Browsing Category

ପ୍ରମୁଖ ଖବର

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩ଲକ୍ଷ ୨୫ ହଜାର ; ନୂଆ ଆକ୍ରାନ୍ତ ୩୫୬

ଭୁବନେଶ୍ୱର : ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ସହ ମୋଟ ଆକ୍ରାନ୍ତଙ୍କ ସହ ୩ଲକ୍ଷ ୨୫ ହଜାର ଟପିଛି। ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୫୬ କରୋନା ଆକ୍ରାନ୍ତ। ସଙ୍ଗରୋଧ କେନ୍ଦ୍ରରୁ ୧୯୯,ସ୍ଥାନୀୟ ୧୫୭। ମୋଟ ଆକ୍ରାଙ୍କ ସଂଖ୍ୟା ୩,୨୫,୮୬୧କୁ ବୃଦ୍ଧି ପାଇଛି। ୩,୨୦,୯୪୭
Read More...

ଚୀନକୁ ବଡ଼ ଝଟ୍‌କା; ୧୨ କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା

ୱାଶିଂଟନ: ଚୀନକୁ ବଡ଼ ଝଟ୍‌କା ଦେଇଛି ଆମେରିକା। ଚୀନର ପ୍ରାୟ ୧୨ଟି ବଡ଼ କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିଛି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଚୀନର ସବୁଠୁ ବଡ଼ ଚିପ୍‌ ନିର୍ମାତା କମ୍ପାନୀ ‘ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ ଇଣ୍ଟରନ୍ୟାଶନାଲ କର୍ପ (ଏସଏମଆଇସି)’ ଏବଂ ଚୀନର ଡ୍ରୋନ
Read More...

୩୬ରେ ଭାରତର ପାଳି ଘୋଷଣା, ଅଷ୍ଟ୍ରେଲିଆକୁ ୯୦ ରନ୍‌ର ବିଜୟଲକ୍ଷ୍ୟ

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ୨ୟ ଇନିଂସରେ ଭାରତ ୩୬ ରନ୍‌ରେ ପାଳି ଘୋଷଣା କରିଛି। ଶେଷ ଉଇକେଟ୍‌ ପଡ଼ିବା ପୂର୍ବରୁ ଆଘାତ ଯୋଗୁ ମହମ୍ମଦ ଶାମି ରିଟାୟାର୍ଡ ହର୍ଟ ହେବା ପରେ ଟିମ୍‌ ଇଣ୍ଡିଆ ପାଳି ଘୋଷଣା କରିଛି। ଦଳ ୨୧.୨ ଓଭର ଖେଳି ୯ ଉଇକେଟ୍‌ ବିନିମୟରେ ମାତ୍ର ୩୬ ରନ୍‌
Read More...

ଅସ୍ତ୍ରୋପଚାର ପରେ ଶିଶୁ ପେଟରୁ ବାହାରିଲା ଚୁମ୍ବକ ମାଳ

ଲକ୍ଷେ୍ନøର : ପିଲାମାନେ ଖେଳିବା ସମୟରେ ଅନେକ ଜିନିଷ ପାଟିରେ ପୁରାଇ ଦେଇଥାଆନ୍ତି। ମାତ୍ର ବହୁ ସମୟରେ ଏହା ଖୁବ ବିପଦଜନକ ପରିସ୍ଥିତି ସୃଷ୍ଟି କରିଥାଏ। ଏବେ କିଛିଦିନ ତଳେ ଲକ୍ଷେ୍ନøର ଏଭଳି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ଏକ ଦେଢ ବର୍ଷର ପିଲା ଖେଳୁଥିବା ସମୟରେ ଗୋଟି ଗୋଟି କରି
Read More...

ବସ୍‌ ହ୍ୟାଣ୍ଡେଲ୍ ବେଲ୍ଟରେ ବିଜ୍ଞାପନ ବୁଦ୍ଧି!

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଜ୍ଞାପନଟି ଆକର୍ଷଣୀୟ ହେବା ଜରୁରୀ। ବଡ଼ବଡ଼ କମ୍ପାନୀଗୁଡ଼ିକ ସେମାନଙ୍କ ପ୍ରଚାର-ପ୍ରସାର ବିଜ୍ଞାପନରେ କୋଟିକୋଟି ଟଙ୍କା ଖର୍ଚ୍ଚ କରନ୍ତି, କମ୍ପାନୀର ଲୋକପ୍ରିୟତା ବିଶ୍ବ ବଜାରରେ ବଢ଼ାଇବାକୁ ଏଇ ପଦକ୍ଷେପ ନିଆଯାଏ। ବ୍ରିଟେନ୍‌ରେ ଅଧିକାଂଶ ଦାମୀ
Read More...

ରାତାରାତି ଜାଳିଦେଲେ ୬ ଜେସିବି

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଗତ ରାତିରେ ଲଙ୍କାକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ। କାମାକ୍ଷାନଗର ଅଁଳାବେରଡ଼ି OTPCL କ୍ୟାମ୍ପ୍ ଅଫିସ୍‌ ପରିସରରେ ଥିବା ୬ଟି ଜେସିବିକୁ ଦୁବୃର୍ତ୍ତମାନେ ଜାଳି ଦେଇଛନ୍ତି । ଗତ ରାତିରେ କିଛି ଦୁବୃର୍ତ୍ତ ପ୍ଲାଣ୍ଟ ପରିସରରେ
Read More...

ଖସୁଛି ପାରଦ : ଥରୁଛି ଓଡ଼ିଶା

ଭୁବନେଶ୍ୱର : ଆରମ୍ଭ ହେଲାଣି ପ୍ରବଳ ଜାଡ। ଶୀତରେ ଥରୁଛି ରାଜ୍ୟ। ଏହାସହ ୧୩ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୦ଟି ସହର। ୮.୨ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର। ଫୁଲବାଣୀ ୯.୫,ଅନୁଗୁଳ ଓ ଦାରିଙ୍ଗିବାଡିରେ ୧୦ ଡିଗ୍ରୀ, ବାରିପଦା ୧୦.୫,କୋରାପୁଟ ୧୧, କେନ୍ଦୁଝର ୧୧.୭,
Read More...

ପଶ୍ଚିମବଙ୍ଗରେ ଅମିତ ଶାହ: ରାମକୃଷ୍ଣ ଆଶ୍ରମରେ ସ୍ବାମୀ ବିବେକାନନ୍ଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

କଲକାତା: ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏଥର ପଶ୍ଚିମବଙ୍ଗକୁ ଦଖଲ କରିବା ଲାଗି ବିଜେପି ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶାସକ ଟିଏମ୍‌ସି କ୍ଷମତା ବଜାୟ ରଖିବାକୁ ନିଜର ପ୍ରୟାସ ଜାରି ରଖିଛି। ତେବେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ବିଧାୟକ ଏବଂ ନେତାମାନେ ଦଳ
Read More...

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥତି ଅନୁଧ୍ୟାନ କଲେ ୫-ଟି ସଚିବ ଭିକେ ପାଣ୍ଡିଆନ

ପୁରୀ: ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ। ଆସନ୍ତା ୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି. କେ.
Read More...

ଗୃହ ମନ୍ତ୍ରାଳୟ-ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ବୈଠକ

କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଶୁକ୍ରବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟ ଏବଂ ପୁଲିସ୍ ମହାନିର୍ଦ୍ଦେଶକ ବିରେନ୍ଦ୍ରଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ବୈଠକ କରିଛନ୍ତି। ପଶ୍ଚିମବଙ୍ଗରେ ଏବେ ଲାଗି ରହିଥିବା ଆଇନ ଶୃଙ୍ଖଳା ପରିସ୍ଥିତି
Read More...