Browsing Category

ପ୍ରମୁଖ ଖବର

ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; ଆଉ ୫ ମୃତ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହ୍ରାସ ପାଉଛି। ଚିକିତ୍ସାଧୀନ ଅବସ୍ଥାରେ ୨୪ ଘଣ୍ଟାରେ ଆଉ ୫ ଆକ୍ରାନ୍ତ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭୫୫ପହଞ୍ଚିଛି। ଏବେ ୪,୮୧୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ମୃତକଙ୍କ ମଧ୍ୟରେ
Read More...

ଦେଶରେ ୩୫ ହଜାର ୫୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ୫୨୬ମୃତ

ନୂଆଦିଲ୍ଲୀ : ଦେଶରେ ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ଦେଶରେ ୨୪ ଘଣ୍ଟାରେ ୩୫ ହଜାର ୫୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୫୨୬ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
Read More...

ଚୀନକୁ ବାଇଡେନ୍‌ଙ୍କ ଝଟ୍‌କା

ୱାଶିଂଟନ୍‌: ଚୀନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ନେଇ ଆମେରିକା ଚୀନ ଉପରେ କିଛି କଟକଣା ଲଗାଇଥିଲା। ଚୀନରୁ ବିଭିନ୍ନ ସାମଗ୍ରୀ ଆମଦାନୀ ଉପରେ ଟ୍ରମ୍ପ ଶୁଳ୍କ ଲଗାଇଥିଲେ। ସେହିପରି କରୋନା ଭୂତାଣୁ ବ୍ୟାପିବା
Read More...

ସୋରରେ ୨ଟି ଏଟିଏମରୁ ଦୁର୍ବୃତ୍ତଙ୍କ ଲୁଟ

ବାଲେଶ୍ୱର : ବାଲେଶ୍ୱର ଜିଲାର ସୋର ଅଞ୍ଚଳରେ ଗୋଟିଏ ଏଟିଏମରୁ ଲକ୍ଷଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ଅନ୍ୟଟିରୁ ଲୁଟ ଉଦ୍ୟମ ହୋଇଥିବା ଗୁରୁବାର ଜଣପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ପାଖର ଛକ ହିଟାଚି ଏଟିଏମରୁ କେସ ଡ୍ରୟରକୁ କାଟି ଲକ୍ଷଲକ୍ଷ ଟଙ୍କା ଲୁଟ ହୋଇଛି। ଗତକାଲି ଏଟିଏମରେ ଟଙ୍କା
Read More...

ସର୍ବନିମ୍ନ ସ୍ତରରେ ପଜିଟିଭଙ୍କ ସଂଖ୍ୟା ; ନୂଆ ଚିହ୍ନଟ ଆକ୍ରାନ୍ତ ୪୩୪

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। ଆଉ ନୂଆ ଆକ୍ରାନ୍ତ ୪୩୪ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୫। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୦୧୭ରେ ପହଞ୍ଚିଛି। ୩,୧୩,୩୯୪ ସୁସ୍ଥ ହୋଇ
Read More...

ହାତ ଟେକିଦେଲେ ସରକାର: କହିଲେ-ସ୍କୁଲ ଫି’ ଉପରେ ଆମର କୌଣସି କର୍ତ୍ତୃତ୍ୱ ନାହିଁ

କଟକ : ଘରୋଇ ସ୍କୁଲ୍ ଫି’ ଛାଡ଼ ଆବେଦନ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ସ୍କୁଲ ଫି’ ଉପରେ କୌଣସି କର୍ତ୍ତୃତ୍ୱ ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି ରାଜ୍ୟ ସରକାର। ଘରୋଇ ସ୍କୁଲ ଫି’ ନିୟନ୍ତ୍ରଣ ପାଇଁ ଆମର ପଲିସି ନାହିଁ କହିଲେ ସରକାର। ପଞ୍ଜାବ ଓ ହରିୟାଣା
Read More...

ଭଙ୍ଗାଯିବ ଏସ୍‌ସିବି ମେଡିକାଲ୍‌ ପବ୍ଲିକ ସ୍କୁଲ

କଟକ : କଟକ ଏସ୍‌ସିବି ମେଡିକାଲ୍‌ ପରିସରରେ ଥିବା ଏସ୍‌ସିବି ମେଡିକାଲ୍‌ ପବ୍ଲିକ ସ୍କୁଲ ଭଙ୍ଗାଯିବ। ଆଉ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତରିତ କରାଯିବ। ଏସ୍‌ସିବି ମେଡିକାଲ ସଂପ୍ରସାରଣ କାର୍ଯ୍ୟ ପାଇଁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।
Read More...

୪ ବର୍ଷ ଶିଶୁର ଜୀବନ ନେଲା ବେଲୁନ୍

ମୁମ୍ୱାଇ: ୪ ବର୍ଷ ଶିଶୁର ଜୀବନ ନେଲା ବେଲୁନ୍। ରବିବାର ମୁମ୍ୱାଇର ଅନ୍ଧେରୀରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁଟିର ନାମ ଦେବରାଜ ବୋଲି ଜଣାପଡ଼ିଛି। ଦୁଇ ଭାଇ ଭଉଣୀ ଖେଳୁଥିବା ବେଳେ ଦେବରାଜ ପାଟିରେ ବେଲୁନ୍ ପୁରାଇ ଦେଇଥିଲା। ପରେ ଏହା ତଣ୍ଟି ଭିତରକୁ ଯିବା ପରେ ଅଣ ନିଃଶ୍ୱାସୀ ହୋଇ
Read More...

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କଲେ ୫ ଜଣ

ରାଞ୍ଚି: ଜଣେ ୧୫ ବର୍ଷୀୟ ଆଦିବାସୀ ଝିଅଙ୍କୁ ୫ ଜଣ ଯୁବକ ଦୁଷ୍କର୍ମ କରିଛନ୍ତି। ଝାରଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ କରାଅ ପୁଲିସ ଷ୍ଟେସନ ଅଧୀନରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନାବାଳିକା ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ମେଳା ଦେଖି
Read More...

ଏଣିକି ସବୁ ଜରୁରୀ ସେବା ପାଇବା ପାଇଁ ଗୋଟିଏ ହେଲ୍‌ପ୍‌ଲାଇନ୍ ନମ୍ବର‌ ୧୧୨

ଭୁବନେଶ୍ବର : ରାଜ୍ୟରେ ପୁଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ । ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୁଲିସ, ଆମ୍ବୁଲାନ୍‌ସ, ଦମକଳ ତଥା ମହିଳା ହେଲ୍‌ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭନ୍ନ ନମ୍ବରକୁ ଡାଏଲ
Read More...