Browsing Category

ପ୍ରମୁଖ ଖବର

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୫୫ ଲିଟର ଦେଶୀ ମଦ ଓ ୫ ଶହ କେଜି ମହୁଲ ପୋଚ ଜବତ

ତୁଷୁରା: ତୁଷୁରା ଅବକାରୀ ବିଭାଗ ପକ୍ଷରୁ ଗୁଡ଼ଭେଲା ଓ ଦେଓଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫୫ ଲିଟର ଦେଶୀ ମଦ ଓ ୫ ଶହ କେଜି ମହୁଲ ପୋଚ ଜବତ କରାଯାଇଛି। ବଲାଙ୍ଗିର ଅବକାରୀ ବିଭାଗ ସଦର ଇନ୍ସପେକ୍ଟର ଉଦେଲାଲ ନାଏକଙ୍କ ତତ୍ୱାବଧାନରେ ଚଢ଼ାଉ କରାଯାଇ ଦେଓଗାଁ ବ୍ଲକ ଅର୍ନ୍ତଗତ
Read More...

ଦେଶରେ ଲାଗୁ ହେଲା ୨୪ ଘଣ୍ଟିଆ RTGS ବ୍ୟବସ୍ଥା

ନୂଆଦିଲ୍ଲୀ :  ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଆରଟିଜିଏସ୍ ମାଧ୍ୟମରେ ଦିନରାତି ୨୪ ଘଣ୍ଟା ଅର୍ଥ ନେଣଦେଣ ବ୍ୟବସ୍ଥା ଆରମ୍ଭ କରିଛି। ରିଜର୍ଭ ବ୍ୟାଙ୍କ୍‍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ବିଷୟରେ ଘୋଷଣା କରିଛନ୍ତି। ଏକ ଟ୍ୱିଟ୍‍ କରି ସେ କହିଛନ୍ତି, ରବିବାର ରାତିଠାରୁ ଆରଟିଜିଏସ୍ ମାଧ୍ୟମରେ
Read More...

ନିୟମ ମାନିଲେ ଖୋଲିବ ମନ୍ଦିର

ଭୁବନେଶ୍ୱର : ରାଜ୍ୟ ମନ୍ଦିର ଖୋଲିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ପାଇଁ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ଦୋବତ୍ତର କମିଶନ ପ୍ରଦାନ କରିଛନ୍ତି। ଏଥିରେ ଦୋବତ୍ତର କମିଶନ
Read More...

IOCL ପକ୍ଷରୁ ପାରାଦୀପ-ହାଇଦ୍ରାବାଦ ପାଇପ୍ ଲାଇନ କାର୍ଯ୍ୟକୁ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ

ଏରସମା:ଢିଙ୍କିଆ ପଞ୍ଚାୟତ ଗ୍ରାମବାସୀ ପାରାଦୀପ-ହାଇଦ୍ରାବାଦ ପାଇପ୍ ଲାଇନ କାର୍ଯ୍ୟକୁ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଢିଙ୍କିଆ ପଞ୍ଚାୟତର ଢ଼ିଙ୍କିଆ, ଗୋବିନ୍ଦପୁର, ତ୍ରୀଲୋଚନପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ପ୍ରଥମେ ଢିଙ୍କିଆ ଫୁଲଖାଇ ମନ୍ଦିର ନିକଟରେ
Read More...

ଆଉ ଗୋଟିଏ ଦେଶରେ ଫାଇଜର କରୋନା ଟିକାକୁ ମିଳିଲା ଅନୁମତି

ସିଙ୍ଗାପୁର: ବ୍ରିଟେନ, ବାହାରିନ ଓ ଆମେରିକା ପରେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ସିଙ୍ଗାପୁରରେ ଗ୍ରୀନ ସିଗ୍ନାଲ ମିଳିଛି। ଡିସେମ୍ବର ଶେଷ ଭାଗରେ ଏହାର ପ୍ରଥମ ଡୋଜ୍‌ ଲୋକଙ୍କୁ ଦିଆଯିବ ବୋଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ଘୋଷଣା କରିଛନ୍ତି। ସେ କହିଛନ୍ତି,
Read More...

ଧରାପଡ଼ିଗଲା ଚୋରା ପୀରତି, ଭାଣିଜୀକୁ ମାରି ପୋତି ଦେଲା ମାଇଁ!

ଜଳେଶ୍ୱର : ସମ୍ପର୍କୀୟ ମାମୁ ଓ ମାଇଁଙ୍କ ଅନୈତିକ ସମ୍ପର୍କକୁ ଦେଖି ନେଇଥିଲା ୭ ବର୍ଷର ଭାଣିଜୀ। ତେଣୁ ଧରାପଡ଼ିଯିବା ଭୟରେ ତାକୁ ମାରି ପୋଖରୀରେ ପୋତି ଦେଇଥିଲା ମାଇଁ। କିନ୍ତୁ ଫେଲ୍ ମାରିଲା ଯୋଜନା। ନିଖୋଜ ହେବାର ତିନି ଦିନ ପରେ ପୁଲିସ୍ ଶବକୁ ଜବତ କଲା ଓ ରାକ୍ଷସୀ ମାଇଁର ମୁଖା
Read More...

ପୁଣି ସ୍ୱାଭିମାନ ଅଞ୍ଚଳରେ ପୁଲିସ ମହାନିର୍ଦେଶକ ଅଭୟ

ମାଲକାନଗିରି: କିଛିଦିନ ର ବ୍ୟବଧାନ ପରେ ପୁଣି ରାଜ୍ୟ ପୁଲିସ ମୁଖ୍ୟ ତଥା ପୁଲିସ ମହାନିର୍ଦେଶକ ଅଭୟ ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି। ଗତକାଲି ଏନକାଉଣ୍ଟରରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟଣା ପରେ ଜବାନଙ୍କ ମନୋବଳ ବଢାଇବା ପାଇଁ ଡିଜିଙ୍କ ଏହି ଗସ୍ତ ହୋଇଥିଲ। ଏକ
Read More...

ନବୀନ ନିବାସ ଘେରାଉ ଉଦ୍ୟମ, ପୁଲିସ-ଆରଟିଆଇ କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର : ସୂଚନା ଅଧିକାରକର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି RTI କର୍ମୀ। ସେମାନେ ନବୀନ ନିବାସ ଘେରାଉ ଉଦ୍ୟମ କରିବା ସହ ଜୋରଦାର ପ୍ରତିବାଦ କରିଛନ୍ତି। ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ନବୀନ ନିବାସ ଘେରାଉ କରିବାକୁ ଯିବାବେଳେ ଶତାଧିକ
Read More...

ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର; ୭୫% କାମ କରୁନାହିଁ କିଡ଼ନୀ

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ଅବସ୍ଥା ଭଲ ନାହିଁ । ତାଙ୍କ କିଡ଼ନୀ ଖରାପ ହୋଇ ଯାଇଛି ଓ ମାତ୍ର ୨୫% କାର୍ଯ୍ୟ କରୁଛି । ଯେ କୌଣସି ସମୟରେ କିଛି ବି ଘଟିପା​‌ରେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ଉମେଶ ପ୍ରସାଦ କହିଛନ୍ତି ।
Read More...

ପରୀ ହତ୍ୟାକାଣ୍ଡ : ଏସ୍‍ଆଇଟି ଧରି ନେଇଥିବା ଛାତ୍ରଙ୍କ ବିସ୍ଫୋରକ ବୟାନ

ନୟାଗଡ଼ : ନୟାଗଡ଼ ବ୍ଲକ ଯଦୁପୁର ଗ୍ରାମରେ ସଂଗଠିତ ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ଅନୁସନ୍ଧାନକ୍ରମଶଃ ଭିନ୍ନ ମୋଡ଼ ନେଉଛି। ଗତ ୧ ତାରିଖରୁ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସ୍‍ଆଇଟିର ୫ଜଣିଆ ଟିମ୍‍ ନୟାଗଡ଼ ଆସି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛନ୍ତି। ଦୁଇସପ୍ତାହ ବିତିଯାଇଥିଲେ
Read More...