Browsing Category

ପ୍ରମୁଖ ଖବର

ଓୱେସୀଙ୍କ ପ୍ରବେଶରେ ମମତାଙ୍କ ଶିବିରରେ ହଇଚଇ

– ମୁସଲିମ ବହୁଳ ୧୨୫ ଆସନରେ ଭୋଟ ବିଭାଜନ ହେବା ଆଶଙ୍କା – ବଡ଼ ରାଲି ପାଇଁ ଚାଲିଛି ଓୱେସୀଙ୍କ ପ୍ରସ୍ତୁତି – ଟିଏମସିରେ ମିଶିଲେ ଏଆଇଏମଆଇଏମ କାର୍ଯ୍ୟକାରୀ ଅଧ୍ୟକ୍ଷ ମହେଶ ଶର୍ମା କଲକାତା: ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ମଧ୍ୟରୁ ୧୨୫ ଆସନ ମୁସଲିମ ବହୁଳ। ଏହି
Read More...

ପୁଣେରୁ ଦେଶର ୧୩ଟି ସ୍ଥାନକୁ ଆସୁଛି କୋଭିସିଲ୍ଡ

ନୂଆଦିଲ୍ଲୀ: ସାରା ଦେଶରେ ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଆଜି ଦେଶର ୧୩ଟି ସ୍ଥାନରେ ପହଂଚିବ କୋଭିସିଲ୍ଡ ଟିକା । ଏହି ସମସ୍ତ ଟିକାକୁ ୮ଟି ବିମାନ ଜରିଆରେ ଦେଶର ୧୩ଟି ସ୍ଥାନକୁ ଆସୁଛି । ଏସବି ଲଜିଷ୍ଟିକ୍ସର ଏମଡି ସନ୍ଦୀପ ଭୋସଲେଙ୍କ ଅନୁଯାୟୀ ପ୍ରଥମ ବିମାନ
Read More...

ଆସୁଛି କରୋନା ଟିକା : ସନ୍ଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଖୋଲା

ଭୁବନେଶ୍ୱର; ମଙ୍ଗବାର ଅପରାହ୍ନରେ ଓଡ଼ିଶାରେ ପହଂଚିବ କରୋନା ଭ୍ୟାକ୍ସିନ କୋଭିସିଲ୍ଡ । ଏଥିନିମନ୍ତେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି କହିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଦୀର୍ଘ ମାସ ଧରି କରୋନାରେ କଲବଲ ହେବା ପରେ ଏହି ଟିକା ଉପରେ ସମ୍ପୂର୍ଣ୍ଣ ରାଜ୍ୟବାସୀଙ୍କ ନଜର
Read More...

ବିଷାକ୍ତ ମଦ ପିଇ ୧୦ ମୃତ

ଭୋପାଳ: ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଦୀପ ଲିଭି ଯାଇଛି । ଏଥିସହ ୨୦ ରୁ ଅଧିକ ଜଣ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶ ମୋରେନା ଜିଲ୍ଲାରେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଗଭୀର ଆଲୋଡ଼ନ ସୃଷ୍ଟି
Read More...

କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ : ୧୪ରେ ଚୀନ ଗସ୍ତରେ ଯିବେ ହୁ’ ଟିମ୍‌

ଜେନେଭା : କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ ନିମନ୍ତେ ଜାନୁଆରୀ ୧୪ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ସ୍ବତନ୍ତ୍ର ଟିମ୍ ଚୀନ ଗସ୍ତ କରିବେ। ଏଥିପାଇଁ ଚୀନ ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି ହୁ’ର ମହାନିର୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସ କହିଛନ୍ତି। ପୂର୍ବରୁ ଜାନୁଆରୀ
Read More...

ଟିମ୍ ଇଣ୍ଡିଆର କଡା ଜବାବ୍ : ସିଡନୀ ଟେଷ୍ଟ ‘ଡ୍ର’

ସିଡନୀ: ଟିମ୍ ଇଣ୍ଡିଆର କ୍ରିକେଟୀୟର ମାନଙ୍କ ପ୍ରତି ଅଷ୍ଟେ୍ରଲିଆ ଦର୍ଶକଙ୍କର ବାରମ୍ବାର ବର୍ଣ୍ଣ ବୌଷମ୍ୟ ତାତ୍ସଲ୍ୟ ପରେ ଭାରତ ଆଜି ଏହାର କଡା ଜବାବ ଦେଇ ସିଡନୀ ଟେଷ୍ଟକୁ ଅମିମାଂସିତ ରଖିବାରେ ସମର୍ଥ ହୋଇଛି । ଏକ ପ୍ରକାର ଆଶଙ୍କା ଥିବା ବେେଳେ ଭାରତୀୟ କ୍ରିକେଟିୟରଙ୍କ ଋଷଭ ପନ୍ତ,
Read More...

ମାହାଙ୍ଗା ଡବଲ ମର୍ଡର ଘଟଣା; ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

କୁଆଁପାଳ : ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଏହି ଘଟଣାରେ ବିଜେଡିକୁ ସିଧାସଳଖ ଦାୟୀ କରୁଛନ୍ତି। ସରକାରଙ୍କ ଗାଦି ଟଳମଳ କରିବା ପାଇଁ କଳବଳ କୌଶଳ ଲଗାଇଥିବା ବେଳେ ହତ୍ୟାକାଣ୍ଡରେ ଅଉ ଜଣେ ଅଭିଯୁକ୍ତ ସୋମବାର ଗିରଫ
Read More...

+୩ ଶେଷ ବର୍ଷ ପାଠପଢା ଆରମ୍ଭ

ବାଙ୍କୀ: ମହାମାରୀ କରୋନା ପ୍ରଭାବରେ ସମଗ୍ର ଦେଶରେ ପାଠପଢା ସମ୍ପୂର୍ଣ୍ଣ ୯ମାସ ଧରି ବନ୍ଦ ରହିଥିଲା । ଏହା ପ୍ରଭାବରେ ସବୁ ବର୍ଗର ଛାତ୍ରଛାତ୍ରୀ ମାନେ ପାଠପଢାକୁ ନେଇ ଚିନ୍ତାରେ ଥିଲେ । ନିଜର ଭବିଷ୍ୟତ ପାଇଁ ଚିନ୍ତା ବଢିଥିଲା । କୋଭିଡ କଟକଣା କୋହଳ କରାଯାଇ ଜାନୁଆରୀ ମାସ ୮ତାରିଖ ଠାରୁ
Read More...

ହାଇକୋର୍ଟରେ ବଢ଼ୁଛି ମାମଲା; ବଢ଼ୁନି ବିଚାରପତିଙ୍କ ସଂଖ୍ୟା

କଟକ: ହାଇକୋର୍ଟରେ ବିଚାରଧୀନ ମାମଲା ହାର ବଢୁଥିବାବେଳେ ବଢୁନି ବିଚାରପତିଙ୍କ ସଂଖ୍ୟା। ଫଳରେ ବିଚାର ପ୍ରକ୍ରିୟା ତ୍ବରିତ ହୋଇ ନପାରିବାରୁ ମହକିଲଙ୍କୁ ଚିନ୍ତାରେ ଦିନ ବିତାଇବାକୁ ପଡୁଛି। ଆଜି ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୭୨ ହଜାର ୬୭୪ ମାମଲା ବିଚାରାଧୀନ ରହିଛି। ହାଇକୋର୍ଟରେ
Read More...

ବିଚ୍‌ ରାସ୍ତାରେ ଜଳିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଫୁଲବାଣୀ: ବିଚ୍‌ ରାସ୍ତାରେ ଜଳିଗଲା ଯାତ୍ରୀବାହି ବସ୍‌, ଯାତ୍ରୀ ସୁରକ୍ଷିତ। କନ୍ଧମାଳ ଜିଲାର କ.ବାଲିଗୁଡ଼ା ଥାନା ଦାରିଙ୍ଗିବାଡ଼ି ଛକରେ ବସ୍‌ରେ ହଠାତ୍‌ ନିଆଁ ଲାଗିଗଲା। ଏମ୍‌.ରାମପୁରରୁ ଭଞ୍ଜନଗର ଯାଉଥିବାବେଳେ ବସ୍‌ରେ ଲାଗିଲା ନିଅଁା। ଜଳିଗଲା ବସରୁ ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ
Read More...