Browsing Category

ପ୍ରମୁଖ ଖବର

ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରା

ଭୁବନେଶ୍ୱର : ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ । ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ସପ୍ତମୀ ତିଥିରେ ନେତ ଉତ୍ସବ ଅବସରରେ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତୀ ପରେ ମରିଚି କୁଣ୍ଡରୁ ପ୍ରଥମ ଗରା ପାଣି ଆଣି ପୂଜା
Read More...

ବନାଗ୍ନି ରୋକିବାପାଇଁ ଟାଟାଷ୍ଟିଲର ସଚେତନତା କାର୍ଯ୍ୟକ୍ରମ

ଯୋଡ଼ା : ଟାଟାଷ୍ଟିଲ୍ ଲିମିଟେଡ ଦ୍ୱାରା ପରିଚାଳିତ ଯୋଡା ୱେଷ୍ଟ ଏବଂ ବାମେବାରି ଆଇରନ ଓ ମାଙ୍ଗାନିଜ ଖଣି ପକ୍ଷରୁ ପାର୍ଶ୍ଵବର୍ତ୍ତୀ ଗ୍ରାମଗୁଡିକରେ ନିକଟରେ ଏକ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅଶୋକ କୁମାର ଦାସ, ସହକାରୀ
Read More...

ଆଇପିଏଲରେ ଓଡ଼ିଆ ଆଙ୍କର ଲୋରିଆ ମହାନ୍ତି

କଟକ : ଆଇପିଏଲ୍ ସିଜନ୍-୧୬ରେ ଓଡ଼ିଆ ଆଙ୍କର ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି । ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍ । ପ୍ୟାନେଲରେ ବି ରହିବେ ଓଡ଼ିଆ ଅତିଥି । ମ୍ୟାଚ୍ ପୂର୍ବରୁ ଓଡ଼ିଆ ଡିବେଟ୍ ପ୍ୟାନେଲ ‘ମ୍ୟାଚ୍ ସେଣ୍ଟର ଲାଇଭ୍ ଅଧଘଣ୍ଟାଏର
Read More...

ରାଜ୍ୟ ଅବକାରୀ ବିଭାଗକୁ ଇ-ଗଭର୍ଣ୍ଣାନ୍ସ ପୁରସ୍କାର

ଭୁବନେଶ୍ୱର : ୨୦ତମ କମ୍ପ୍ୟୁଟର ସୋସାଇଟି ଅଫ୍ ଇଣ୍ଡିଆର ସ୍ୱତନ୍ତ୍ର ଆଗ୍ରହ ଗୋଷ୍ଠୀ ପକ୍ଷରୁ ରାଜ୍ୟ ଅବକାରୀ ବିଭାଗକୁ ସମ୍ମାନଜନକ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀସ୍ଥିତ ଦିଲ୍ଲୀ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ରାଜ୍ୟ
Read More...

ଗଞ୍ଜାମକୁ ୨୦୦୦ କୋଟି ଟଙ୍କାର ଭେଟି

ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ୩ଟି ବ୍ଲକ ଗସ୍ତ କରି ୨୦୦୦ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନୂତନ ଉନ୍ନୟନ ମୂଳକ ପ୍ରକଳ୍ପ ହିଞ୍ଜିଳି ଓ
Read More...

ମନ୍ କୀ ବାତ୍ : ଓଡ଼ିଆ ବୈଜ୍ଞାନିକାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ : ଭାରତର ନାରୀ ଶକ୍ତି ସବୁ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରୁଛି ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୯୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ବେଳେ ଓଡ଼ିଆ ବୈଜ୍ଞାନିକା ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଫଳତା କଥା ଉଲ୍ଲେଖ କରିଛନ୍ତି । ଆଜି ଏକ
Read More...

ଆଦିବାସୀଙ୍କ ଅଧିକାର ସହିତ ନର୍ଭେରାମ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ଖଣି କ୍ଷେତ୍ରରେ ଅନେକ ଗୁଡିଏ ଛୋଟବଡ ଖଣି କମ୍ପାନୀ ରହିଛି । କମ୍ପାନୀ ଗୁଡିକ ସରକାରୀ ନିୟମ ମୁତାବକ ସାଧାରଣ ଜନତା ତଥା ଖଣି କ୍ଷତିଗ୍ରସ୍ତ ମାନଙ୍କର ମୌଳିକ ସମସ୍ୟା ପୁରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ଦେଖିବାକୁ ମିଳଛି । ସେହିଭଳି
Read More...

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡାଙ୍କ ଦୁଇ ଦିନିଆ ଯାଜପୁର ଜ଼ିଲ୍ଲା ଗସ୍ତ

ଯାଜପୁର : ଭାରତର ମାନ୍ୟବର କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡା ଦୁଇ ଦିନିଆ ଯାଜପୁର ଜ଼ିଲ୍ଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ ଜ଼ିଲ୍ଲା ପ୍ରଦକ୍ଷଣ ଭବନ ଠାରେ ପହଞ୍ଚିବା ପରେ ଜ଼ିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ
Read More...

ଗନ୍ଧମାର୍ଦ୍ଧନକୁ ଜୈବବିବିଧତା ଐତିହ୍ୟସ୍ଥଳ ମାନ୍ୟତା

ବଲାଙ୍ଗୀର : ଔଷଧୀୟ ଗଛରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଧନ ପର୍ବତକୁ ଜୈବବିବିଧତା ଐତିହ୍ୟ ସ୍ଥଳ ମାନ୍ୟତା ମିଳିଛି । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ଘୋଷଣା କରାଯାଇଛି । ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଥିବା ଏହି ଐତିହ୍ୟ ପାହାଡ଼ରେ ପ୍ରଚୁର
Read More...

ଅମିୟ କୁମାର ରଥ ବିପିୟୁଟି କୁଳପତି

ଭୁବନେଶ୍ୱର : ପ୍ରଫେସର ଅମିୟ କୁମାର ରଥଙ୍କୁ ବିଜୁ ପଟ୍ଟନାୟକ ଟେକ୍ନୋଲୋଜି ଅଫ୍ ୟୁନିଭରସିଟି (ବିପିୟୁଟି)ର ନୂତନ କୁଳପତି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ନିଯୁକ୍ତି ଦେଇଛନ୍ତି । ତାଙ୍କୁ ୫ ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ପ୍ରଫେସର ରଥ ଏବେ ବାଙ୍ଗାଲୁରୁ (ଆଇଟିସି)
Read More...