Browsing Category

ପ୍ରମୁଖ ଖବର

ରାଜଧାନୀରେ କବାଡି ଗୋଦାମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରସ୍ଥିତ ନନ୍ଦନବିହାର ଅଞ୍ଚଳର ଏକ କବାଡି ଗୋଦାମରେ ଅଗ୍ନିକାଣ୍ଡ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ସୁଭଦ୍ରା ଆପାର୍ଟମେଣ୍ଟ ନିକଟରେ ଥିବା କବାଡି ଗୋଦାମରେ ଅଗ୍ନିକାଣ୍ଡ ଘଟି ସମସ୍ତ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇ ଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ
Read More...

କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ନବମ ପର୍ୟ୍ୟାୟ ଆଲୋଚନା ଆଜି

ନୂଆଦିଲ୍ଲୀ :  ସରକାର ଏବଂ ଆନ୍ଦୋଳନରତ  କୃଷକ ସଂଗଠନ ନେତାଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ନବମ ପର୍ୟ୍ୟାୟ ଆଲୋଚନା ଅନୁଷ୍ଠିତ ହେବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ ସରକାର ଖୋଲା ମନରେ କୃଷକଙ୍କ ନେତାଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ
Read More...

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ; ୭ ମୃତ

ଇଣ୍ଡୋନେସିଆ : ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୨ ରେକର୍ଡ଼ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମାଜେନା
Read More...

୧୩୪ କେଜି ଗଞ୍ଜେଇ ଜବତ ; ୨ ଗିରଫ

କୋରାପୁଟ : କୋରାପୁଟ ଜିଲା ଲମତାପୁଟ ଅଞ୍ଚଳରେ ଗଞ୍ଜେଇ ଭର୍ତ୍ତି ବୋଲେରୋ ଜବତ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ପ୍ରାୟ ୧୩୪ କେଜି ଗଞ୍ଜେଇ ଜବତ ହୋଇଛି।  ଏହି ଘଟଣାରେ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ମାଛକୁଣ୍ଡ ଥାନା କନାଗାଁ ନିକଟରୁ ପାଟ୍ରୋଲିଂ ବେଳେ ପୁଲିସ ଏହି ଗଞ୍ଜେଇ ଜବତ କରିଛି।
Read More...

କଟକରେ ପୁଣି ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା ଠାବ

କଟକ : ନକଲି ଖାଦ୍ୟ ସାମଗ୍ରୀ ତଥା ଅନ୍ୟାନ୍ୟ ଜିନିଷର ପ୍ରସ୍ତୁତିର ଆଡ୍ଡା ପାଲଟିଛି ରୂପେଲୀ ସହର କଟକ। ଗତ କିଛି ଦିନ ମଧ୍ୟରେ ନକଲି ତେଲ, ଘିଅ, ପନିର, ହଳଦୀ, ଲଙ୍କା ଗୁଣ୍ଡ , ପାନ ମସଲା ଜର୍ଦ୍ଦା ଆଦି ଜବତ କରାଯାଇଛି। ଶୁକ୍ରବାର କଟକରେ ପୁଣି ଏକ ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା
Read More...

୧୬ରୁ ଟିକାକରଣ, ସବୁ ଜିଲ୍ଲାରେ ପହଁଚିଲା ଟିକା

ଆସନ୍ତା ଶନିବାର ୧୬ ତାରିଖଠାରୁ ରାଜ୍ୟରେ କୋଭିଡ୍‍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ସବୁ ଜିଲ୍ଲାରେ ଟିକା ପହଂଚି ସାରିଥିବା ଜଣାପଡିଛି। ରାଜ୍ୟର ୧୬୦ଟି ଟିକାକରଣ କେନ୍ଦ୍ର ଚିହ୍ନଟ ହୋଇଛି। ରାଜ୍ୟ ସରକାର ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ ହସପିଟାଲରୁ ସିଧାସଳଖ
Read More...

ଆଉ ନାହାନ୍ତି ବନାଟି ଖେଳ ଗୁରୁ ରାମଚନ୍ଦ୍ର

ପୁରୀ : ଆଉ ନାହାନ୍ତି ପ୍ରଖ୍ୟାତ ବନାଟି ଖେଳ ଗୁରୁ ରାମଚନ୍ଦ୍ର ସୁଆର । ହୃତଘାତରେ ତାଙ୍କର  ଦେହାନ୍ତ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।ବନାଟି ଖେଳ ଗୁୁରୁ ରାମଚନ୍ଦ୍ର ସୁଆର ହଠାତ ଅସୁସ୍ଥ
Read More...

କିଶାନ କଂଗ୍ରେସର ପ୍ରସ୍ତୁତି ବୈଠକ; ୨୨ରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର : ବଲାଙ୍ଗିର ଜିଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ତଥା ପ୍ରଶାସନ ଓ ମିଲର୍ସ ମଧୁଚନ୍ଦ୍ରିକାର ପର୍ଦ୍ଦାଫାସ, ପ୍ୟାକ୍ସରେ
Read More...

ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ  ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଆସନ୍ତାକାଲି ଦେଶର ୬୦୦ ଜିଲ୍ଲାରେ ଆରମ୍ଭ ହେବ। ଦକ୍ଷତା ବିକାଶ ଓ ଉଦ୍ୟୋଗୀ ପ୍ରତିଭା ବିକାଶ ମନ୍ତ୍ରଣାଳୟ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛି। ଏହି ପର୍ଯ୍ୟାୟରେ କୋଭିଡ୍‍ ସମ୍ବନ୍ଧୀୟ ଦକ୍ଷତା ଉପରେ ଧ୍ୟାନ
Read More...

ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲ ୪ର୍ଥ ମହଲାରେ ଅଗ୍ନିକାଣ୍ଡ ଘଟିଛି। ଓପିଡ଼ି ନିକଟରେ ଥିବା ସିଷ୍ଟର ଚେଜିଂ ରୁମରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ତ୍ବରିତ ପଦକ୍ଷେପ ଯୋଗୁ ଏକ ବଡ଼ ଅଘଟଣ ଟଳି ଯାଇଥିଲା। ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁସାରେ,
Read More...