Browsing Category

ପ୍ରମୁଖ ଖବର

ଭାରତର କୋଭିଡ ଟିକା ବିକାଶ ନିରୀକ୍ଷଣ କରିବେ ୮୦ଟି ଦେଶ

ବିଶ୍ୱର ପ୍ରାୟ ୮୦ଟି ଦେଶର ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତ ଚଳିତ ମାସ ୯ ତାରିଖରେ ହାଇଦ୍ରାବାଦ୍‍ ଗସ୍ତ କରିବା ସହ କେତେକ ପ୍ରମୁଖ ଗବେଷଣାଗାର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଶରେ ହେଉଥିବା ପ୍ରମୁଖ ଗବେଷଣା ଏବଂ ବିକାଶ କାର୍ଯ୍ୟ ବିଷୟରେ…
Read More...

ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ମତଦାନ ଆରମ୍ଭ

ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିରେ ଜାମ୍ମୁ କାଶ୍ମୀର ଡିଭିଜନ୍‍ର ୧୭ଟି ଜିଲ୍ଲା ବିକାଶ ପରିଷଦ ଆସନ ରହିଛି। ଏହାଛଡ଼ା ଏହି ପର୍ଯ୍ୟାୟରେ ଖାଲି ପଡ଼ିଥିବା ୫୦ଟି ସରପଞ୍ଚ ଆସନ ଏବଂ ୨୧୬ଟି ପଞ୍ଚ ଆସନ ପାଇଁ ମଧ୍ୟ ମତଦାନ…
Read More...

‘ସେଣ୍ଟ୍ରାଲ୍‌ ଭିଷ୍ଟା’କୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: ନୂଆ ସାଂସଦ ଭବନ ‘ସେଣ୍ଟ୍ରାଲ ଭିଷ୍ଟା’କୁ ନେଇ ଦାୟର ହୋଇଥିବା ପିଟିଶନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଏହି ପ୍ରକଳ୍ପ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଯେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ନ ଶୁଣାଇଛନ୍ତି, ସେ ଯାଏ…
Read More...

ଆଜିଠାରୁ ଆରମ୍ଭ ହେଉଛି କର୍ଣ୍ଣାଟକ ବିଧାନସଭାର ଶୀତକାଳୀନ ଅଧିବେଶନ

କର୍ଣ୍ଣାଟକ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଗତକାଲି ବାଚସ୍ପତି ବିଶ୍ୱେସ୍ୱର ହେଗଡେ କାଗେରୀ ଏ ନେଇ ସମୀକ୍ଷା କରିଥିଲେ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସମସ୍ତ କୋଭିଡ୍‍ ନିୟମାବଳୀ ଅନୁସରଣ କରାଯିବ ବୋଲି ସେ କହିଛନ୍ତି। ଏହି…
Read More...

କେଜ୍ରିୱାଲ୍‌ କହିଲେ- ୯ଟି ଷ୍ଟାଡିୟମକୁ ଜେଲ୍‌ କରିବାକୁ ଚାପ ପଡ଼ିଥିଲା

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଜାରି ରହିଥିବା କୃଷକଙ୍କ ଆନ୍ଦୋଳନ ସୋମବାର ୧୨ ଦିନରେ ପହଞ୍ଚିଛି। ୩ଟି ଯାକ ନୂଆ ଆଇନକୁ ନିରସ୍ତ୍ର କରିବାକୁ ଚାଷୀମାନେ ଜିଦ୍‌ରେ ଅଟଳ ରହିଛନ୍ତି। ୮ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ୧୧ଟି ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ସଂଗଠନ ପକ୍ଷରୁ…
Read More...

ଶୀତର ଆରମ୍ଭ; ମଥୁରାରେ ପ୍ରଭୁଙ୍କୁ ପିନ୍ଧାଯାଉଛି ଶୀତବସ୍ତ୍ର

ମଥୁରା : କୁହାଯାଏ ଥଣ୍ଡା, ଖରାର ପ୍ରଭାବ କେବଳ ମନୁଷ୍ୟ ନୁହେଁ ବରଂ ଭଗବାନଙ୍କୁ ମଧ୍ୟ ହୋଇଥାଏ। ଏହି ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଭଗବାଙ୍କର ମଧ୍ୟ ଶୀତ ଓ ଖରାର ଦିନରେ କିଛି ସ୍ୱତନ୍ତ୍ର ନୀତିନିୟମ ମଧ୍ୟ ପାଳନ କରାଯାଏ। ଏହି ସମାନ ବିଶ୍ୱାସ ଅନୁଯାୟୀ, ଭଗବାନ କୃଷ୍ଣଙ୍କ ମନ୍ଦିରରେ…
Read More...

ଦିଲ୍ଲୀରୁ ୫ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଶକରପୁର ଅଞ୍ଚଳରୁ ସୋମବାର ୫ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଖଲିସ୍ତାନୀ ଆତଙ୍କବାଦୀଙ୍କ ସହିତ ଦିଲ୍ଲୀ ପୁଲିସର ସ୍ପେଶାଲ୍‌ ସ୍କ୍ବାଡ୍‌ ସହିତ ଗୁଳିବିନିମୟ ଘଟିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପଞ୍ଜାବର…
Read More...

‘ପରୀ’ ପାଇଁ ରାଜଭବନ ଆଗରେ ବିଜେପିର ପ୍ରତିବାଦ

ଭୁବନେଶ୍ଵର: ‘ପରୀ’କୁ ନ୍ୟାୟ ଦେବା ଲାଗି ବିଜେପି ଏହାର ଆନ୍ଦୋଳନକୁ ତୀବ୍ର କରିଛି। ସୋମବାର ବିଜେପି ପକ୍ଷରୁ ରାଜଭବନ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଶତାଧିକ ବିଜେପି ନେତା, କର୍ମୀମାନେ ରାଜଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି। ମାମଲାର ସିବିଆଇ ତଦନ୍ତ ସହିତ ମନ୍ତ୍ରୀ ଅରୁଣ ସାହୁଙ୍କ…
Read More...

୨୦୨୧ ମାର୍ଚ୍ଚ ସୁଦ୍ଧା ୧୮୯ଟି ଦେଶକୁ ମିଳିବ ୫୦କୋଟିରୁ ଅଧିକ କରୋନା ଟିକା – ହୁ

ଆସନ୍ତାବର୍ଷ ପ୍ରଥମ ତିନି ମାସ ସୁଦ୍ଧା ୫୦କୋଟିରୁ ଅଧିକ କରୋନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍‍ କହିଛନ୍ତି। ଜେନେଭା ନ୍ୟୁଜ୍‍ କନ୍‍ଫରେନ୍ସରେ ସ୍ୱାମୀନାଥନ କହିଛନ୍ତି, କୋଭାକ୍ସ ଯୋଜନା ଅଧୀନରେ ଏହି ଟିକା…
Read More...

ଆଖି ବୁଜିଲେ ଆଉ ୭କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରନ୍ତଙ୍କ ମୃ୍ତକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେହିଭଳି ଗତକାଲି ଦେଖିବାକୁ ଗଲେ ୬ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୨୪ ଘଂଟା ମଧ୍ୟରେ ୭ଜଣ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ଘଟିଛି । ତେବେ ରାଜ୍ୟରେ ମୋଟ ମୃତ୍ୟୁ…
Read More...