Browsing Category

ପ୍ରମୁଖ ଖବର

ଆକାଶଙ୍କ ନାଁରେ ୬୫ ଲକ୍ଷ ଠକେଇର ଅଭିଯୋଗ

ଭୁବନେଶ୍ୱର: ପାଠକ ବାପ ପୁଅଙ୍କ ବିରୋଧରେ ତନାଘନା ଜୋରସୋରରେ ଚାଲିଥିବା ବେଳେ ଦିନକୁ ଦିନ ସେମାନଙ୍କ ଅଡ଼ୁଆ ବଢ଼ି ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଖୋଳତାଡ଼ ଚାଲିଥିବା ବେଳେ ଟ୍ରାଭେଲ୍ସ ଏଜେନ୍ସି ସ୍କାଏ କିଙ୍ଗ ଆଣିଛି ୬୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ। ବିମାନରେ ବୁଲିବା,
Read More...

ଫାଇଜର ଟିକାକୁ ଗ୍ରୀନ ସିଗନାଲ୍

ଲଣ୍ଡନ: କରୋନା ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଫାଇଜର ବାୟୋନଟେକକୁ ବ୍ୟବହାର ପାଇଁ ଅନୁମତି ଦେଲା ବ୍ରିଟେନ୍। ସମଗ୍ର ବିଶ୍ୱରେ ଏହି ଟିକାକୁ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି। ପ୍ରଥମ ଥର ପାଇଁ ଗୋଟିଏ ଟିକାକୁ ସାରା ବିଶ୍ୱରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ୟୁକେରେ ଏହି 
Read More...

ଏଣିକି ୪୦୦ ଟଙ୍କାରେ କରୋନା ଟେଷ୍ଟ

ଭୁବନେଶ୍ୱର: ପୂର୍ବରୁ  ଘରୋଇ  ଲ୍ୟାବ୍‌ରେ  କରୋନା ଟେଷ୍ଟ କରି ସାଧାରଣ ଲୋକ ଅଧିକ ଖର୍ଚ୍ଚାନ୍ତ ହେଉଥିବା ବେଳେ ଏବେ ଆଉ ରହିବନି ଏହି ସମସ୍ୟା। ସମସ୍ତଙ୍କୁ ସୁହାଇଲା ଭଳି  ଫି ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି  ଅନୁଯାୟୀ,  
Read More...

ସ୍ୱାମୀର ମୃତ୍ୟୁ ଦେଖି ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ

ସାଲେପୁର: ବିବାହକୁ ୯ ମାସ ପୁରିନି। ବାପା ମାଆଙ୍କର ସେ ଥିଲେ ଗୋଟିଏ ପୁଅ। ସବୁକିଛି ଠିକଠାକ୍ ଚାଲିଥିଲା। କିନ୍ତୁ ହଠାତ୍ କ’ଣ ହେଲା କେଜାଣି ଉଭୟ ସ୍ୱାମୀ ସ୍ତ୍ରୀ ଗୋଟିଏ ଦିନରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ୱାମୀ ତ ଚାଲିଗଲେ, ଏବେ ସ୍ତ୍ରୀ ଏବେ ଗୁରୁତର ଅବସ୍ଥାରେ କଟକ ବଡ଼
Read More...

ମାସ୍କ ନ ପିନ୍ଧିଲେ କରିବାକୁ ହେବ କରୋନା କେନ୍ଦ୍ରରେ ସେବା

ମାସ୍କ ଏବଂ ସାମାଜିକ ଦୂରତା କରୋନା ଯୁଦ୍ଧର ବଡ଼ ଅସ୍ତ୍ର। ସେଥିଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଅନେକ ରାଜ୍ୟରେ ଏହି ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଜରିମାନା ଲାଗୁ କରାଯାଇଛି। କିନ୍ତୁ ନାଁ ଲୋକେ ମାସ୍କ ପିନ୍ଧୁଛନ୍ତି ନା
Read More...

୭ମ ଦିନରେ କୃଷକଙ୍କ ଆନ୍ଦୋଳନ, ଦିଲ୍ଲୀ-ୟୁପି ସୀମାରେ ଭାଙ୍ଗିଲେ ବ୍ୟାରିକେଡ୍‌

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା କୃଷକଙ୍କ ଆନ୍ଦୋଳନ ବୁଧବାର ୭ମ ଦିନରେ ପହଞ୍ଚିଛି। ଗତ ମଙ୍ଗଳବାର ସରକାରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଚାଷୀମାନେ ଅଧିକ ଉଗ୍ର ହୋଇଛନ୍ତି। ଦିଲ୍ଲୀ-ଉତ୍ତରପ୍ରଦେଶ(ୟୁପି) ସୀମାରେ ଆନ୍ଦୋଳନକାରୀ ଚାଷୀ ବ୍ୟାରିକେଡ୍‌ ଭାଙ୍ଗି
Read More...

ରାଜ୍ୟରେ କମୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ଦିନକରେ ୪୮୦ ଆକ୍ରାନ୍ତ ଚିହ୍ନଟ, ୬ ମୃତ

ଭୁବନେଶ୍ବର : ନଭେମ୍ବର ମାସରେ ଶୀତ ପଡିବ । କରୋନା ମହାମାରୀ ତାର ପ୍ରଭାବ ଅଧିକ ଦେଖାଇବ। ଏହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବରୁ ଯେଉଁ ଆକଳନ କରୁଥିଲେ ତାହା ଭୁଲ ପ୍ରମାଣିତ ହୋଇଛି। ନଭେମ୍ବରରେ ରାଜ୍ୟରେ ସଂକ୍ରମଣ ଯେଉଁ ହାରରେ କମିଛି ସେଥିରୁ ଜଣାପଡୁଛି ଯେ କରୋନା ମହାମାରୀ
Read More...

କଟକରୁ ନକଲି ସାମଗ୍ରୀର କାରବାର ରୋକିବା ପାଇଁ ଗଠନ ହେବ ୧୦ଟି ସ୍କ୍ବାଡ୍‌

କଟକ : କଟକରେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର କୁଟୀର ଶିଳ୍ପ ପାଲଟିଛି। କଟକ ସହର ସମେତ ଏହାର ସନ୍ନିକଟ ଅଞ୍ଚଳ ଭେଜାଲ ସାମଗ୍ରୀ ପ୍ରସ୍ତୁତିର ପେଣ୍ଠସ୍ଥଳ ପାଲଟିଛି। ଗତ କିଛି ଦିନରେ ମଧ୍ୟରେ ନକଲି ତେଲ, ଘିଅ, ହଳଦି ଗୁଣ୍ଡ, ଟମାଟୋ ସସ୍ ଆଦି ନକଲି ଖାଦ୍ୟ ସାମଗ୍ରୀ ବିପୁଳ ପରିମାଣରେ ଜବତ
Read More...

କରୋନା ଟିକା ବଣ୍ଟନ ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର :ଦୀର୍ଘ ୮ମାସ ଧରି ବିଶ୍ୱକୁ ନାକେଦମ କରି ରଖିଥିବା କରୋନା ମହାମାରୀ ଏବେ ପରାଜିତ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଟିକା ଖୁବଶୀଘ୍ର ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କୁ ଆଶ୍ବସ୍ତ କରାଯିବା ପରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତତ୍ପରତା ‌ଦେଖାଦେଇଛି। ପ୍ରଥମ
Read More...

ବିବାହ ଉତ୍ସବରୁ ଘରକୁ ଫେରୁଥିଲେ, ଟ୍ରକ୍‌ ଚାପାରେ ଚାଲିଗଲା ବରର ୮ ସମ୍ପର୍କୀୟଙ୍କ ଜୀବନ

ବିବାହ ଉତ୍ସବ ସରିଥିଲା। ଏକ ସ୍କର୍ପିଓରେ ବରର ସମ୍ପର୍କୀୟମାନେ ଘରକୁ ଫେରୁଥିଲେ। ରାତି ଅନିଦ୍ରା ଯୋଗୁ ଗାଡ଼ି ଭିତରେ ସେମାନଙ୍କ ଆଖି ଲାଗିଯାଇଥିଲା। କିନ୍ତୁ ସେହି ନିଦ୍ରା ସେମାନଙ୍କର ଶେଷ ନିଦ୍ରା ହେବ ବୋଲି ଜଣା ନ ଥିଲା। ଘରେ ପହଞ୍ଚିବା ଆଗରୁ ଅଧାବାଟରେ ଟ୍ରକ୍‌ ଚାପାରେ ଚାଲିଗଲା ୮
Read More...