Browsing Category

ପ୍ରମୁଖ ଖବର

ଗୃହିଣୀଙ୍କ କାମ ଚାକିରି କରୁଥିବା ପୁରୁଷ ଠାରୁ କମ୍ ନୁହେଁ

ନୂଆଦିଲ୍ଲୀ: ୨୦୧୪ ମସିହାରେ ଦିଲ୍ଲୀର ଏକ ଦୁର୍ଘଟଣା ପ୍ରସଙ୍ଗରେ କ୍ଷତିପୂରଣ ରାଶିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଗୃହିଣୀଙ୍କ ପ୍ରସଙ୍ଗରେ ଏକ ବଡ ରାୟ ଶୁଣାଇଛନ୍ତି । ଯେଉଁଥିରେ ଗୃହିଣୀଙ୍କ କାଳ୍ପନିକ ଆୟ ପ୍ରସଙ୍ଗରେ କୁହାଯାଇଛି । ସୁପ୍ରିମକୋର୍ଟଙ୍କ ଏହି ରାୟ ଲିଙ୍ଗଗତ ଭେଦଭାବକୁ ଦୂର
Read More...

ଭାରତ ଟିକାକୁ ଅପେକ୍ଷା କରିଛି ସମଗ୍ର ବିଶ୍ୱ

ଗୋଟିଏ ନୁହେଁ ଭାରତରେ ନିର୍ମିତ’ ଦୁଇଟି କରୋନା ଟିକା ଦ୍ୱାରା ମାନବସମ୍ପ୍ରଦାୟକୁ ବଞ୍ଚାଇବାକୁ ଭାରତ ପ୍ରସ୍ତୁତ ଏବଂ ସାରା ବିଶ୍ୱ ଏବେ ଏହାକୁ କେବଳ ଅପେକ୍ଷା କରିଛି । କେବଳ ଏତିକି ନୁହେଁ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମକୁ ସାରା ବିଶ୍ୱ ନିରିକ୍ଷଣ କରିବା ଅପେକ୍ଷାରେ ରହିଛି
Read More...

ଜାତୀୟ ସଂହତି ଓ ଏକତାର ପ୍ରତୀକ ବିନ୍ଦୁ ସାଗରର ପ୍ରତିଟି ଜଳ ବିନ୍ଦୁ ପବିତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିନ୍ଦୁ ସାଗର ମୋ ପାଇଁ ସବୁବେଳେ ଏକ ବଡ଼ ଆକର୍ଷଣ ହୋଇ ରହିଛି। ଦେଶର ସବୁ ତୀର୍ଥ ଜଳ ବିନ୍ଦୁ ସାଗରରେ ଏକାଠି ହୋଇଛି। ବିନ୍ଦୁ ସାଗରର ପ୍ରତିଟି ଜଳ ବିନ୍ଦୁ ପବିତ୍ର। ବିନ୍ଦୁ ସାଗର ଜାତୀୟ ସଂହତି ଓ ଏକତାର ପ୍ରତୀକ। ବିନ୍ଦୁ ସାଗର ଏକ ତୀର୍ଥ ପୋଖରୀ ନୁହେଁ, ପୁରୁଣା ଭୁବନେଶ୍ବର
Read More...

ଉତ୍ତରକାଶିରେ ଭୂକମ୍ପ

ଉତ୍ତରକାଶି : ଗୋଟିଏ ଦିନ ପୂର୍ବରୁ ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାବେଳେ ଶନିବାର ଉତ୍ତରକାଶିରେ ଭୂକମ୍ପ ହୋଇଛି। ଶନିବାର ପୂର୍ବାହ୍ନ ୧୧ଟା ୨୭ ମିନିଟ୍‌ରେ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ଜୋରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର
Read More...

ପୁଲିସ ଉପରକୁ ବୋମାମାଡ଼

ଆଠଗଡ଼: କଟକ ଜିଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭୋଗ ଗାଁରେ ଶନିବାର ଅଭାବନୀୟ ଘଟଣା ଘଟିଛି। ପୁଲିସ ଉପରକୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ପୁଲିସ କନେଷ୍ଟବଳ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା ଦେଖାଯାଇଥିଲା।
Read More...

ଭାରତ ସୀମାରୁ ଚୀନ୍ ସୈନିକ କାବୁ

ନୂଆଦିଲ୍ଲୀ : ପୁନର୍ବାର ଲଦାଖରେ ଚୀନର ଜଣେ ସୈନିକ ଅନୁପ୍ରବେଶ କରିଥିବା ସୂଚନା ମିଳିଛି। ପାଙ୍ଗୋଙ୍ଗ ହ୍ରଦ ନିକଟରେ  ଚୀନର ଜଣେ ସୈନିକ ବୁଲୁଥିବା ବେଳେ ଭାରତୀୟ ସେନାମାନଙ୍କ ଦ୍ବାରା ଧରାପଡିଛି। ଅଟକ ରଖି ପଚରାଉଚରା ଜାରି ରହିଛି। ରାସ୍ତା ଭୁଲି ଭାରତ ସୀମାରେ ବୁଲୁଥିବା ଅଟକ ଚୀନ ସୈନିକ
Read More...

ହ୍ବାଟସଆପର ନୂଆ ନିୟମ ପାଇଁ ସିଗନାଲ୍ ଆପର ଡାଉନଲୋଡ ବୃଦ୍ଧି

ଫେସବୁକ୍ ମାଲିକାନା ମଲ୍ଟିମିଡ଼ିଆ ମେସେଜିଂ ଆପ୍ ହ୍ବାଟସଆପ୍ ଫେବୃଆରୀ ୮ରୁ ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି। ଯାହା ଅନୁଯାୟୀ ହ୍ବାଟସ ଆପ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ପାର୍ଟନର କମ୍ପାନୀ ସହ ସେୟାର କରାଯିବ। ବିଶେଷଜ୍ଞମାନେ ନୂତନ ହ୍ବାଟସଆପ୍ ନିୟମ ଦ୍ବାରା
Read More...

ୱାର୍ଡ ପରିକ୍ରମା-ନଂ ୨୮: ରାସ୍ତା ମରଣଯନ୍ତା, ନାହିଁ ପୋଷ୍ଟ ଅଫିସ୍‍

ଉତ୍ତରଭୁବନେଶ୍ୱର : ଦୁଇ ବର୍ଷ ହେବ ପୌର ପରିଷଦ ଭଙ୍ଗାଯାଇଛି। ଉନ୍ନୟନ କାମର ଲଗାମ ରହିଛି ପ୍ରଶାସନିକ ଅଧିକାରୀଙ୍କ ହାତରେ। ଫଳରେ ଉନ୍ନୟନ କାମ ବାଧାପ୍ରାପ୍ତ ହେବା ସହିତ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନଥିବା ଅଭିଯୋଗ ହୋଇଛି। ବିଏମ୍‌ସି ୨୮ନଂ ୱାର୍ଡର ଅନେକ କାର୍ଯ୍ୟ ଏବେବି
Read More...

ରାଜ୍ୟରେ ୨୦୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୦୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୯ ଜଣ ଏବଂ ସ୍ଥାନୀୟ ୮୭ ।ତେବେ ମୋଟ ପଜିଟିଭ ୩,୩୧,୬୦୨କୁ ବୃଦ୍ଧି ପାଇଛି । ୩,୨୭,୫୩୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୨୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
Read More...

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଦବସିଂହ ସୋଲାଙ୍କିଙ୍କ ପରଲୋକ

ଗୁଜୁରାଟ: ଗୁଜୁରାଟର ପୂର୍ବତନ ମୁଖ୍ରମନ୍ତ୍ରୀ ତଥା ବରିÂ କଂଗ୍ରେସ ନେତା ମାଦବସିଂହ ସୋଲାଙ୍କି ଶନିବାର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସେ ବୈଦେଶିକ ମନ୍ତ୍ରୀ ଭାବରେ ମଧ୍ୟ ଦେଶ ପାଇଁ କାମ କରିଛନ୍ତି ।୧୯୮୦ ରେ ସୋଲାଙ୍କି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ
Read More...