Browsing Category

ପ୍ରମୁଖ ଖବର

ଦେଶରେ କୋଭିଡ ଆରୋଗ୍ୟ ହାର ୯୪.୭୪%

ନୂଆଦିଲ୍ଲୀ: ଦେଶରେ କୋଭିଡ ଆରୋଗ୍ୟ ହାର ୯୪.୭୪ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୨୪ଘଂଟା ମଧ୍ୟରେ ୩୭ହଜାର ୭୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ କୋଭିଡରୁ ଆରୋଗ୍ୟଙ୍କ ସଂଖ୍ୟା ୯୨ଲକ୍ଷ ୫୩ହଜାର ୩୦୬ରେ ପହଂଚିଛି ।ସେହିପରି ଗତ ୨୪ଘଂଟା ଭିତରେ ୩୧ହଜାର ୫୨୨ଜଣ ଲୋକ କୋଭିଡରେ…
Read More...

୨୦୨୨ ଅଗଷ୍ଟ ସୁଦ୍ଧା ନୂଆ ରୂପ ନେବ ବରମୁଣ୍ଡା ବସ ଟର୍ମିନାଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତିକରଣ କାମ ଦେଖିବା ସହ ଏହାର ତଦାରଖ ଓ ସମୀକ୍ଷା କରଛନ୍ତି । ୧୧ ଏକର ଜମିରେ ଏହି ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ ନିର୍ମାଣ ହେବ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୨…
Read More...

ଓଲଟିଲା ବସ : ୪୦ ଆହତ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗୁରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେଥିରୁ ୩ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।…
Read More...

କୃଷି ଆଇନ ଉପରେ କହିଲେ ତୋମାର, କୃଷକଙ୍କୁ ସ୍ୱାର୍ଥକୁ ସରକାର ଦେଉଛନ୍ତି ସର୍ବାଧିକ ଗୁରୁତ୍ୱ

ଦେଶରେ ନୂଆ କୃଷି ଆଇନକୁ ନେଇ ଗତ ୧୪ ଦିନ ଧରି କୃଷକ ସଂଗଠନ ଦ୍ୱାରା ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆଲୋଚନା ଆରମ୍ଭରେ ପଶ୍ଚିମବଙ୍ଗରେ ବିଜେପି…
Read More...

ଲାଞ୍ଚ ବିରୋଧରେ ମଞ୍ଚରେ ଭାଷଣ ଦେଲେ, ଘଣ୍ଟାଏ ପରେ ଲାଞ୍ଚ ନେଇ ନିଜେ ଗିରଫ ହେଲେ ଅତିରିକ୍ତ ଏସପି

ଲାଞ୍ଚ ବିରୋଧରେ ମଞ୍ଚରେ ଜୋରଦାର ଭାଷଣ ଦେଲେ। ଏହାର ଠିକ୍‌ ୧ ଘଣ୍ଟା ପରେ ଲାଞ୍ଚ ନେଉଥିବାବେଳେ ନିଜ ବିଭାଗର କର୍ମଚାରୀଙ୍କ ହାତରେ ଗିରଫ ହେଲେ। ଏପରି ଘଟଣା ଘଟିଛି ରାଜସ୍ଥାନର ଜୟପୁର ସାୱାଇ ମାଧୋପୁର ଅଞ୍ଚଳରେ। ଲାଞ୍ଚ ନେଇ ଗିରଫ ହୋଇଛନ୍ତି ଆଣ୍ଟି କରପ୍‌ସନ ବ୍ୟୁରୋ(ଏସିବି)ର ଅତିରିକ୍ତ…
Read More...

ପାକ୍‌ର ଆଶଙ୍କା; ଭାରତ କରିପାରେ ସର୍ଜିକାଲ୍‌ ଷ୍ଟାଇକ୍‌

ଇସଲାମାବାଦ: ପାକିସ୍ତାନକୁ ପୁଣି ଥରେ ଭାରତର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଭୟ ଘାରିଛି। ଭାରତ ଦେଶରେ ଚାଲିଥିବା କୃଷି ଆନ୍ଦୋଳନରୁ ଧ୍ୟାନ ହଟାଇବା ଲାଗି ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିପାରେ ବୋଲି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଶଙ୍କା କରିଛି। ଏ ସମ୍ପର୍କରେ ପାକିସ୍ତାର ପ୍ରମୁଖ…
Read More...

‘ଆତ୍ମନିର୍ଭର ଭାରତ’ର ସାକ୍ଷୀ ହେବ ନୂଆ ସଂସଦ ଭବନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ଏହି ନୂଆ ସଂସଦ ଭବନ ‘ଆତ୍ମନିର୍ଭରଶୀଳ ଭାରତ’ର ସାକ୍ଷୀ ହେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସଂସଦ ଭବନରେ ଆମ ଦେଶ ଏବଂ ସମ୍ବିଧାନର ନିର୍ମାଣ ହୋଇଛି। ଆମ ସଂସଦ…
Read More...

୫ ଦିନିକିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବେ ଆକାଶ ପାଠକ

ଭୁବନେଶ୍ୱର : ପାଠକ ବାପ-ପୁଅଙ୍କ ପାଇଁ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ଏବେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ। ଆକାଶଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଭୁବନେଶ୍ୱର SDJM…
Read More...

କୋକେନ୍‌ ସହ ଗିରଫ ହେଲେ ପ୍ରସିଦ୍ଧ ବଲିଉଡ୍‌ ମେକ୍‌ଅପ୍‌ ଆର୍ଟିଷ୍ଟ

ମୁମ୍ବାଇ: କୋକେନ୍‌ ରଖିବା ଅଭିଯୋଗରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ(ଏନସିବି) ବଲିଉଡ୍‌ର ଜଣେ ପ୍ରସିଦ୍ଧ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ଗୁରୁବାର ଗିରଫ କରିଛି। ସେ ହେଲେ ସୁରଜ ଗୋଡାମ୍ବେ। ବଲିଉଡ୍‌ର ଏକ ଆଗଧାଡ଼ିର ପ୍ରଡକ୍ସନ ହାଉସ୍‌ର ମେକ୍‌-ଅପ୍‌ ବିଭାଗରେ ସେ ମୁଖ୍ୟ (ଏଚଓଡି) ଭାବେ…
Read More...

ସମ୍ବିତ ପାତ୍ରଙ୍କ କାର୍‌କୁ ଆକ୍ରମଣ

ଭୁବନେଶ୍ଵର: ବିଜେପିର ବରିଷ୍ଠ ନେତା ତଥା ମୁଖପାତ୍ର ସମ୍ବିତ ପାତ୍ରଙ୍କ କାର୍‌କୁ ଆକ୍ରମଣ କରାଯାଇଛି। ସେ ପଶ୍ଚିମବଙ୍ଗରେ ଥିବାବେଳେ ଏହି ଆକ୍ରମଣ ହୋଇଛି। ପାତ୍ର ଦଳୀୟ କାର୍ଯ୍ୟକର୍ତ୍ତମାନଙ୍କ ସହିତ କାରରେ ଯାଉଥିବାବେଳେ କିଛି ବ୍ୟକ୍ତି ତାଙ୍କ ଗାଡ଼ିକୁ ଅଟକାଇ କାଚ ଭାଙ୍ଗି ଦେଇଛନ୍ତି। …
Read More...