ରାଜ୍ୟରେ ଆଉ ୩୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ଆକ୍ରନ୍ତଙ୍କ ସଂଖ୍ୟା ଦୈନିକ ପାଉଥିବା ଦେଖାଯାଉଛି । ୨୪ ଘଂଟାରେ ଚିହ୍ନଟ ହେଉଥିବା ଆକ୍ରନ୍ତଙ୍କ ସଂଖ୍ୟା ୪୦୦ ମଧ୍ୟରେ ସୀମିତ ରହିଛି । ଏବେ ଆଉ ୩୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଙ୍ଗରୋଧ କେନ୍ଦ୍ରରୁ ୨୧୨, ସ୍ଥାନୀୟ ଅଂଚଳରୁ!-->…
Read More...
Read More...