Browsing Category

ପ୍ରମୁଖ ଖବର

କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ୪ ଜଣିଆ କମିଟିରୁ ଓହରିଲେ ଭୂପିନ୍ଦର ସିଂହ ମାନ୍‌

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନଙ୍କ ଆନ୍ଦୋଳନ ଗୁରୁବାର ୫୦ ଦିନରେ ପହଞ୍ଚିଛି। ପ୍ରବଳ ଥଣ୍ଡା ସତ୍ବେ କୃଷକମାନେ ଜିଦରେ ଅଟଳ ରହି ଧାରଣାରେ ବସିଛନ୍ତି। ଯେପର୍ଯ୍ୟନ୍ତ ୩ଟି ଯାକ ଆଇନ ପ୍ରତ୍ୟାହାର ନ ହୋଇଛି, ସେଯାଏ ଆନ୍ଦୋଳନରୁ ସେମାନେ ଓହରିବେ ନାହିଁ
Read More...

ମାଲକାନଗିରିର କୁନି ଧାବକ ରୁଦ୍ର : ବୟସ ତିନି, ଥରକେ ଧାଉଁଛନ୍ତି ଚାରି କିମି

ମାଲକାନଗିରି: ବୟସ ମାତ୍ର ୩ ବର୍ଷ। କୁନି ପାଦରେ ଦୈନିକ ଧାଉଁଛନ୍ତି ୪ରୁ ୫ କି.ମି.। କୁନି ପାଦ ଦୌଡି ଦୌଡି ଥକୁ ନାହିଁ। ଅଲମ୍ପିକରେ ଭାଗନେବାକୁ ଲକ୍ଷ୍ୟ ରଖିଛନ୍ତି ସେ। ଏଥିପାଇଁ ତାଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି ତାଙ୍କର ଟ୍ରାଫିକ ହାବିଲଦାର ଅଜା। ଉଚ୍ଚ ଇଛାଶକ୍ତି ଓ ଦୃଢ ମନୋବଳ ଥିଲେ
Read More...

ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି କୋଭିଡ ଭ୍ୟାକସିନ

ଗଜପତି : ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ଗତକାଲି ରାତିରେ କୋଭିଡ ଭ୍ୟାକସିନ ପୁଲିସ ସୁରକ୍ଷା ମଧ୍ୟରେ ଅଣାଯାଇଛି । ଜିଲାରେ ଭ୍ୟାକସିନ ଦେବାପାଇଁ ୬୯୫୩ ଜଣ ଆଗଧାଡିର କରୋନା ଯୋଦ୍ଧାଙ୍କ ନାମ ପଞ୍ଜୀକୃତ କରାଯାଇଛି। ତେବେ ଗତକାଲି ମୋଟ  ୪୫୦୦ ଢୋଜ ଭ୍ୟାକସିନ
Read More...

ଟିକାକରଣ ପାଇଁ ଯିବ ଏସଏମଏମସ

ଭୁବନେଶ୍ୱର: ଆଉ ଦିନକ ପରେ ସାରା ଦେଶରେ ଆରମ୍ଭ ହେବ କରୋନା ଭାଇରସ ଟିକାକରଣ । ଏଥିପାଇଁ ସବୁଠି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଓଡ଼ିଶାରେ ମଧ୍ୟ ଟିକାକରଣକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ରାଜ୍ୟରେ ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା
Read More...

ପବିତ୍ର ମକର ସଂକ୍ରାନ୍ତି ; ଘରେ ଘରେ ମକର ଚାଉଳ

ଭୁବନେଶ୍ୱର / ପୁରୀ : ଆଜି ପବିତ୍ର ମକର ସଂକ୍ରାନ୍ତି । ଘରେ ଘରେ ପୂଜା , ମକର ଚାଉଳ ସହ ପିଠାର ଆୟୋଜନ ହେବା ସହ ରାଜ୍ୟର କିଛି ସ୍ୱତନ୍ତ୍ର ସ୍ଥାନରେ ଏହାକୁ ବିଶେଷ ଶୈଳୀରେ ପାଳନ କରାଯାଏ। ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ମକର ଚୈରାଅଶୀ ବେଶ। ମହାପ୍ରଭୁଙ୍କ ନିକଟରେ
Read More...

ରାଜ୍ୟରେ ଆଉ ପଜିଟିଭ ୨୨୨

ଭୁବନେଶ୍ୱର : ରାଜ୍ୟରେ ଦିନକରେ ୨୨୨ ନୂଆ କରୋନା ପଜିଟିଭ ଚିହ୍ନଟ ; ସଙ୍ଗରୋଧ କେନ୍ଦ୍ରରୁ ୧୨୭, ସ୍ଥାନୀୟ ୯୫, ମୋଟ ପଜିଟିଭ ୩,୩୨,୭୬୩କୁ ବୃଦ୍ଧି ପାଇଛି। ୩,୨୮,୬୨୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୯୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୩ ଜିଲା ଓ
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ, ଝିଅ ଦେଲେ ମୁଖାଗ୍ନି

ପଞ୍ଚଭୂତରେ ବିଲୀନ ହେଲା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ମରଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକ କାଳିଆବୋଦା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରେ ପ୍ରକାଶଙ୍କ ପରଲୋକ ହୋଇଥିଲା। ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ବିୟୋଗରେ
Read More...

ଭୁବନେଶ୍ୱରରେ କୋଭାକ୍ସିନ, ଅନ୍ୟସ୍ଥାନରେ କୋଭାସିଲ୍ଡ

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ପାଇଁ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଦୁଇ କରୋନା ଟିକା ରାଜ୍ୟରେ ପହଞ୍ଚିଥିଲା ବେଳେ ଆସନ୍ତା ୧୬ ତାରିଖରୁ ଟିକା କରଣ ଆରମ୍ଭ ହେଉଛି । ତେବେ ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ରାଜଧାନୀ ଭୁବନେଶ୍ୱରରେ କୋଭାକ୍ସିନ
Read More...

ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଦେହାନ୍ତ

କଟକ: ଆଉ ନାହାନ୍ତି ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ । ଆଜି ଏସସିବି କୋଭିଡ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ଥିବା ପ୍ରକାଶଙ୍କର ବଡ ମେଡିକାଲରେ ଚିକିତ୍ସା ଚାଲିଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ଯେଉଁକାରଣରୁ
Read More...

ଓଡ଼ିଶାରେ ଟିକାକରଣ – ୧୬୦ଟି କେନ୍ଦ୍ରରେ ଦିଆଯିବ ଟିକା

ରାଜ୍ୟରେ ଆସନ୍ତା ୧୬ରେ କରୋନା ଟିକାକରଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୧୬୦ଟି ଟିକାକରଣ କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବ ବୋଲି କଟକ ଏସସିବିର ଭେଷଜ ବିଭାଗର ବିଭାଗୀୟ ମୁଖ୍ୟ ତଥା ରାଜ୍ୟ କୋଭିଡ
Read More...