Browsing Category

ପ୍ରମୁଖ ଖବର

କଟକରୁ ନକଲି ସାମଗ୍ରୀର କାରବାର ରୋକିବା ପାଇଁ ଗଠନ ହେବ ୧୦ଟି ସ୍କ୍ବାଡ୍‌

କଟକ : କଟକରେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର କୁଟୀର ଶିଳ୍ପ ପାଲଟିଛି। କଟକ ସହର ସମେତ ଏହାର ସନ୍ନିକଟ ଅଞ୍ଚଳ ଭେଜାଲ ସାମଗ୍ରୀ ପ୍ରସ୍ତୁତିର ପେଣ୍ଠସ୍ଥଳ ପାଲଟିଛି। ଗତ କିଛି ଦିନରେ ମଧ୍ୟରେ ନକଲି ତେଲ, ଘିଅ, ହଳଦି ଗୁଣ୍ଡ, ଟମାଟୋ ସସ୍ ଆଦି ନକଲି ଖାଦ୍ୟ ସାମଗ୍ରୀ ବିପୁଳ ପରିମାଣରେ ଜବତ…
Read More...

କରୋନା ଟିକା ବଣ୍ଟନ ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର :ଦୀର୍ଘ ୮ମାସ ଧରି ବିଶ୍ୱକୁ ନାକେଦମ କରି ରଖିଥିବା କରୋନା ମହାମାରୀ ଏବେ ପରାଜିତ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଟିକା ଖୁବଶୀଘ୍ର ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କୁ ଆଶ୍ବସ୍ତ କରାଯିବା ପରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତତ୍ପରତା ‌ଦେଖାଦେଇଛି। ପ୍ରଥମ…
Read More...

ବିବାହ ଉତ୍ସବରୁ ଘରକୁ ଫେରୁଥିଲେ, ଟ୍ରକ୍‌ ଚାପାରେ ଚାଲିଗଲା ବରର ୮ ସମ୍ପର୍କୀୟଙ୍କ ଜୀବନ

ବିବାହ ଉତ୍ସବ ସରିଥିଲା। ଏକ ସ୍କର୍ପିଓରେ ବରର ସମ୍ପର୍କୀୟମାନେ ଘରକୁ ଫେରୁଥିଲେ। ରାତି ଅନିଦ୍ରା ଯୋଗୁ ଗାଡ଼ି ଭିତରେ ସେମାନଙ୍କ ଆଖି ଲାଗିଯାଇଥିଲା। କିନ୍ତୁ ସେହି ନିଦ୍ରା ସେମାନଙ୍କର ଶେଷ ନିଦ୍ରା ହେବ ବୋଲି ଜଣା ନ ଥିଲା। ଘରେ ପହଞ୍ଚିବା ଆଗରୁ ଅଧାବାଟରେ ଟ୍ରକ୍‌ ଚାପାରେ ଚାଲିଗଲା ୮…
Read More...

ବିଜେଡ଼ି ଖୋଲିଲା ପ୍ରଦୀପ ପାଣିଗ୍ରାହୀଙ୍କ ଗୁମର; ଜନବିରୋଧୀ କାର୍ଯ୍ୟର ତାଲିକା ଜାରି

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିବା ପରେ ବିଜେଡ଼ି ଜାରି କରିଛି ତାଙ୍କର ଜନବିରୋଧୀ କାର୍ଯ୍ୟର ଚିଠା । ଦଳର ଗଣମାଧ୍ୟମ ସଂଯୋଜକ ମାନସ ମଙ୍ଗରାଜଙ୍କ ସ୍ବାକ୍ଷରରେ ଏ ସଂକ୍ରାନ୍ତ ପ୍ରେସ ବିବୃତି ଜାରି ହୋଇଛି । ଏଥିରେ…
Read More...

ପରୀ ହତ୍ୟାକାଣ୍ଡ : ନୟାଗଡ଼ ଯଦୁପୁରରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବ୍ରୋଥା

ନୟାଗଡ : ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ନୟାଗଡ଼ ଗସ୍ତରେ ଥିବା ଏସ୍‌ଆଇଟି ମୁଖ୍ୟ ଅରୁଣ ବ୍ରୋଥା ଯଦୁପୁର ଗାଁରେ ପହଞ୍ଚିଛନ୍ତି। ଅରୁଣ ବ୍ରୋଥାଙ୍କ ସହ ଏସ୍‌ଆଇଟିର ୪ ଜଣିଆ ଟିମ୍‌ ପରୀର ଗାଁ ଯଦୁପରରେ ପହଞ୍ଚି ପାରିପାଶ୍ୱିକ ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏଥି ସହ…
Read More...

ବାଇକ୍‌ରେ ବୋମାଧରି ଯାଇଥିବା ବେଳେ ଫୁଟିଗଲା ବୋମା : ଜଣେ ମୃତ, ୧ ଗୁରୁତର

ଗଞ୍ଜାମ : ବାଇକ୍‌ରେ ବୋମା ଧରି ଯିବା ବେଳେ ଗାଡି ଚକା ସ୍ଲିପ କରିଯିବାରୁ ଫାଟିଗଲା ବୋମା। ପ୍ରଚଣ୍ଡ ଶବ୍ଦ କରି ବୋମାଟି ଫାଟିବା ଫଳରେ ବାଇକରେ ବୋମା ଧରି ଯାଉଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ…
Read More...

କୃଷକ ନେତାଙ୍କ ସହ ଚାଲିଛି ବୈଠକ, କୃଷିମନ୍ତ୍ରୀ କହିଲେ ଦାବିଗୁଡିକ ଶୁଣିବା ଆଗକୁ ବାଟ ସ୍ଥିର କରାଯିବ

ପଞ୍ଜାବର କୃଷକ ନେତାମାନେ କୃଷି ବିଲ୍ ବିରୋଧରେ ଆନ୍ଦୋଳନ କରୁଥିବା ୫ ଦିନ ପରେ ସରକାରଙ୍କ ସହ ଆଲୋଚନା କରିବାକୁ ଆସିଥିଲେ। ଏବେ ଦିଲ୍ଲୀର ବିଜ୍ଞାନ ଭବନରେ କୃଷକ ନେତା ଓ ସରକାରଙ୍କ ମଧ୍ୟରେ ବୈଠକ ଆରମ୍ଭ ହୋଇଛି। ବୈଠକ ପୂର୍ବରୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଆମେ ଏହି…
Read More...

କୋଭିଡ ଟିକା ବିକାଶ, ଉତ୍ପାଦନ ଏବଂ ବିତରଣରେ ଭାରତ ଗ୍ରହଣ କରିବ ଗୁରୁତ୍ୱପୂର୍ଣ୍ଣ ଭୂମିକା

କୋଭିଡ ଟିକା ବିକାଶ କ୍ଷେତ୍ରରେ ଭାରତର ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହା ବିଶ୍ୱର ଆବଶ୍ୟକତା ପୁରଣ ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। କରୋନା ବିରୋଧୀ ଲଢେଇରେ ସାରା ବିଶ୍ୱକୁ ଭାରତ ସଫଳତାର ସହ ଆଗେଇ ନେବା ପରେ, ଭାରତ ବର୍ତ୍ତମାନ କୋଭିଡ ଟିକା ବିକାଶ, ଉତ୍ପାଦନ ଏବଂ…
Read More...

ଚାଷୀ ଆନ୍ଦୋଳନକୁ ନେଇ ବୟାନ ଦେଲେ କାନାଡା ପିଏମ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଭାରତରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନକୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ସମର୍ଥନ କରିଛନ୍ତି। ଭାରତରେ ଚାଷୀମାନେ ଚଳାଇ ଥିବା ଆନ୍ଦୋଳନ ବେଶ ଚିନ୍ତା ଜନକ ବୋଲି ସେ ମତ ଦେଇଥିଲେ।ଏହି ମତ ପରେ ଭାରତର ସରକାର ଚିହିଁକି…
Read More...

ଖୋଲିପାରେ ନବମରୁ ଦ୍ୱାଦଶ ଶ୍ରେଣୀ, ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର : ରାଜ୍ୟରେ କରୋନା ଗ୍ରାଫ ଏବେ ତଳମୁହାଁ ଥିବା ବେଳେ କରୋନା କଟକଣାକୁ ମଧ୍ୟ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ଡିସେମ୍ବର ୩୧ ଯାଏଁ ଜାରି କରିଛନ୍ତି ନୂଆ ଗାଇଡଲାଇନ। ଏହି ଗାଇଡଲାଇନ୍‌ ଅନୁଯାୟୀ କେତେକ କ୍ଷେତ୍ରରେ ପୂର୍ବ କଟକଣାକୁ ବଳବତ୍ତର ରଖାଯାଇଥିବା…
Read More...