Browsing Category

ପ୍ରମୁଖ ଖବର

ମାତିଛନ୍ତି ଅନଲାଇନ ଠକ : ବଢ଼ୁଛି ଅନଲାଇନ ଠକେଇ

ସମ୍ବଲପୁର : ଆଜିର ଡିଜିଟାଲ ଯୁଗରେ ମୋବାଇଲ, ଇନ୍ଟରନେଟ, କମ୍ପ୍ୟୁଟର ଲୋକଙ୍କ ଅଭିନ୍ନ ସାଥି ସାଜି ଥିବାରୁ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧିକୁ ରୋକିବା ପାଇଁ ପଶ୍ଚିମ ଓଡିଶାରେ ସମ୍ବଲପୁର ଠାରେ ସାଇବର ଥାନା ଗତ ୨୮ ମାର୍ଚ୍ଚ ୨୦୧୮ ରେ ଆରମ୍ଭ କରାଯାଇଛି। କିନ୍ତୁ ପଶ୍ଚିମ ଓଡିଶାରେ ଦିନକୁ…
Read More...

ମା’ଙ୍କ ସୁନା କାନଫୁଲ ବନ୍ଧକ ରଖି ପାଠ ପଢ଼ିଥିବା କୃଷକ ହେବେ କେବିସିର କୋଟିପତି !

ମୁମ୍ୱାଇ : ଲୋକପ୍ରିୟ ଶୋ’ କୌନ ବନେଗା କରୋଡ଼ ପତିର ସିଜନ୍‌-୧୨ ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ତିନି ଜଣ କୋଟିପତି ମିଳିସାରିବା ପରେ ଶୋ’କୁ ଚତୁର୍ଥ କୋଟିପତି ମିଳିବାକୁ ଯାଉଛି। ବଡ଼ କଥା ହେଉଛି ଏହି ଚତୁର୍ଥ କୋଟିପତି ଭାବରେ କେବିସିର ହଟ୍‌ ସିଟ୍‌ରେ…
Read More...

ଅଫଲାଇନ୍‌ରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର : ମହାମାରୀ କରୋନା ପାଇଁ ପାଠପଢା ଅନ୍‌ଲାଇନରେ ହେଉଥିବା ବେଳେ ପରୀକ୍ଷା କିପରି ହେବ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ ଦେଖାଦେଇଥିଲା। କରୋନା ପାଇଁ ସ୍କୁଲ କଲେଜ ବନ୍ଦ । ପାଢ ପଢା ଅନଲାଇନରେ ହେଉଛି । ତେବେ ଆଗାମୀ ମାଟ୍ରିକ ଓ +୨ ପରୀକ୍ଷା ଅନଲାଇନ କି ଅଫଲାଇନରେ…
Read More...

ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ ; ଅଷ୍ଟ୍ରେଲିଆ ଶୀର୍ଷରେ, ଭାରତ ୬ଷ୍ଠ

କାନ୍‌ବେରା: ଭାରତ ବିପକ୍ଷରେ ଘରୋଇ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିବା ସହ ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ରେ ୪୦ ପଏଣ୍ଟ ହାସଲ କରିଛି ଅଷ୍ଟ୍ରେଲିଆ। ଏହି ୪୦ ପଏଣ୍ଟ ସହ ଅଷ୍ଟ୍ରେଲିଆ ଟେବୁଲର ଶୀର୍ଷରେ ରହିଛି। ତେବେ ୩ୟ ଦିନିକିଆକୁ ୧୩ ରନ୍‌ରେ ଜିତିବା ଯୋଗୁଁ ସୁପର ଲିଗ୍‌…
Read More...

ପରୀ ଯଦି ନ୍ୟାୟ ନପାଇଲା ତେବେ ସରକାରଙ୍କ କ୍ଷମତାରେ ରହିବାର ଅଧିକାର ନାହିଁ : ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର : ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ରହିଛି। ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି । ତେବେ ଏହାରି  ନୟାଗଡ଼ର ପରୀ ହତ୍ୟା…
Read More...

ଟ୍ରକ-ବୋଲେରୋ ଧକ୍କା ; ୩ ବରଯାତ୍ରୀ ମୃତ, ୪ ଗୁରୁତର

ଛତିଶଗଡ : ଛତିଶଗଡ ପୁସୋର ଥାନା ଅର୍ନ୍ତଗତ ପୋଡାତରାଇ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି। ବରଯାତ୍ରୀକୁ ନେଇ ଛତିଶଗଡ ଯାଉଥିବା ଏକ ବୋଲେରୋ ସହ ଏକ ଟ୍ରକ ଧକ୍କା ହେବାରୁ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୪ ଜଣ ଗୁରୁତର ମଧ୍ୟ ହୋଇଛନ୍ତି।…
Read More...

କରୋନା ଟିକାର ମଜାକ୍‌ ଉଡ଼ାଇଲେ ହରଭଜନ, ହେଲେ ଟ୍ରୋଲ୍‌ର ଶିକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବୁରାଡ଼ିଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ଦିନକୁ ଦିନ ଜୋରଦାର ହେବାରେ ଲାଗିଛି। ମଙ୍ଗଳବାର ୩୫ ଜଣ କୃଷକ ନେତା ଏବଂ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିବା ବେଳେ ଗୁରୁବାର ସରକାର ଓ ଚାଷୀଙ୍କ…
Read More...

KGF ନିର୍ଦ୍ଦେଶକଙ୍କ ସହ ହାତ ମିଳାଇଲେ ପ୍ରଭାସ

ଚେନ୍ନାଇ: ସୁପର ହିଟ୍ ଫିଲ୍ମ କେଜିଏଫ୍ ନିର୍ଦ୍ଦେଶକଙ୍କ ସହ ହାତ ମିଳାଇଛନ୍ତି ସାଉଥ ସୁପରଷ୍ଟାର ତଥା ବାହୁବଳୀ ଫେମ୍ ପ୍ରଭାସ । ଏହି ସୁପରଷ୍ଟାରଙ୍କୁ ନେଇ କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏକ ଫିଲ୍ମ ତିଆରି କରୁଛନ୍ତି ।  ତାଙ୍କ ଆଗାମୀ ଫିଲ୍ମ ‘ସଲାର’ରେ ଲିଡ୍ ରୋଲରେ ପ୍ରଭାସ ନଜର…
Read More...

୧୨ ଘଣ୍ଟା ବନ୍ଦ ରହିବ ଏହି ସହର

ବୀରମିତ୍ରପୁର: ଗତ ୧୯ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ହାଜତରେ ତାରିକ୍ ସଲିମ ନାମକ ଯୁବକଙ୍କ ମୃତ୍ୟୁ  ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ପରିବାର ଲୋକେ ସିଧାସଳଖ ପୁଲିସ୍‌କୁ ଦାୟୀ କରିଥିଲେ। ନ୍ୟାସନାଲ ହ୍ୟୁମ୍ୟାନ୍ ରାଇଟସ୍…
Read More...

ଚାଲିଗଲେ ମସଲା କିଙ୍ଗ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ମଶଲା କମ୍ପାନୀ ମହାଶିୟା ଦି ହଟ୍ଟି (MDH)ର ମାଲିକ ମହାଶୟ ଧର୍ମପାଲ୍ ଗୁଲାଟିଙ୍କର ପରଲୋକ ହୋଇଛି। ଗୁରୁବାର ସକାଳ ସାଢ଼େ ୫ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କରୋନାରୁ ସୁସ୍ଥ ହେବା ପରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ…
Read More...