Browsing Category

ପ୍ରମୁଖ ଖବର

ଭଦ୍ରକ-ନୟାଗଡ ମେମୁ ଟ୍ରେନର ଶୁଭାରମ୍ଭ

କଟକ : କଟକ ରେଳ ଷ୍ଟେସନରୁ ଭଦ୍ରକ-ନୟାଗଡ଼ ଟାଉନକୁ ମେମୁ ଟ୍ରେନର ଶୁଭାରମ୍ଭ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତାକା ଦେଖାଇ ଏହି ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଗୁରୁବାରଠାରୁ ନିୟମିତ ଭାବେ ଏହି ଟ୍ରେନ୍
Read More...

ସିନାପାଲି ରେ ଏସଏଚଜି ମହିଳାଙ୍କ ଦକ୍ଷତା ବିକାଶ ପାଇଁ ଟେଲରିଙ୍ଗ ୟୁନିଟ ଉଦଘାଟିତ

ସିନାପାଲି : ରାଜ୍ୟ ସରକାର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆତ୍ମନିର୍ଭରଶିଲ କରିବା ଉଦ୍ଦେଶ୍ୟରେ ଅନେକ ଯୋଜନା କରିଛନ୍ତି । ଯାହା ଫଳରେ ମହିଳା ମାନେ  ସଶକ୍ତିକରଣ ହୋଇ ଅନ୍ୟର ବିନା ସହାୟତାରେ ରୋଜଗାରକ୍ଷମ ହୋଇପାରିଛନ୍ତି । ଏଥି ପାଇଁ ସରକାର ମା  ମାନଙ୍କୁ ନେଇ ତାଲିମ ତଥା
Read More...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

କଣିହାଁ : ତାଳଚେର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା'ହିଙ୍ଗୁଳାଙ୍କ ଉଭାସ୍ଥଳୀ ରବିବାର ଦିନ ଚିହ୍ନଟ ହୋଇଛି । ଗୋପାଳପ୍ରସାଦ ସ୍ଥିତ ମା ହିଙ୍ଗୁଳାଙ୍କ ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଅବସ୍ଥିତ ଅରା ବାଉଁଶ ବଣ ନିକଟରେ ମା ଅଗ୍ନିରୂପା ଆବିର୍ଭାବ ହୋଇଛନ୍ତି । ଗତକାଲି
Read More...

ଯୋଡା ସହରରେ ଶାନ୍ତି, ସଦ୍ଭାବ ର ସହ ପାଳନ ହେଲା ଶ୍ରୀରାମ ନବମୀ ଉତ୍ସବ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ସହରରେ ଶ୍ରୀରାମ ନବମୀ ଅତି ଧୁମ୍ ଧାମ ରେ ପାଳନ କରାଯାଇଛି ।ଏହି ଅବସରରେ ଯୋଡା ସ୍ଥିତ ପୋଷ୍ଟ ଅଫିସ ଛକ ନିକଟ  ହନୁମାନ ମନ୍ଦିରରୁ ଶ୍ରଦ୍ଧାଳୁମାନେ ରାମ ଝଣ୍ଡ। ନେଇ ଏକ ଶୋଭା ଯାତ୍ରା ରେ ବାହାରି ଏସ ବି ଆଇ ଛକ ନିକଟ ହନୁମାନ ମନ୍ଦିରରେ ସମବେତ ହୋଇ ଏକ
Read More...

ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ

ନୂଆଦିଲ୍ଲୀ : କର୍ଣ୍ଣାଟକର ୨୨୪ଜଣିଆ ବିଧାନସଭା ପାଇଁ ଆସନ୍ତା ମେ’ ୧୦ ତାରିଖ ଦିନ ନିର୍ବାଚନ ହେବ । ଏନେଇ ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସେହିପରି ମେ’ ୧୩ ତାରିଖରେ ଭୋଟ୍ ଗଣନା କରାଯିବ । ତେବେ ଗୋଟିଏ ପର୍ଯ୍ୟାୟରେ
Read More...

ମେ’ ୧୦ରେ ଝାରସୁଗୁଡା ଭୋଟ

ଏପ୍ରିଲ୍ ୧୩ରୁ ପ୍ରାର୍ଥିପତ୍ର ଦାଖଲ ଏପ୍ରିଲ୍ ୨୦ରେ ଅନ୍ତିମ ଦିବସ ଏପ୍ରିଲ୍ ୨୧ରେ ପ୍ରାର୍ଥିପତ୍ର ଯାଂଚ ମେ’ ୧୩ରେ ଗଣତି ନୂଆଦିଲ୍ଲୀ : ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଖାଲିପଡିଥିବା ଝାରସୁଗୁଡା ବିଧାନସଭା ଆସନରୁ ଆସନ୍ତା ମେ’ ୧୦ ତାରିଖ ଦିନ ଉପନିର୍ବାଚନ ହେବ । ଏନେଇ ମୁଖ୍ୟ
Read More...

କଳାହାଣ୍ଡିରୁ ୨୩୯ ଜଣ ବଳିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କ ଭେଲୋର, ତିରୁପତି ଓ ଶ୍ରୀ କଳହସ୍ତୀକୁ ଯାତ୍ରା

ଭବାନୀପାଟଣା : ସ୍ଥାନୀୟ ରେଡକ୍ରସ କଲ୍ୟାଣମଣ୍ଡପ ଠାରେ ୨୭ ତାରିଖ ଅପରାହ୍ନ ୨.୩୦ମି ସମୟରେ କଳାହାଣ୍ଡି ଜିଲ୍ଲାର ୨୩୯ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ୬ ଟି ବସ  ରାୟଗଡା ରେଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଛି । ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକମାନଙ୍କ
Read More...

ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରା

ଭୁବନେଶ୍ୱର : ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ । ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ସପ୍ତମୀ ତିଥିରେ ନେତ ଉତ୍ସବ ଅବସରରେ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତୀ ପରେ ମରିଚି କୁଣ୍ଡରୁ ପ୍ରଥମ ଗରା ପାଣି ଆଣି ପୂଜା
Read More...

ବନାଗ୍ନି ରୋକିବାପାଇଁ ଟାଟାଷ୍ଟିଲର ସଚେତନତା କାର୍ଯ୍ୟକ୍ରମ

ଯୋଡ଼ା : ଟାଟାଷ୍ଟିଲ୍ ଲିମିଟେଡ ଦ୍ୱାରା ପରିଚାଳିତ ଯୋଡା ୱେଷ୍ଟ ଏବଂ ବାମେବାରି ଆଇରନ ଓ ମାଙ୍ଗାନିଜ ଖଣି ପକ୍ଷରୁ ପାର୍ଶ୍ଵବର୍ତ୍ତୀ ଗ୍ରାମଗୁଡିକରେ ନିକଟରେ ଏକ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅଶୋକ କୁମାର ଦାସ, ସହକାରୀ
Read More...

ଆଇପିଏଲରେ ଓଡ଼ିଆ ଆଙ୍କର ଲୋରିଆ ମହାନ୍ତି

କଟକ : ଆଇପିଏଲ୍ ସିଜନ୍-୧୬ରେ ଓଡ଼ିଆ ଆଙ୍କର ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି । ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍ । ପ୍ୟାନେଲରେ ବି ରହିବେ ଓଡ଼ିଆ ଅତିଥି । ମ୍ୟାଚ୍ ପୂର୍ବରୁ ଓଡ଼ିଆ ଡିବେଟ୍ ପ୍ୟାନେଲ ‘ମ୍ୟାଚ୍ ସେଣ୍ଟର ଲାଇଭ୍ ଅଧଘଣ୍ଟାଏର
Read More...