Browsing Category

ପ୍ରମୁଖ ଖବର

ରାଜ୍ୟରେ ନୂଆ ପଜିଟିଭ ୧୮୩

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ସୀମିତ। ୨୪ ଘଣ୍ଟାରେ ନୂଆ ପଜିଟିଭ ୧୮୩। ସଙ୍ଗରୋଧ କେନ୍ଦ୍ରରୁ ୧୦୬, ସ୍ଥାନୀୟ ୭୭। ମୋଟ ପଜିଟିଭ ସଂଖ୍ୟା ୩,୩୩,୩୧୦କୁ ବୃଦ୍ଧି ପାଇଛି। ୩,୨୯,୩୧୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୦୩୯
Read More...

୭୩ତମ ସେନା ପ୍ରତିଷ୍ଠା ଦିବସରେ ବେଜିଂକୁ ସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଳୀ: ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ଚୀନ୍ କଡା ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ଏମଏମ ନରଭଣେ । କେହି ବି ଭାରତର ଧୈର୍ଯ୍ୟର ପରୀକ୍ଷା ନନିଅନ୍ତୁ ବୋଲି ସିଧାସଳଖ କହିଛନ୍ତି ସେନାମୁଖ୍ୟ । କେବଳ ଏତିକି ନୁହେଁ ଗଲୱାନ ଘାଟୀ ଘଟଣାକୁ ମନେପକାଇ ନରଭଣେ କହିଛନ୍ତି ଯେ, ଯବାନଭ୍କ
Read More...

କୁହୁଡି ଆଉ ୨ଦିନ

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇଦିନ ଶୀତର ପ୍ରକୋପ ଜାରି ରହିବ । ତାପମାତ୍ରା ମଧ୍ୟ ୩ରୁ ୪ ଡିଗ୍ରୀ ବଢିବ ବୋଲି ଭୁବନେଶ୍ୱରର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଝାରସୁଗୁଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ, ଉତର ଓ ଅଭ୍ୟନ୍ତରୀଣ ଓଡିଶାରେ ବିଶେଷ ଭାବେ ଶୀତର ପ୍ରକୋପ ଜାରି
Read More...

ବୋବଡେଙ୍କୁ ଶିଖ୍ ସଂଗଠନର ଧମକ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ପ୍ରସଙ୍ଗରେ କୃଷକ ମାନେ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଆନ୍ତର୍ଜାତିକ ଶିଖ୍ ସଂଗଠନ ଶିଖ୍ ଫର ଜଷ୍ଟିସ୍ (ଏସ୍ ଏଫ ଜେ) ଏନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍. ଏ ବୋବଡେଙ୍କୁ ଧମକ ଦେଇଛନ୍ତି । ଏହି ଧମକରେ ଶିଖ୍ ଫର ଜଷ୍ଟିସ୍ ପ୍ରଧାନବିିଚାରପତିଙ୍କ
Read More...

ଅଭାବନୀୟ: ୮୫ ବର୍ଷୀୟା ଶାଶୁଙ୍କୁ ଝାଡ଼ୁରେ ପିଟିଲା ବୋହୂ, ଭିଡିଓ ଭାଇରାଲ

ଉତ୍ତରପ୍ରଦେଶର ଆଗ୍ରା ଜିଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୮୫ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ବୋହୂ ଝାଡ଼ୁରେ ପିଟିଛନ୍ତି। ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ଶାଶୁଙ୍କୁ ନିୟମିତ ଭାବେ ଏପରି ଅକଥନୀୟ ନିର୍ଯାତନା ଦେଉଥିବା ଜଣାପଡ଼ିଛି।
Read More...

ସ୍ୱଚ୍ଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗରେ ବିଡ଼ିଓ ନିଲମ୍ବିତ

ନବରଙ୍ଗପୁର : ସ୍ୱଚ୍ଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗରେ ଝରିଗାଁ  ବିଡ଼ିଓ ଦେବେନ୍ଦ୍ର ବାହାଦୁର ସିଂ ଧୁରୁଆ ନିଲମ୍ବିତ ହୋଇଛନ୍ତି। ଶହେରୁ ଅଧିକ ହିତାଧୀକାରୀ ତାଙ୍କ ନାମରେ ଝରିଗାଁ ଥାନାରେ ଅଭିଯୋଗ କରିବା ସହ ଏତଲା ଦେଇଥିଲେ। ବନ୍ଦୀ ଗୁଡ଼ା ଗ୍ରାମରେ ୭ଟି ପରିବାର ରହୁଥିବାବେଳେ
Read More...

ବସଯାତ୍ରୀଙ୍କୁ ଯମ ଭୟ : କାଲି ବିଦ୍ୟୁତ ତାର ଲାଗିଥିଲା, ଆଜି ଖାଲରେ ପଡିଲା

ପାଟଣା : ଗତକାଲି ଯାତ୍ରୀବାହୀ ବସ ଉପରେ ବିଦ୍ୟୁତ ତାର ଲାଗି ଯାଇଥିବା ବେଳେ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ବସକୁ ଆଗକୁ ନେଇ ଯିବାରୁ ଯାତ୍ରୀମାନେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ଏହି ଅଘଟଣ ସମୟରେ ବିଦ୍ୟୁତ ତାର ଟାଣି ହୋଇ ଯିବାରୁ ଖୁଣ୍ଟ ମଧ୍ୟ ଉପୁଡି ଗଲା। ଗତକାଲି
Read More...

ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଚା

ଭୁବନେଶ୍ବର: ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବିପି-ସିଭୋଟର ପକ୍ଷରୁ କରାଯାଇଥିବା ଏକ ଜନମତ ସର୍ଭେରୁ ଏହି ଫଳାଫଳ ଆସିଛି । ଗତକାଲି ନବୀନ ପଟ୍ଟନାୟକ ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ବୋଲି
Read More...

ଟିକା ନେଲେ କୋଭିଶିଲ୍ଡ ନିର୍ମାତା ପୁନାଓ୍ୱାଲା

ମୁମ୍ୱାଇ: ସାରା ଦେଶରେ ଆଜି ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ପ୍ରଥମେ କରୋନା ଯୋଦ୍ଧା (ପୁଲିସ, ସ୍ୱାସ୍ଥ୍ୟକର୍ମୀ, ଯବାନ)ଙ୍କୁ ଟିକାକରଣ କରାଯାଉଛି। ୩ କୋଟି କରୋନା ଯୋଦ୍ଧା ଟିକା ନେବେ  ବୋଲି ଜଣାପଡ଼ିଛି। ଏହାରି ଭିତରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସିଇଓ ଆଦର
Read More...

ଶୌଚାଳୟ ଟଙ୍କା ହଡପ କରି ନିଲମ୍ବିତ ହେଲେ ବିଡିଓ

ଉମରକୋଟ: ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଝରିଗାଁ ବିଡିଓ ଓ ଜେଇ । ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଏବଂ ଜେଇ ସୁନୀଲ ସାମଲଙ୍କୁ ସସପେଣ୍ଡ କରାଯାଇଛି । ସ୍ୱଚ୍ଛ ଭାରତ ମିଶନରେ ଝରିଗାଁ ରେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ପଂଚାୟତିରାଜ ଓ ପାନୀୟଜଳ
Read More...