜ୍ୟ ସରକାର ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ନିଯୁକ୍ତି ହେବାର ୬ବର୍ଷ ପୂରଣ
Read More...

ଭୁବନେଶ୍ୱରରେ ସେନା ବାହିନୀର ଉପମୁଖ୍ୟ

ଭୁବନେଶ୍ୱର: ଭାରତୀୟ ସେନା ବାହୀନିର ମନୋନୀତ ଉପମୁଖ୍ୟ ଲେପ୍ଟନାଂଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ୩ଦିନିଆ ଓଡିଶା ଗ୍ରସ୍ତରେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଜି ବିମାନବନ୍ଦରରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ଉତ୍ସାସିତ ସ୍ୱାଗର୍ତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେ ଆଜି
Read More...

ଘରେ କିପରି ତିଆରି ହେବ କୋଭିଡ ଭ୍ୟାକ୍‌ସିନ ? ୨୦୨୦ରେ ଗୁଗଲରେ ଏହାକୁ ସବୁଠୁ ଅଧିକ ସର୍ଚ୍ଚ କରିଛନ୍ତି ଭାରତୀୟ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ୨୦୨୦ ଭୟ ଓ ଆତଙ୍କର ବର୍ଷ ଥିଲା। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦେଶବାସୀଙ୍କୁ ଚିନ୍ତାରେ ପକାଇଥିଲା। ସମସ୍ତେ କରୋନା ଟିକାକୁ ଅପେକ୍ଷା କରି ରହିଥିଲେ। ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ଭାରତୀୟ ଘରେ କିପରି କରୋନା ଟିକା ତିଆରି ହେବ ତାହା
Read More...