Browsing Category

ପ୍ରମୁଖ ଖବର

ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ଗଜପତି : ଗଜପତି ଜିଲାରେ ଗୋଷାଣି ବ୍ଲକ ଲାବନ୍ୟଗଡ ପଞ୍ଚାୟତର ଏସ.ରାଉତପୁର ସ୍କୁଲ ସହାୟକ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ମଙ୍ଗଳବାର ଜଣାପଡିଛି। ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତଠୁଳ ଅଭିଯୋଗରେ ଚଢାଉ କରାଯାଇଛି। ପାରାଳାଖେମୁଣ୍ଡି ଥାନା ଏରଡେଲାସାହି…
Read More...

ଆସନ୍ତା ଚାରିରୁ ଛଅ ମାସ କରୋନାର ପ୍ରକୋପ ବହୁତ ଅଧିକ : ବିଲ୍ ଗେଟ୍ସ

ୱାଶିଂଟନ : ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଚେତାବନୀ ଦେଇ କହିଛନ୍ତି ଯେ, ଆସନ୍ତା ଚାରିରୁ ଛଅ ମାସ ମଧ୍ୟରେ କରୋନା ଭୂତାଣୁର ପ୍ରକୋପ ବହୁତ ଅଧିକ ହୋଇପାରେ। ସୂଚନାଯୋଗ୍ୟ ତାଙ୍କର ‘ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍’ କୋଭିଡ୍ -୧୯ ଟିକା ପ୍ରସ୍ତୁତି ଏବଂ ବିତରଣ…
Read More...

୨୦୨୧-୨୨ କେନ୍ଦ୍ର ବଜେଟ୍‍ : ଅର୍ଥମନ୍ତ୍ରୀଙ୍କ ପ୍ରାକ୍‍ ବଜେଟ୍‍ ଆଲୋଚନା

ନୂଆଦିଲ୍ଲୀ :  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ କେନ୍ଦ୍ର ବଜେଟ୍‍ ପୂର୍ବରୁ ସୋମବାର ଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କ ସହ ପ୍ରାକ୍‍ ବଜେଟ୍‍ ଆଲୋଚନା ଆରମ୍ଭ କରିଛନ୍ତି। ଅର୍ଥ ସଚିବ ଡକ୍ଟର ଏ.ବି. ପାଣ୍ଡେ, ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ତରୁଣ ବଜାଜ୍‍, ମୁଖ୍ୟ ଅର୍ଥନୈତିକ…
Read More...

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୫୫ ଲିଟର ଦେଶୀ ମଦ ଓ ୫ ଶହ କେଜି ମହୁଲ ପୋଚ ଜବତ

ତୁଷୁରା: ତୁଷୁରା ଅବକାରୀ ବିଭାଗ ପକ୍ଷରୁ ଗୁଡ଼ଭେଲା ଓ ଦେଓଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫୫ ଲିଟର ଦେଶୀ ମଦ ଓ ୫ ଶହ କେଜି ମହୁଲ ପୋଚ ଜବତ କରାଯାଇଛି। ବଲାଙ୍ଗିର ଅବକାରୀ ବିଭାଗ ସଦର ଇନ୍ସପେକ୍ଟର ଉଦେଲାଲ ନାଏକଙ୍କ ତତ୍ୱାବଧାନରେ ଚଢ଼ାଉ କରାଯାଇ ଦେଓଗାଁ ବ୍ଲକ ଅର୍ନ୍ତଗତ…
Read More...

ଦେଶରେ ଲାଗୁ ହେଲା ୨୪ ଘଣ୍ଟିଆ RTGS ବ୍ୟବସ୍ଥା

ନୂଆଦିଲ୍ଲୀ :  ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଆରଟିଜିଏସ୍ ମାଧ୍ୟମରେ ଦିନରାତି ୨୪ ଘଣ୍ଟା ଅର୍ଥ ନେଣଦେଣ ବ୍ୟବସ୍ଥା ଆରମ୍ଭ କରିଛି। ରିଜର୍ଭ ବ୍ୟାଙ୍କ୍‍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ବିଷୟରେ ଘୋଷଣା କରିଛନ୍ତି। ଏକ ଟ୍ୱିଟ୍‍ କରି ସେ କହିଛନ୍ତି, ରବିବାର ରାତିଠାରୁ ଆରଟିଜିଏସ୍ ମାଧ୍ୟମରେ…
Read More...

ନିୟମ ମାନିଲେ ଖୋଲିବ ମନ୍ଦିର

ଭୁବନେଶ୍ୱର : ରାଜ୍ୟ ମନ୍ଦିର ଖୋଲିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ପାଇଁ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ଦୋବତ୍ତର କମିଶନ ପ୍ରଦାନ କରିଛନ୍ତି। ଏଥିରେ ଦୋବତ୍ତର କମିଶନ…
Read More...

IOCL ପକ୍ଷରୁ ପାରାଦୀପ-ହାଇଦ୍ରାବାଦ ପାଇପ୍ ଲାଇନ କାର୍ଯ୍ୟକୁ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ

ଏରସମା:ଢିଙ୍କିଆ ପଞ୍ଚାୟତ ଗ୍ରାମବାସୀ ପାରାଦୀପ-ହାଇଦ୍ରାବାଦ ପାଇପ୍ ଲାଇନ କାର୍ଯ୍ୟକୁ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଢିଙ୍କିଆ ପଞ୍ଚାୟତର ଢ଼ିଙ୍କିଆ, ଗୋବିନ୍ଦପୁର, ତ୍ରୀଲୋଚନପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ପ୍ରଥମେ ଢିଙ୍କିଆ ଫୁଲଖାଇ ମନ୍ଦିର ନିକଟରେ…
Read More...

ଆଉ ଗୋଟିଏ ଦେଶରେ ଫାଇଜର କରୋନା ଟିକାକୁ ମିଳିଲା ଅନୁମତି

ସିଙ୍ଗାପୁର: ବ୍ରିଟେନ, ବାହାରିନ ଓ ଆମେରିକା ପରେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ସିଙ୍ଗାପୁରରେ ଗ୍ରୀନ ସିଗ୍ନାଲ ମିଳିଛି। ଡିସେମ୍ବର ଶେଷ ଭାଗରେ ଏହାର ପ୍ରଥମ ଡୋଜ୍‌ ଲୋକଙ୍କୁ ଦିଆଯିବ ବୋଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ଘୋଷଣା କରିଛନ୍ତି। ସେ କହିଛନ୍ତି,…
Read More...

ଧରାପଡ଼ିଗଲା ଚୋରା ପୀରତି, ଭାଣିଜୀକୁ ମାରି ପୋତି ଦେଲା ମାଇଁ!

ଜଳେଶ୍ୱର : ସମ୍ପର୍କୀୟ ମାମୁ ଓ ମାଇଁଙ୍କ ଅନୈତିକ ସମ୍ପର୍କକୁ ଦେଖି ନେଇଥିଲା ୭ ବର୍ଷର ଭାଣିଜୀ। ତେଣୁ ଧରାପଡ଼ିଯିବା ଭୟରେ ତାକୁ ମାରି ପୋଖରୀରେ ପୋତି ଦେଇଥିଲା ମାଇଁ। କିନ୍ତୁ ଫେଲ୍ ମାରିଲା ଯୋଜନା। ନିଖୋଜ ହେବାର ତିନି ଦିନ ପରେ ପୁଲିସ୍ ଶବକୁ ଜବତ କଲା ଓ ରାକ୍ଷସୀ ମାଇଁର ମୁଖା…
Read More...

ପୁଣି ସ୍ୱାଭିମାନ ଅଞ୍ଚଳରେ ପୁଲିସ ମହାନିର୍ଦେଶକ ଅଭୟ

ମାଲକାନଗିରି: କିଛିଦିନ ର ବ୍ୟବଧାନ ପରେ ପୁଣି ରାଜ୍ୟ ପୁଲିସ ମୁଖ୍ୟ ତଥା ପୁଲିସ ମହାନିର୍ଦେଶକ ଅଭୟ ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି। ଗତକାଲି ଏନକାଉଣ୍ଟରରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟଣା ପରେ ଜବାନଙ୍କ ମନୋବଳ ବଢାଇବା ପାଇଁ ଡିଜିଙ୍କ ଏହି ଗସ୍ତ ହୋଇଥିଲ। ଏକ…
Read More...