Browsing Category

ପ୍ରମୁଖ ଖବର

ଜେଲ ଡିଆଇଜିଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ଵର: ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଦୁର୍ନୀତି ଏବଂ ଅପାରଗତା ଯୋଗୁ ମଙ୍ଗଳବାର ରାଜ୍ୟର ୭ ଅଧିକାରୀଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେଲ ଡିଆଇଜି, ଜଣେ
Read More...

ବ୍ରିଟେନ୍‌ରେ ପୁଣି ଲକ୍‌ଡାଉନ୍‌, ଘୋଷଣା କଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ୍‌: ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନ୍‌ ପ୍ରଶାସନର ନିଦ ହଜି ଯାଇଛି। ବ୍ରିଟେନ୍‌ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ସାରା ଦେଶରେ ଆଜିଠାରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆଜିଠାରୁ
Read More...

ପାନଗଙ୍ଗ ହ୍ରଦ ସେପଟେ ସଡ଼କ ନିର୍ମାଣ କରୁଛି ଚୀନ

ନୂଆଦିଲ୍ଲୀ: ବିବାଦ ତୁଟାଇବା ପାଇଁ ଭାରତ ପ୍ରୟାସ ଚଳାଇଥିବାବେଳେ ଚୀନ ଲଦାଖ ସୀମାନ୍ତ ବାସ୍ତବ ନିୟନ୍ତ୍ରଣ ରେଖା ସେପଟେ ନିଜର ସାମରିକ ଭିତ୍ତିଭୂମି ସୁଦୃଢ଼ କରିବାରେ ଲାଗିଛି। ଉପଗ୍ରହ ସୂତ୍ରରୁ ହସ୍ତଗତ ସାନି ପ୍ରମାଣ ଅନୁସାରେ ଚୀନ ପାନଗଙ୍ଗ ହ୍ରଦର ଦକ୍ଷିଣ ତଟରେ ନୂଆ ସଡ଼କ ନିର୍ମାଣ
Read More...

ରାଜ୍ୟରେ ୧୯୮ ନୂଆ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ଲଗାତାର ହ୍ରାସ ପାଇବା ସହ ଏହା ୨୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୧୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୧୫, ସ୍ଥାନୀୟ ୮୩ । ମୋଟ ପଜିଟିଭ ସଂଖ୍ୟା ୩,୩୦,୬୯୦କୁ ବୃଦ୍ଧି ପାଇଛି। ୩,୨୬,୫୦୭ ସୁସ୍ଥ ହୋଇ ଘରକୁ
Read More...

କେରଳ, ହିମାଚଳକୁ ଡେଇଁଲା ବାର୍ଡ ଫ୍ଲୁ

ତିରୁଅନନ୍ତପୁରମ୍‌/କାଙ୍ଗଡ଼ା : ମଧ୍ୟପ୍ରଦେଶ ଓ ରାଜସ୍ଥାନ ପରେ କେରଳରେ ପହଞ୍ଚିଛି ବାର୍ଡ ଫ୍ଲୁ। ଆଲ୍ଲାପୁଜା ଓ କୋଟ୍ଟାୟମ ଜିଲାରେ ଏହା ବ୍ୟାପିଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ ଏହାର ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲିବା ସହ ନମୁନା ସଂଗ୍ରହ
Read More...

ତାଳଚେରରେ ନିଖୋଜ ବିର୍‌ଜୁ କୁଲୁଙ୍କୁ ଠାବ କରାଯାଇଛି

ସୁନ୍ଦରଗଡ଼: ନିଖୋଜ ବିର୍‌ଜୁ କୁଲୁଙ୍କ ପତ୍ତା ମିଳିଲା। ତାଳଚେରରେ ବିର୍‌ଜୁ କୁଲୁଙ୍କୁ ଠାବ କରାଯାଇଛି। କୁତ୍ରା ଥାନା ଆଇଆଇସିଙ୍କ ନେତୃତ୍ଵରେ ଏକ ଟିମ୍‌ ତାଳଚେର ଯାଇଛି। ତାଙ୍କୁ ସୁନ୍ଦରଗଡ଼ ଅଣାଯିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ସୁନ୍ଦରଗଡ଼ ଏସ୍‌ପି ସୂଚନା ଦେଇଛନ୍ତି।ସୁନ୍ଦରଗଡ଼
Read More...

ଆଜି କୋଚି-ମାଙ୍ଗାଲୋର ଗ୍ୟାସ୍‍ ପାଇପ୍‍ ଲାଇନକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ ପୂର୍ବାହ୍ନ ୧୧ଟା ବେଳେ ଭିଡ଼ିଓ କନ୍‍ଫରେନ୍ସିଂ ଯୋଗେ କୋଚି-ମାଙ୍ଗାଲୋର ପ୍ରାକୃତିକ ଗ୍ୟାସ୍‍ ପାଇପ୍‍ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ଏହି ୪୫୦ କିଲୋମିଟର ଦୀର୍ଘ ପାଇପ୍‍ଲାଇନ ଗେଲ୍‍ ଇଣ୍ଡିଆ ଲିମିଟେଡ୍‍
Read More...

ଛେଳି ଚୋରି ଅଭିଯୋଗରେ ବନ୍ଧା ହେଲେ ଯୁବକ

ନୀଳଗିରି: ବାଲେଶ୍ଵର ଜିଲା ର ନୀଳଗିରି ବ୍ଲକ ଅଧୀନ ବରହମପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଛେଳି ଚୋରି ସନ୍ଦେହରେ ସୋମବାର ରାତିଠୁ ଗାଁ ଦାଣ୍ଡରେ ବନ୍ଧା ହୋଇଛନ୍ତି ଜଣେ ଯୁବକ। ମିଳିଥିବା ସୂଚନା ଅନୁଯାୟୀ ତେନ୍ତୁଳିଆ ପଞ୍ଚାୟତ ଡାହିସାହି ଗାଁର ହରିସ କୁଅଁରଙ୍କ ଘରେ ଗତକାଲି
Read More...

ଚିଲିକାରେ ଆରମ୍ଭ ପକ୍ଷୀଗଣନା

ଚିଲିକା : ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀଗଣନା। ୫ଟି ରେଞ୍ଜରେ ୨୧ଟି ଟିମ ପକ୍ଷୀଗଣନା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ୧୧୧ ଜଣ ଟିମ ସଦସ୍ୟଙ୍କ ଦ୍ୱାରା ପକ୍ଷୀଗଣନା ଚାଲୁଛି। ଜଳଭାଗରେ ୧୯ଟି ଟିମ, ସ୍ଥଳଭାଗରେ ୨ଟି ଟିମ ପକ୍ଷୀଗଣନା କରୁଛନ୍ତି। ଗଣନା ଚାଲୁ ରହିଥିବାରୁ ଏଯାଏଁ କେତେ ପକ୍ଷୀ
Read More...

ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୪ ଅଟକ

କଟକ : ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲାରେ କଟକ ଗ୍ରାମାଞ୍ଚଳ ପୁଲିସ ଦ୍ବାରା ୪ ଅଭିଯୁକ୍ତ ଅଟକ। ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣ ଅଭିଯୁକ୍ତଙ୍କଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୁଲିସ ପକ୍ଷରୁ ମାରାଥନ୍‌ ଜେରା କରାଯାଉଛି। ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା
Read More...