Browsing Category

ପ୍ରମୁଖ ଖବର

ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଚା

ଭୁବନେଶ୍ବର: ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବିପି-ସିଭୋଟର ପକ୍ଷରୁ କରାଯାଇଥିବା ଏକ ଜନମତ ସର୍ଭେରୁ ଏହି ଫଳାଫଳ ଆସିଛି । ଗତକାଲି ନବୀନ ପଟ୍ଟନାୟକ ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ବୋଲି
Read More...

ଟିକା ନେଲେ କୋଭିଶିଲ୍ଡ ନିର୍ମାତା ପୁନାଓ୍ୱାଲା

ମୁମ୍ୱାଇ: ସାରା ଦେଶରେ ଆଜି ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ପ୍ରଥମେ କରୋନା ଯୋଦ୍ଧା (ପୁଲିସ, ସ୍ୱାସ୍ଥ୍ୟକର୍ମୀ, ଯବାନ)ଙ୍କୁ ଟିକାକରଣ କରାଯାଉଛି। ୩ କୋଟି କରୋନା ଯୋଦ୍ଧା ଟିକା ନେବେ  ବୋଲି ଜଣାପଡ଼ିଛି। ଏହାରି ଭିତରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସିଇଓ ଆଦର
Read More...

ଶୌଚାଳୟ ଟଙ୍କା ହଡପ କରି ନିଲମ୍ବିତ ହେଲେ ବିଡିଓ

ଉମରକୋଟ: ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଝରିଗାଁ ବିଡିଓ ଓ ଜେଇ । ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଏବଂ ଜେଇ ସୁନୀଲ ସାମଲଙ୍କୁ ସସପେଣ୍ଡ କରାଯାଇଛି । ସ୍ୱଚ୍ଛ ଭାରତ ମିଶନରେ ଝରିଗାଁ ରେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ପଂଚାୟତିରାଜ ଓ ପାନୀୟଜଳ
Read More...

ପ୍ରାରମ୍ଭ ଶିଖର ବୈଠକରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ‘ପ୍ରାରମ୍ଭ: ଷ୍ଟାର୍ଟ ଅପ ଇଣ୍ଡିଆ ଇଣ୍ଟରନେଶନାଲ’ ଶିଖର ବୈଠକରେ ଉଦବୋଧନ ଦେବେ ଓ ଷ୍ଟାର୍ଟ ଅପ୍‍ କମ୍ପାନୀଗୁଡ଼ିକ ସହ ବାର୍ତ୍ତାଳାପ କରିବେ। ଏହି ଦୁଇଦିନିଆ ଶିଖର ବୈଠକରେ ଶିଳ୍ପ ଓ ଆଭ୍ୟନ୍ତରୀଣ
Read More...

ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବେ ନିର୍ବାଚନ କମିଶନ୍‍

ନିର୍ବାଚନ କମିଶନ୍‍ ଦଳ ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗ ଗସ୍ତକରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଓ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ନିର୍ବାଚନ କମିଶନ୍‍ ଦଳ ରାଜ୍ୟକୁ ଗସ୍ତରେ ଯାଉଛନ୍ତି। ମୁଖ୍ୟ ନିର୍ବାଚନ କମିଶନର୍‍
Read More...

ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ବର: ସାରା ଦେଶ ସହିତ ଆଜି ଓଡ଼ିଶାରେ ମଧ୍ୟ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୫ଟି ମହାନଗର ନିଗମ, ଏମ୍‌ସ ସମେତ ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ କରାଯାଇଛି। ଏହି ଅବରସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀ, ଡାକ୍ତରଙ୍କ ସହ କଥା ହୋଇ
Read More...

ଚାଷୀଙ୍କୁ ଡାକି ଛୁଟିରେ ସମ୍ପାଦକ, ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ

କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକ ଗୋପାଳପୁର ଚାଷୀ ସେବା ସମବାୟ ସମିତି ଧାନ ମଣ୍ଡିରେ ଆଜି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀମାନେ ସମ୍ପାଦକଙ୍କ ଠାରୁ ଡାକରା ପାଇଁ ଶହ ଶହ ଧାନ ବସ୍ତା ଆଣି ପହଁଚିଲା ବେଳକୁ ମଣ୍ଡିରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ। ଧାନ ରଖିବାକୁ
Read More...

୧୧ ରାଜ୍ୟକୁ ବ୍ୟାପିଲାଣି ବାର୍ଡ଼ ଫ୍ଲୁ

ମତ୍ସ୍ୟପାଳନ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଦେଶର ୧୧ଟି ରାଜ୍ୟରେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ନିଶ୍ଚିତ ହୋଇଛି। ସର୍ବସାଧାରଣଙ୍କୁ ବାର୍ଡ଼ ଫ୍ଲୁ ବିଷୟରେ ସଚେତନ କରାଇବା ଦିଗରେ ପଦକ୍ଷେପ ନିଆଯାଉଛି। ଏ ସମ୍ପର୍କରେ ଅପପ୍ରଚାରକୁ ରୋକିବା ପାଇଁ ମଧ୍ୟ ପଦକ୍ଷେପ
Read More...

କଟକରେ ପ୍ରଥମ କୋଭିଡ ଟୀକା ନେଲେ ଡାକ୍ତର ଜୟନ୍ତ ପଣ୍ଡା ଓ ସଫେଇ କର୍ମଚାରୀ ବର୍ଷା ଦେଇ

କଟକ: କଟକ କୋଭିଡ-୧୯ ଟୀକାକରଣ ଆରମ୍ଭ ହୋଇଛି । କଟକ ବଡ଼ ମେଡିକାଲ ଓ ସିଟି ହସ୍ପିଟାଲ ସମେତ ୫ଟି ସ୍ଥାନରେ ଆଜି ପୂର୍ବାହ୍ନରେ ଟିକାକରଣ ଆରମ୍ଭ ହୋଇଛି । ଆଜି ପ୍ରଥମ ବ୍ୟକ୍ତି ଭାବରେ ସଫେଇ କର୍ମଚାରୀ ବର୍ଷା ଦେଇ ନେଲେ ଟୀକା । ଟୀକାକରଣ ପରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ସେ ଅନୁଭବ
Read More...

କାଶ୍ମୀରରୁ ଆତଙ୍କବାଦୀଙ୍କ ୫ ସହଯୋଗୀ ଗିରଫ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ତ୍ରାଲ ଅଂଚଳରେ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଥିବା ଆତଙ୍କବାଦୀଙ୍କ ୫ ସହଯୋଗୀ କୁ ଗିର କରାଯାଇଛି । ସେମାନଙ୍କଠାରୁ ଗୋଟିଏ ଲାପଟପ , ଧମକପୂର୍ଣ୍ଣ ପୋଷ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ପୁଲିସ ନିଜ ଆଡୁ ଏତଲା ରୁଜୁ କରି ତଦନ୍ତ ଚଳାଇଛି ।
Read More...