Browsing Category

ପ୍ରମୁଖ ଖବର

ଭାରତରେ 5-G ଶୁଭାରମ୍ଭ ନେଇ ମୁକେଶଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ, ଚୀନ ଏବଂ ଆମେରିକାରେ 5-G ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଗଲାଣି। ଚୀନ 6-G ଉପରେ କାର୍ଯ୍ୟ ଆରମ୍ଭ କଲାଣି। କିନ୍ତୁ ଭାରତରେ ଏବେ ବି 4-G ଇଣ୍ଟରନେଟ୍‌ ସେବା ଜାରି ରହିଛି। 5-G ଲଞ୍ଚ କରାଯିବା ନେଇ ବହୁ ଆଗରୁ ଘୋଷଣା ହୋଇଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ତାହା
Read More...

ସବୁଠି ବନ୍ଦ ପ୍ରଭାବ; ଭୁବନେଶ୍ଵରରେ ରେଳରୋକୋ, ରାସ୍ତା ଅବରୋଧ

ଭୁବନେଶ୍ଵର: କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି ଚାଷୀ ଆନ୍ଦୋଳନ ଚାଲିବା ପରେ ମଙ୍ଗଳବାର ଭାରତ ବନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ସମେତ ବିଭିନ୍ନ ଜିଲାରେ ମଙ୍ଗଳବାର ସକାଳୁ ବନ୍ଦର ପ୍ରଭାବ ଦେଖାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା
Read More...

ଇନ୍‌ଭେଷ୍ଟ ଇଣ୍ଡିଆକୁ ‘ଜାତିସଂଘ ନିବେଶ ପ୍ରୋତ୍ସାହନ ପୁରସ୍କାର’

ନୂଆଦିଲ୍ଲୀ: ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (ୟୁଏନସିଟିଏଡି) ପକ୍ଷରୁ ‘ଇନ୍‌ଭେଷ୍ଟ ଇଣ୍ଡିଆ’କୁ ମିଳିତ ଜାତିସଂଘ ନିବେଶ ପ୍ରୋତ୍ସାହନ ପୁରସ୍କାର ୨୦୨୦ର ବିଜେତା ଘୋଷଣା କରାଯାଇଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇନ୍‌ଭେଷ୍ଟ ଇଣ୍ଡିଆ’କୁ ଶୁଭେଚ୍ଛା
Read More...

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଗୃହବନ୍ଦୀ କରାଯାଇଛି। ଦିଲ୍ଲୀ ପୁଲିସ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଗୃହବନ୍ଦୀ କରିଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ଟ୍ବିଟ୍‌ କରି ସୂଚନା ଦେଇଛି। ତେବେ ଆପ୍‌ର ଏହି ଅଭିଯୋଗକୁ ଖଣ୍ଡନ କରିଛି ଦିଲ୍ଲୀ ପୁଲିସ। ଗତ
Read More...

ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ଚିହ୍ନଟ ଆକ୍ରାନ୍ତ ୩୪୯

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୩୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୯୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୯୧୩କୁ ବୃଦ୍ଧି ପାଇଛି। ୩,୧୬,୪୪୭ ସୁସ୍ଥ ହୋଇ ଘରକୁ ଫେରିଥିବା
Read More...

ପୁତୁରାର ଠେଙ୍ଗା ମାଡରେ କକା ଖୁଡି ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ଭଅଁରପୁର ଗ୍ରାମରେ ଜମିଜମା ବିବାଦ କୁ ନେଇ ପୁତୁରାର ଢେଙ୍ଗା ମାଡରେ କକା ଖୁଡି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମେଡିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଭଅଁରପୁର ଗ୍ରାମର
Read More...

ଆଜି ଭାରତ ବନ୍ଦ : ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ପାଳନ

ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି କୃଷକଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତା କାଲି(ମଙ୍ଗଳବାର) ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ୪ ଘଣ୍ଟା କାଳ ଏହି ବନ୍ଦ ପାଳନ ହେବ। ବନ୍ଦ ବେଳେ ଯେମିତି କିଛି
Read More...

ଭାରତର କୋଭିଡ ଟିକା ବିକାଶ ନିରୀକ୍ଷଣ କରିବେ ୮୦ଟି ଦେଶ

ବିଶ୍ୱର ପ୍ରାୟ ୮୦ଟି ଦେଶର ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତ ଚଳିତ ମାସ ୯ ତାରିଖରେ ହାଇଦ୍ରାବାଦ୍‍ ଗସ୍ତ କରିବା ସହ କେତେକ ପ୍ରମୁଖ ଗବେଷଣାଗାର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଶରେ ହେଉଥିବା ପ୍ରମୁଖ ଗବେଷଣା ଏବଂ ବିକାଶ କାର୍ଯ୍ୟ ବିଷୟରେ
Read More...

ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ମତଦାନ ଆରମ୍ଭ

ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିରେ ଜାମ୍ମୁ କାଶ୍ମୀର ଡିଭିଜନ୍‍ର ୧୭ଟି ଜିଲ୍ଲା ବିକାଶ ପରିଷଦ ଆସନ ରହିଛି। ଏହାଛଡ଼ା ଏହି ପର୍ଯ୍ୟାୟରେ ଖାଲି ପଡ଼ିଥିବା ୫୦ଟି ସରପଞ୍ଚ ଆସନ ଏବଂ ୨୧୬ଟି ପଞ୍ଚ ଆସନ ପାଇଁ ମଧ୍ୟ ମତଦାନ
Read More...

‘ସେଣ୍ଟ୍ରାଲ୍‌ ଭିଷ୍ଟା’କୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: ନୂଆ ସାଂସଦ ଭବନ ‘ସେଣ୍ଟ୍ରାଲ ଭିଷ୍ଟା’କୁ ନେଇ ଦାୟର ହୋଇଥିବା ପିଟିଶନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଏହି ପ୍ରକଳ୍ପ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଯେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ନ ଶୁଣାଇଛନ୍ତି, ସେ ଯାଏ
Read More...