Browsing Category

ପ୍ରମୁଖ ଖବର

ନବୀନ ନିବାସ ଘେରାଉ ଉଦ୍ୟମ, ପୁଲିସ-ଆରଟିଆଇ କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର : ସୂଚନା ଅଧିକାରକର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି RTI କର୍ମୀ। ସେମାନେ ନବୀନ ନିବାସ ଘେରାଉ ଉଦ୍ୟମ କରିବା ସହ ଜୋରଦାର ପ୍ରତିବାଦ କରିଛନ୍ତି। ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ନବୀନ ନିବାସ ଘେରାଉ କରିବାକୁ ଯିବାବେଳେ ଶତାଧିକ…
Read More...

ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର; ୭୫% କାମ କରୁନାହିଁ କିଡ଼ନୀ

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ଅବସ୍ଥା ଭଲ ନାହିଁ । ତାଙ୍କ କିଡ଼ନୀ ଖରାପ ହୋଇ ଯାଇଛି ଓ ମାତ୍ର ୨୫% କାର୍ଯ୍ୟ କରୁଛି । ଯେ କୌଣସି ସମୟରେ କିଛି ବି ଘଟିପା​‌ରେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ଉମେଶ ପ୍ରସାଦ କହିଛନ୍ତି ।…
Read More...

ପରୀ ହତ୍ୟାକାଣ୍ଡ : ଏସ୍‍ଆଇଟି ଧରି ନେଇଥିବା ଛାତ୍ରଙ୍କ ବିସ୍ଫୋରକ ବୟାନ

ନୟାଗଡ଼ : ନୟାଗଡ଼ ବ୍ଲକ ଯଦୁପୁର ଗ୍ରାମରେ ସଂଗଠିତ ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ଅନୁସନ୍ଧାନକ୍ରମଶଃ ଭିନ୍ନ ମୋଡ଼ ନେଉଛି। ଗତ ୧ ତାରିଖରୁ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସ୍‍ଆଇଟିର ୫ଜଣିଆ ଟିମ୍‍ ନୟାଗଡ଼ ଆସି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛନ୍ତି। ଦୁଇସପ୍ତାହ ବିତିଯାଇଥିଲେ…
Read More...

ରାଜ୍ୟରେ ଚିହ୍ନଟ ହେଲେ ୩୩୨ କରୋନା ରୋଗୀ, ଆଖିବୁଜିଲେ ୪

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୩୨ କରୋନା ରୋଗୀ। ସେମାନଙ୍କ ମଧ୍ୟରୁ ୧୮୯ କ୍ୱାରେଣ୍ଟିନ କେସ ଥିବାବେଳେ ୧୪୩ ଲୋକାଲ କେସ ଥିବା ଜଣାଯାଇଛି। ସେହପରି ରାଜ୍ୟରୁ ୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୩୨ …
Read More...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ

କମା: ଛତିଶଗଡ଼ର ସୁକ୍‌ମା ଜିଲା ଅନ୍ତର୍ଗତ କିଷ୍ଟାରାମ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିକାଶ କୁମାର ସହିଦ ହୋଇଛନ୍ତି। ଯବାନମାନେ ଉକ୍ତ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ କରୁଥିବାବେଳେ ତାହା ବିସ୍ଫୋରଣ ଘଟିଥିଲା। …
Read More...

୧୫ରୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ : ଆଗାମୀ ୧୫ ତାରିଖ ଧନୁସଂକ୍ରାନ୍ତିଠାରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ବାପଘରକୁ ଯାଉଥିବାରୁ ବଡ଼ିସକାଳୁ ମା’ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ…
Read More...

ଆଜି କୃଷକଙ୍କ ୯ଘଣ୍ଟିଆ ଅନଶନ

ନୂଆଦିଲ୍ଲୀ :  କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକମାନେ ସୋମବାର ଅନଶନରେ ବସିବେ। କୃଷକ ନେତା ଗୁରନାମ ସିଂହ ଚାନ୍ଦୁନିଙ୍କ କହିବା ଅନୁଯାୟୀ ସକାଳ ୮ଟାରୁ ଅପରାହ୍ଣ ୫ଟା (୯ଘଣ୍ଟା) ପର୍ଯ୍ୟନ୍ତ ଆନ୍ଦୋଳନକାରୀ କୃଷକ ଅନଶନରେ ବସିବେ। ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ…
Read More...

ଆଜି ମଧ୍ୟ ରାତ୍ରିରୁ ୨୪ ଘଣ୍ଟିଆ ଉପଲବ୍ଧ ହେବ ଆରଟିଜିଏସ ସେବା

ମୁମ୍ବାଇ : ଆଜି ମଧ୍ୟରାତି (ରବିବାର-ସୋମବାର ରାତି ୧୨ଟା ୩୦ମିନିଟ) ଠାରୁ ଆରଟିଜିଏସ ସେବା ଦିନର ସବୁ ସମୟ ଓ ସପ୍ତାହର ସବୁଦିନ ଉପଲବ୍ଧ ହେବ ।ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା ଘୋଷଣା କରିବାବେଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ…
Read More...

କୃଷି ଆଇନକୁ ବିରୋଧ କରୁଥିବା କୃଷକମାନଙ୍କୁ ସମର୍ଥନ କରି ଇସ୍ତଫା ଦେଲେ ପଞ୍ଜାବ ‘ଡିଆଇଜି’

ନୂଆଦିଲ୍ଲୀ: ତିନି ନୂତନ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନଙ୍କ ପ୍ରତି ସମର୍ଥନ ଜଣାଇ ପଞ୍ଜାବ ‘ଡେପୁଟି ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ (ଜେଲ୍‌) ଲକ୍ଷ୍ମୀନ୍ଦର୍‌ ସିଂହ ଜଖର ଚାକିରିରୁ ଇସ୍ତଫା ଦେଇଛନ୍ତି। ଶନିବାର ଦିନ ସେ ପଞ୍ଜାବ ସରକାରଙ୍କୁ ଇସ୍ତଫା ପତ୍ର ପ୍ରଦାନ…
Read More...

କେରଳ ସମେତ ୫ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମାଗଣାରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ସାରା ବିଶ୍ୱ ଏବେ ତତ୍ପର । କେବେ ସମସ୍ତଙ୍କୁ ମିଳିବ ଟିକା । ଟିକା କେତେ ଫଳପ୍ରଦ ହେବ ତାକୁ ନେଇ ରାଷ୍ଟ୍ରମୁଖ୍ୟମାନେ ଏବେ ବିଚାର ବିମର୍ଶ କରିବାରେ ଲାଗିଛନ୍ତି । ହେଲେ ସାଧାରଣ ଲୋକଟି ଭାବୁଛି ତାକୁ ଟିକା ମାଗଣାରେ ମିଳିବ ନା ଟିକା ବାବଦରେ ସରକାର…
Read More...