Browsing Category

ପ୍ରମୁଖ ଖବର

୫ ଜିଲାରୁ କରୋନାରେ ଆଖି ବୁଜିଲେ ୫ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୫ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାସହ ମୋଟ କରୋନା କରୋନା ଜନିତ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୭୯୪କୁ ଛୁଇଁଛି। ମୃତକଙ୍କ ମଧ୍ୟରେ ବଲାଙ୍ଗୀର, ଖୋର୍ଦ୍ଧା, କେନ୍ଦୁଝର,
Read More...

କେମିକାଲ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ

ଅହମଦାବାଦ: ଗୁଜରାଟର ଅହମଦାବାଦ ଅନ୍ତର୍ଗତ ଭାତଭା ଶିଳ୍ପାଞ୍ଚଳରେ ଥିବା ଗୋଟିଏ କେମିକାଲ ଫ୍ୟାକ୍ଟ୍ରିରେ ଆଜି ଭୋରରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ୟାକ୍ଟ୍ରିରେ ନିଆଁ ଲାଗିବାରୁ ଏହାର ଆଖପାଖ ଅଞ୍ଚଳକୁ ମଧ୍ୟ ଏହା ବ୍ୟାପି ଯାଇଛି। ନିଆଁ କେମିତି ଲାଗିଲା ଓ ଏହାଦ୍ୱାରା କ’ଣ କ୍ଷୟକ୍ଷତି
Read More...

ନାବାଳକ ସ୍କୁଟି ଚାଳକକୁ ୨୬ ହଜାର ଟଙ୍କାର ଫାଇନ୍

ଭୁବେନଶ୍ୱର : ଭୁବନେଶ୍ୱରେ ଜଣେ ନାବାଳକକୁ ସ୍କୁଟି ଚଲାଇବା ପଡିଲା ମହଙ୍ଗା । କଟିଲା ମୋଟା ଅଙ୍କର ଫାଇନ। ଟ୍ରାଫିକ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ୨୬ ହଜାର ଟଙ୍କାର ଫାଇନ କାଟିଲେ ପୁଲିସ ବାବୁ । ଭୁବନେଶ୍ୱର ଖଣ୍ଡଗିରି ଛକ ଠାରେ ଏଭଳି ଫାଇନ୍ କରିଛି କମିଶନରେଟ ପୁଲିସ । ଗାଡି ଚାଳକ ଜଣକ
Read More...

କରୋନା ରୋଗୀଙ୍କ ଘର ବାହାରେ ଲାଗିବନି ପୋଷ୍ଟର: ସୁପ୍ରମିକୋର୍ଟ

ନୂଆଦିଲ୍ଲୀ: ଏଣିକି ସରକାର କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇପାରିବେନି। ଏହା ଉପରେ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇଛନ୍ତି। କୌଣସି ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ ତାଙ୍କ ଘର ବାହାରେ ପ୍ରଶାସନ ପକ୍ଷରୁ ଚେତାବନୀ ସମ୍ପର୍କିତ ପୋଷ୍ଟର ବା ସାଇନେଜ୍‌ ଲଗାଯାଉଛି। କିନ୍ତୁ
Read More...

ବିଛା ବିଷରୁ କୋଟିପତି

ଦୁନିଆରେ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜର ଅଜବ ପେସା ପାଇଁ ଚର୍ଚ୍ଚାରେ ରହିଆସନ୍ତି। କେବଳ ଚର୍ଚ୍ଚା ନୁହେଁ, ତାହା ସେମାନଙ୍କୁ ନିଜ କ୍ୟାରିୟରରେ ସଫଳତା ମଧ୍ୟ ଦେଇଥାଏ। ଏଭଳି ଜଣେ ବ୍ୟକ୍ତି ହେଲେ ମିଶରର ମହମ୍ମଦ ହାମ୍‌ଦୀ ବୋସ୍ତା। ତାଙ୍କର ପେସା ଆଉ ନିଶା ହେଉଛି କଙ୍କଡ଼ା ବିଛା
Read More...

ରୁପ୍‌ସାରେ ଦନ୍ତା ହାତୀର ଉପଦ୍ରବ

ରୁପ୍‌ସା: ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକ୍ର ରୁପ୍‌ସା ଥାନା ଅନ୍ତର୍ଗତ ଗଡ଼ପଦା ପଞ୍ଚାୟତକୁ ମଙ୍ଗଳବାର ଝାଡ଼ଖଣ୍ଡରୁ ଏକ ଦନ୍ତା ହାତୀ ପଶି ଆସିଥିଲା। ସ୍ଥାନୀୟ ଅଞ୍ଚଳର ଧାନ ଫସଲ ନଷ୍ଟ କରିବା ସହିତ କୁଳଗ୍ରାମର ଏକ ଫାର୍ମ ହାଉସ୍‌ର ଘର‌କୁ ଭାଙ୍ଗିଦେଇଛି। ଧାନ ଫସଲ ନଷ୍ଟ କରୁଥିବାରୁ
Read More...

ହୀରାକୁଦ ଜଳଭଣ୍ଡାରରୁ ଦୁଇ ପକ୍ଷୀ ଉଦ୍ଧାର, ଶିକାରୀ ଗିରଫ

କନକତୋରା: ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ଅନ୍ତର୍ଗତ ଉପାନ୍ତ ୧୯ଖଣ୍ଡ ମୌଜା ଧୁଲୁଣ୍ଡାର ହୀରାକୁଦ ଜଳଭଣ୍ଡାରରୁ ଜଣେ ପକ୍ଷୀ ଶିକାରୀ ଗିରଫ ହୋଇଥିବାର ଖବର ମିଳିଛିାମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ବନ ବିଭାଗ ଅତର୍କିତ ଚଢ଼ଉ କରି ଦୁଇ ହଂସରେଳ ପକ୍ଷୀ ସହିତ ଶିକାରୀ ପ୍ରଦୀପ
Read More...

ରାଜ୍ୟରେ ଆଉ ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ବୁଧବାର ଆଉ ୩୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୨୨୯୯ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବାବେଳେ ୧୬୩ ଜଣ ସ୍ଥାନୀୟ ବାସିନ୍ଦା
Read More...

ବିଶ୍ଵର ୧୦୦ ପ୍ରଭାବଶାଳୀ ମହିଳାଙ୍କ ସୂଚୀରେ ୪ ଭାରତୀୟ

ନୂଆଦିଲ୍ଲୀ: ବିଶ୍ଵର ୧୦୦ ପ୍ରଭାବଶାଳୀ ମହିଳାଙ୍କ ସୂଚୀରେ ୪ ଜଣ ଭାରତୀୟଙ୍କ ନାମ ସ୍ଥାନ ପାଇଛି। ଏହି ୪ ମହିଳା ହେଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାୟୋକନ୍‌ ପ୍ରତିଷ୍ଠାତା କିରଣ ମଜୁମଦାର ଶ, ଏଚସିଏଲ ଏଣ୍ଟରପ୍ରାଇଜ୍‌ର ସିଇଓ ରୋଶନୀ ନାଦର ମାଲହୋତ୍ରା ଏବଂ ଲ୍ୟାଣ୍ଡମାର୍କ
Read More...

ପୁଲୱାମାରେ ଏନକାଉଣ୍ଟର ; ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଥିବା ନେଇ ବୁଧବାର ଜଣାପଡ଼ିଛି। ପୁଲୱାମାର ଟିକନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ବତ୍ତର୍ମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ,
Read More...