Browsing Category

ପ୍ରମୁଖ ଖବର

ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର କରୋନାରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୮୯୦କୁ ବୃଦ୍ଧି ହୋଇଛି। ୨ ଜଣ ମୃତକଙ୍କ ମଧ୍ୟରୁ ଭୁବନେଶ୍ବର ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ରାଜ୍ୟର ୧୧୦ଟି ସ୍ଥାନରେ ଚାଲିଛି କୋଭିଡ ଟିକାର ଡ୍ରାଏ ରନ୍

ଭୁବନେଶ୍ବର: ରାଜ୍ୟରେ ସବୁ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପୌରାଞ୍ଚଳରେ ଟିକାକରଣର ପୂର୍ବାଭ୍ୟାସ କରାଯାଉଛି। ରାଜ୍ୟର ୧୧୦ଟି ସ୍ଥାନରେ କୋଭିଡ ଟିକାର ଡ୍ରାଏ ରନ୍ ଚାଲିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ
Read More...

ଆଜିଠୁ ଦଶମ ଓ ଦ୍ବାଦଶ ସ୍କୁଲ

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ୯ ମାସ ପରେ ଆସନ୍ତାକାଲି (ଶୁକ୍ରବାର)ଠାରୁ ୮ ହଜାର ବିଦ୍ୟାଳୟ ଓ ୨ ହଜାର ୩୨ କନିଷ୍ଠ ମହାବିଦ୍ୟାଳୟ ଖୋଲିବ। ମାର୍ଚ୍ଚରୁ କରୋନା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ପାଠପଢା ସ୍ବାଭାବିକ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ତତ୍ପରତା ପ୍ରକାଶ
Read More...

ରାଜ୍ୟରେ୨୪୫ ନୂଆ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ହେଉଛି। ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ୩୦୦ ମଧ୍ୟରେ ସୀମିତ ରହିଛି। ଆଉ ୨୪୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୪୧, ସ୍ଥାନୀୟ ୧୦୪। ମୋଟ ପଜିଟିଭ ସଂଖ୍ୟା ୩,୩୧,୩୯୬କୁ ବୃଦ୍ଧି ପାଇଛି। ୩,୨୭,୨୯୦
Read More...

ଆସନ୍ତାକାଲି ସକାଳ ୧୦ରୁ ରାଜ୍ୟରେ କୋଭିଡ ଡ୍ରାଏ ରନ

ଆସନ୍ତାକାଲି ସକାଳ ୧୦ଟାରୁ ରାଜ୍ୟରେ କୋଭିଡ ଟୀକାକରଣ ଲାଗି ପ୍ରାକ ଅଭ୍ୟାସ କାର୍ଯ୍ୟକ୍ରମ ହେବ। ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ଡ୍ରାଏ ରନ କରାଯିବ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟର ସବୁ ଜିଲ୍ଲା ଓ ମୁନିସିପାଲିଟି ଅଂଚଳରେ ଏହି କାର୍ଯ୍ୟକ୍ରମ ହେବ।
Read More...

ଖୋଲିବ ବାବା ଧବଳେଶ୍ୱରଙ୍କ ପୀଠ

ଆଠଗଡ: କଟକ ଚଣ୍ଡୀ ମନ୍ଦିର ଖୋଲିବା ପରେ ଶୁକ୍ରବାରଠୁ ଖୋଲିବ ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ପୀଠ । କୋଭିଡ ନିୟମ ଅନୁସାରେ ସକାଳୁ ବାବା ଧବଳେଶ୍ୱରଙ୍କ ପୀଠ ଖୋଲାଯିବ । ଏନେଇ ଆଜି ଆଠଗଡ ଉପଜିଲ୍ଲାପାଳଙ୍କ ସଭା ଗୃହରେ ବସିଥିବା ବୈଠକରେ ନିଷ୍ଫତି ହୋଇଛି । ତେବେ ପ୍ରଥମେ ପୂଜକ ପରିବାର
Read More...

ଆରୋଗ୍ୟ ସଂଖ୍ୟା ୧ କୋଟି ଟପିଲା

ନୂଆଦିଲ୍ଲୀ : ଦେଶରେ ୧ କୋଟିରୁ ଊର୍ଦ୍ଧ୍ବ ଲୋକ କୋଭିଡ୍‍ରୁ ଆରୋଗ୍ୟ ଲାଭ କରିବା ସହ ଭାରତ କୋଭିଡ୍‍ ମୁକାବିଲାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‍ସ୍ତମ୍ଭ ଅତିକ୍ରମ କରିଛି। ବର୍ତ୍ତମାନ ସୁଦ୍ଧା କୋଭିଡ୍‍ରୁ ଆରୋଗ୍ୟ ହୋଇଥିବା ଲୋକମାନଙ୍କ ସଂଖ୍ୟା ଗୁରୁବାର ୧ କୋଟି ୧୬ ହଜାରକୁ ଅତିକ୍ରମ
Read More...

ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ଅଭିଯୋଗ

ପୂର୍ବତନ ପୁଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ଆଜି ଏକ ପ୍ରେସମିଟରେ ପୁଲିସ ପ୍ରଶାସନ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ବିଶେଷ କରି ରାଜ୍ୟର ଉପକୂଳ ଜିଲ୍ଲାର ବିଭିନ୍ନ ଥାନାରେ ନିଯୁକ୍ତ ହେଉଥିବା ପୁଲିସ ଅଧିକାରୀମାନେ ଶାସକ ଦଳର ଅନୁଗତ ତେଣୁ ତଦନ୍ତ ବାଟବଣା
Read More...

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ

ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଇଂଜିନିୟରିଂ ଓ ମେଡିକାଲ କଲେଜରେ ସ୍ଥାନ ସଂରକ୍ଷଣ ସମ୍ପର୍କରେ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଆଜି ଏ ସମ୍ପର୍କିତ ପ୍ରସ୍ତାବ ସୁପାରିଶ କରିବାକୁ ଏକ ଉଚ୍ଚସ୍ଥରୀୟ କମିଟି ଗଠନ କରାଯାଇଛି। ଓଡିଶା ହାଇକୋର୍ଟର ପୂର୍ବତନ
Read More...

ମାଳମାଳ କାରଖାନା, ନିଯୁକ୍ତିର ସ୍ୱପ୍ନ ପାଣିଚିଆ

ରାଉରକେଲା : ସୁନ୍ଦରଗଡ଼ ଜିଲାକୁ ପ୍ରକୃତି ଖଣି ଖାଦାନରେ ପରିପୂର୍ଣ୍ଣ କରିଛି। କିନ୍ତୁ ବ୍ୟବସ୍ଥା ଏଠାକାର ଅଧିବାସୀଙ୍କୁ ନିଃସ୍ୱ କରିଛି। ଖଣିଖାଦାନ ଓ ଶିଳ୍ପ ମାଳମାଳ। ନିଯୁକ୍ତିର ସୁଯୋଗ ଅନେକ। ତଥାପି ସୁନ୍ଦରଗଡ଼ ଜିଲାର ଯୁବ ସମାଜ ନିରାଶ। ବୟସ ଗଡ଼ି ଯାଉଛି ସିନା ନିଯୁକ୍ତି ମିଳୁନି
Read More...