ଛେଳି ଚୋରି ଅଭିଯୋଗରେ ବନ୍ଧା ହେଲେ ଯୁବକ
ନୀଳଗିରି: ବାଲେଶ୍ଵର ଜିଲା ର ନୀଳଗିରି ବ୍ଲକ ଅଧୀନ ବରହମପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଛେଳି ଚୋରି ସନ୍ଦେହରେ ସୋମବାର ରାତିଠୁ ଗାଁ ଦାଣ୍ଡରେ ବନ୍ଧା ହୋଇଛନ୍ତି ଜଣେ ଯୁବକ। ମିଳିଥିବା ସୂଚନା ଅନୁଯାୟୀ ତେନ୍ତୁଳିଆ ପଞ୍ଚାୟତ ଡାହିସାହି ଗାଁର ହରିସ କୁଅଁରଙ୍କ ଘରେ ଗତକାଲି!-->…
Read More...
Read More...