Browsing Category

ପ୍ରମୁଖ ଖବର

୨୦୨୧ ବଜେଟ୍’ରେ ସ୍ୱାସ୍ଥ୍ୟକୁ ମିଳିବ ଶୀର୍ଷ ପ୍ରାଥମିକତା

୨୦୨୧-୨୨ ବଜେଟରେ ସ୍ୱାସ୍ଥ୍ୟକୁ ସବୁଠାରୁ ଅଧିକ ପ୍ରାଥମିକତା ଦିଆଯିବ। ସରକାରଙ୍କ ପ୍ରାଥମିକତା ତାଲିକାରେ ସ୍ୱାସ୍ଥ୍ୟ ଏବଂ ପୁଞ୍ଜି ବିନିଯୋଗ ରହିଛି। କରୋନା ମହାମାରୀ ଦ୍ୱାରା ପ୍ରଭାବିତ ଭାରତୀୟ ଅର୍ଥ ବ୍ୟବସ୍ଥାକୁ କିଭଳି ବିଶ୍ୱ ଅଭିବୃଦ୍ଧିର ମୁଖ୍ୟ ସ୍ରୋତ କରାଯାଇ ପାରିବ, ସେ ନେଇ…
Read More...

୧୪ ଘଣ୍ଟା ପରେ ସ୍ୱାଭାବିକ ହେଲା ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ

ଅତ୍ୟଧିକ ଭୂସ୍ଖଳନ ହେତୁ ୧୪ ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିବା ପରେ ୨୭୦ କିଲୋମିଟର ଦୀର୍ଘ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଆଜି ସକାଳୁ ଯାତାୟାତ ସ୍ୱାଭାବିକ ହୋଇଛି। ଶନିବାର ରାତି ପ୍ରାୟ ୭ଟା ସମୟରେ ଚାନ୍ଦକୋଟ୍ ଅଞ୍ଚଳର ଭୁମ୍ ନିକଟରେ ରାଜପଥରେ ଏହି ଭୂସ୍ଖଳନ ଘଟିଥିଲା ଏବଂ ଏଥିଯୋଗୁ…
Read More...

ଗୁରୁଦ୍ୱାର ରକାବ ଗଞ୍ଜରେ ଅଚାନକ ପହଁଚିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ହଠାତ୍ ଦିଲ୍ଲୀର ଗୁରୁଦ୍ୱାର ରକାବ ଗଞ୍ଜ ସାହିବରେ ପହଞ୍ଚି ଗୁରୁ ତେଗ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ଗୁରୁ ତେଗ ବାହାଦୂରଙ୍କ ଶହୀଦ ଦିବସ। ଦିଲ୍ଲୀ ସୀମାରେ ପଞ୍ଜାବ-ହରିୟାଣା କୃଷକଙ୍କ ସକ୍ରିୟ ଆନ୍ଦୋଳନ ସମୟରେ…
Read More...

ବିଏସଏଫ ଯବାନଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲାର ପିପୋଲପଦର ନିକଟରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ୧୪୪ ବାଟାଲିୟନର ବିଏସଏଫ ଯବାନଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ରବିବାର ଜଣାପଡ଼ିଛି। ଏହାକୁ ଉଦ୍ଧାର କରାଯିବା ପରେ ବମ ସ୍କ୍ୱାର୍ଡ଼ଙ୍କ ଦ୍ୱାରା ନିଷ୍କ୍ରିୟ କରାଯାଇଛି। ମିଳିଥିବା…
Read More...

ରାଜ୍ୟରେ କରୋନା ନେଲା ଆଉ ୪ ଜୀବନ

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୬କୁ ବୃଦ୍ଧି ହୋଇଛି। ୪ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ମୟୁରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ…
Read More...

ତ୍ୱରାନ୍ୱିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ କାର୍ଯ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରବିବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ ୫ଟି ସଚିବ ଭି.କେ ପାଣ୍ଡିଆନ ଏବଂ ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ସଚିବମନୋଜ ମିଶ୍ରଙ୍କ ଏକ ଉଚ୍ଚସ୍ତରୀୟ ଟିମ ପ୍ରସ୍ତାବିତ ମହାନଦୀ ବନ୍ଦର ଅଞ୍ଚଳ ପରିଦର୍ଶନ…
Read More...

ଲାଞ୍ଚ ନେଉଥିବା ସମୟର ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଲାଞ୍ଚ ନେବା ଏବଂ ଦେବା ଉଭୟ ଅପରାଧ। କିନ୍ତୁ ଏହି କାର୍ଯ୍ୟ ସବୁବେଳେ ଜାରି ରହିଛି। ବିଭିନ୍ନ ସମୟରେ ଲାଞ୍ଚ ନେଇ ଧରାପଡୁଛନ୍ତି, କେହକେହି ଏଥିରୁ ମଧ୍ୟ ବର୍ତ୍ତି ଯାଉଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଟ୍ରାଫିକ ପୁଲିସ ଭିନ୍ନ ଅନ୍ଦାଜରେ ଲାଞ୍ଚ…
Read More...

୨୪ ଘଣ୍ଟାରେ ୨୯,୬୯୦ସୁସ୍ଥ ; ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ୨୬,୬୨୪

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଉଥିବା ଦେଖାଯାଉଛି। ଦୈନିକ ସଂକ୍ରମଣ ୩୦ହଜାର ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୨୬,୬୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯,୬୯୦ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ୩୪୧ ଆକ୍ରାନ୍ତଙ୍କ ମୃତ୍ୟୁ…
Read More...

ପ୍ରାଣ ହରାଇଥିବା କୃଷକଙ୍କୁ ଶ୍ରଦ୍ଧାଞ୍ଜଳି, ସାରା ଦେଶରେ ହେବ ବୈଠକ

ଉତ୍ତର ଭାରତରେ ଚାଲିଥିବା ଶୀତ ଲହରୀ ମଧ୍ୟରେ କୃଷକମାନେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକମାନଙ୍କୁ ଆଜି କୃଷକ ସଂଗଠନଗୁଡିକ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ପୂର୍ବ ଘୋଷଣା…
Read More...

୫୦ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କଲା ପାକିସ୍ଥାନ

ପାକିସ୍ତାନର ସରକାର ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ଆବଶ୍ୟକତା ଅନୁଯାୟୀ ଦେଶର ୮୬୦ଟି ବାଣିଜ୍ୟିକ ପାଇଲଟଙ୍କ ଲାଇସେନ୍ସ ସମୀକ୍ଷା କରିବା ପରେ ୫୦ ଜଣ ପାଇଲଟଙ୍କ ଲାଇସେନ୍ସ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ଇସଲାମାବାଦ ହାଇକୋର୍ଟକୁ ସୂଚନା ଦେଇଛନ୍ତି। ସେହି ପାଇଲଟମାନେ…
Read More...