ମହିଳାଙ୍କ ମୃତଦେହ ଜବତ
ବାଲେଶ୍ୱର : ବାଲେଶ୍ୱର ଜିଲାର ସଦର ଥାନା ଅନ୍ତର୍ଗତ ନଗ୍ରମ ନିକଟରେ ବୁଧବାର ଏକ ମହିଳାଙ୍କ ମୃତଦେହ ଜବତ ହୋଇଥିବା ଜଣାପଡ଼ିଛି। ମୃତ ମହିଳା ଜଣଙ୍କ ହେଲେ ଶିବାନୀ ନାୟକ। ସେ ରାଇସୁଆଁ ଅଞ୍ଚଳର। ତାଙ୍କର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି।!-->…
Read More...
Read More...