ବିଷାକ୍ତ ମଦ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି, ଜିଲାପାଳ ଓ ଏସପି ନିଲମ୍ବିତ
ଭୋପାଳ: ମଧ୍ୟପ୍ରଦେଶର ମୋରେନା ଜିଲାରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବୁଧବାର ୨୦କୁ ବୃଦ୍ଧି ପାଇଛି। ଅନ୍ୟ ୧୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଏହି ମାମଲାରେ ମଧ୍ୟପ୍ରଦେଶ ସରକାର ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ମୋରେନା ଜିଲାପାଳ ଏବଂ!-->…
Read More...
Read More...