Browsing Category

ପ୍ରମୁଖ ଖବର

ଜି. ଉଦୟଗିରିରେ ବାଇକ୍‌ ରାଲି କରି କୃଷି ଆଇନ ପ୍ରତ୍ୟାହାର ନାରା ଦେଲା କଂଗ୍ରେସ

ଜି.ଉଦୟଗିରି: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ସମଗ୍ର ଜି.ଉଦୟଗିରି ବ୍ଲକରେ ପଡିଥିବା ଦେଖିବାକୁ ମିଳିଛି। ତେବେ ବନ୍ଦ ଶାନ୍ତିପୂର୍ଣ୍ଣ ଥିବାବେଳେ ଏହା ଯୋଗୁ ଯାନବାହନ ଚଳାଚଳ, ଦୋକାନ ବଜାର, ସମସ୍ତ ସରକାରୀ…
Read More...

ଜଳିଗଲା ୬ଟି ଧାନ ଗଦା

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ଗ୍ରାମରେ ମଙ୍ଗଳବାର ଭୋରରୁ ଅଗ୍ନିକାଣ୍ଡ ଘଟି ନିରଞ୍ଜନ ଦେହୁରୀଙ୍କ ୬ଟି ଧାନଗଦା ଜଳିଯାଇଥିବା ଜଣାପଡିଛି। ପୋଡିଯାଇଥିବା ଧାନଗଦାର ଅନୁମୁନିକ ମୂଲ୍ୟ ୫୦ହଜାର ହେବ । ସୂଚନା ଅନୁଯାୟୀ , କୁଶଙ୍ଗ ଗ୍ରାମର ନିରଞ୍ଜନ ଦେହୁରୀ ଧାନ…
Read More...

ଚୀନର ୧୪ ବରିଷ୍ଠ ଅଧିକାରୀଙ୍କୁ ଆମେରିକା ମନା

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଧୀରେ ଧୀରେ ବଢ଼ିବାରେ ଲାଗିଛି। କରୋନା ଭୂତାଣୁକୁ ନେଇ ଆମେରିକା ଚୀନ ବିରୋଧରେ ବିଭିନ୍ନ କଟକଣା ଲଗାଇଥିବା ବେଳେ ଏବେ ହଂକଂ ପ୍ରସଙ୍ଗରେ ମଧ୍ୟ କଡ଼ା ଆଭିମୁଖ୍ୟ ନେଇଛି। ଏହି କ୍ରମରେ ଆମେରିକା ଚୀନର ୧୪ ବରିଷ୍ଠ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ…
Read More...

ଭାରତରେ 5-G ଶୁଭାରମ୍ଭ ନେଇ ମୁକେଶଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ, ଚୀନ ଏବଂ ଆମେରିକାରେ 5-G ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଗଲାଣି। ଚୀନ 6-G ଉପରେ କାର୍ଯ୍ୟ ଆରମ୍ଭ କଲାଣି। କିନ୍ତୁ ଭାରତରେ ଏବେ ବି 4-G ଇଣ୍ଟରନେଟ୍‌ ସେବା ଜାରି ରହିଛି। 5-G ଲଞ୍ଚ କରାଯିବା ନେଇ ବହୁ ଆଗରୁ ଘୋଷଣା ହୋଇଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ତାହା…
Read More...

ସବୁଠି ବନ୍ଦ ପ୍ରଭାବ; ଭୁବନେଶ୍ଵରରେ ରେଳରୋକୋ, ରାସ୍ତା ଅବରୋଧ

ଭୁବନେଶ୍ଵର: କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି ଚାଷୀ ଆନ୍ଦୋଳନ ଚାଲିବା ପରେ ମଙ୍ଗଳବାର ଭାରତ ବନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ସମେତ ବିଭିନ୍ନ ଜିଲାରେ ମଙ୍ଗଳବାର ସକାଳୁ ବନ୍ଦର ପ୍ରଭାବ ଦେଖାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା…
Read More...

ଇନ୍‌ଭେଷ୍ଟ ଇଣ୍ଡିଆକୁ ‘ଜାତିସଂଘ ନିବେଶ ପ୍ରୋତ୍ସାହନ ପୁରସ୍କାର’

ନୂଆଦିଲ୍ଲୀ: ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (ୟୁଏନସିଟିଏଡି) ପକ୍ଷରୁ ‘ଇନ୍‌ଭେଷ୍ଟ ଇଣ୍ଡିଆ’କୁ ମିଳିତ ଜାତିସଂଘ ନିବେଶ ପ୍ରୋତ୍ସାହନ ପୁରସ୍କାର ୨୦୨୦ର ବିଜେତା ଘୋଷଣା କରାଯାଇଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇନ୍‌ଭେଷ୍ଟ ଇଣ୍ଡିଆ’କୁ ଶୁଭେଚ୍ଛା…
Read More...

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଗୃହବନ୍ଦୀ କରାଯାଇଛି। ଦିଲ୍ଲୀ ପୁଲିସ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଗୃହବନ୍ଦୀ କରିଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ଟ୍ବିଟ୍‌ କରି ସୂଚନା ଦେଇଛି। ତେବେ ଆପ୍‌ର ଏହି ଅଭିଯୋଗକୁ ଖଣ୍ଡନ କରିଛି ଦିଲ୍ଲୀ ପୁଲିସ। ଗତ…
Read More...

ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ଚିହ୍ନଟ ଆକ୍ରାନ୍ତ ୩୪୯

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୩୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୯୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୯୧୩କୁ ବୃଦ୍ଧି ପାଇଛି। ୩,୧୬,୪୪୭ ସୁସ୍ଥ ହୋଇ ଘରକୁ ଫେରିଥିବା…
Read More...

ପୁତୁରାର ଠେଙ୍ଗା ମାଡରେ କକା ଖୁଡି ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ଭଅଁରପୁର ଗ୍ରାମରେ ଜମିଜମା ବିବାଦ କୁ ନେଇ ପୁତୁରାର ଢେଙ୍ଗା ମାଡରେ କକା ଖୁଡି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମେଡିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଭଅଁରପୁର ଗ୍ରାମର…
Read More...

ଆଜି ଭାରତ ବନ୍ଦ : ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ପାଳନ

ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି କୃଷକଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତା କାଲି(ମଙ୍ଗଳବାର) ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ୪ ଘଣ୍ଟା କାଳ ଏହି ବନ୍ଦ ପାଳନ ହେବ। ବନ୍ଦ ବେଳେ ଯେମିତି କିଛି…
Read More...