ସ୍କୁଲ ଫି’ ଛାଡ଼ ସଂପର୍କିତ ମାମଲାର ରାୟ ପ୍ରକାଶ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ
କଟକ: ସ୍କୁଲ ଫି’ ଛାଡ ସଂପର୍କିତ ମାମଲାର ରାୟ ପ୍ରକାଶ ପାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ମାମଲାର ଏକତ୍ର ରାୟ ପ୍ରକାଶ କରିଛନ୍ତି। ସ୍କୁଲ ଫି ଛାଡ଼ ପ୍ରସଂଗ ସରକାରଙ୍କ ଉପରେ ଖଣ୍ଡପୀଠ!-->…
Read More...
Read More...