Browsing Category

ପ୍ରମୁଖ ଖବର

ଆଲୋଚନା ପୂର୍ବରୁ କୃଷି ଆଇନକୁ ନିଲମ୍ବିତ କରିବାକୁ କଂଗ୍ରେସର ଦାବି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ଟି କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଏ ସମ୍ପର୍କରେ ମଙ୍ଗଳବାର କେନ୍ଦ୍ର ସରକାର ବିଭିନ୍ନ କୃଷକ ସଂଗଠନ ସହିତ ଆଲୋଚନା କରିବାର ଅଛି। ତେବେ ଏହା ପୂର୍ବରୁ ସରକାର ୩ଟି ଯାକ ‘କଳା ଆଇନ’କୁ ନିଲମ୍ବିତ କରିବା ଲାଗି କଂଗ୍ରେସ ଦାବି…
Read More...

ରାଜଧାନୀରେ ଅଫ୍‌ଲାଇନ୍‌ରେ ଚାଲିଥିଲା କ୍ଲାସ, ସିଲ୍‌ ହେଲା ସ୍କୁଲ

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁ ଦୀର୍ଘ ମାସ ହେଲା ରାଜ୍ୟ ସାରା ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। କିନ୍ତୁ  ସରକାରଙ୍କ  କଡ଼ା ଗାଇଡ଼ଲାଇନ୍‌ ସତ୍ତ୍ୱେ ରାଜଧାନୀ ଭୁବନେଶ୍ୱରରେ ଥିବା ଏକ ସ୍କୁଲ ନାଁରେ ଆସିଛି କୋଭିଡ ନିୟମ ଉଲ୍ଲଘଂନର ସାଂଘାତିକ ଅଭିଯୋଗ। ଚିନ୍ତାମଣିଶ୍ୱରସ୍ଥିତ ଏକ…
Read More...

ଟ୍ରକକୁ ୮୭ ହଜାର ୬୨୦ଟଙ୍କା ଜରିମାନା

ଭଦ୍ରକ : ଆଇରନ୍‌ ବୋଝେଇ ଟ୍ରକକୁ ୮୭ ହଜାର ୬୨୦ଟଙ୍କା ଜରିମାନା ହୋଇଛି। ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ଏହି ଜରିମାନା କରିଛି। ଓଭର ଲୋଡ଼ିଂ ଓ ପରମିଟ୍‌ ନଥିବାରୁ ଟ୍ରକ୍‌କୁ ଏହି ମୋଟା ଅଙ୍କର ଜରିମାନା କରାଯାଇଛି। ସୂଚନା ଅନୁଯାୟୀ, ଆଇରନ୍‌ ବୋଝେଇ ଟ୍ରକଟି ଝାଡ଼ଖଣ୍ଡରୁ ବିଶାଖାପାଟନମ…
Read More...

ବିଳମ୍ବିତ ରାତିରେ ବ୍ୟାପକ ଧାନ ଫସଲ ନଷ୍ଟ କଲେ ହାତୀପଲ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଡୁମୁରିଆ ଗ୍ରାମର ଚାଷଜମିରେ ଗତ ବିଳମ୍ବିତ ରାତିରେ ୧୯ ଘରିଆ ହାତୀ ପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ବିଳମ୍ବିତ ରାତିରେ ଡୁମୁରିଆ ଗ୍ରାମର ଗୈାରହରୀ ନାଏକଙ୍କ ପାଚିଲା ଧାନ ବିଲରେ ପଶି ପାଖାପାଖି ଏକରେରୁ ଉର୍ଦ୍ଧ୍ୱ ଧାନ ଫସଲ ଖାଇବା…
Read More...

ଶୁଣିଲେନି ଦିବ୍ୟ ଶଙ୍କର

ଭୁବନେଶ୍ୱର : ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କିଛି ଦିନ ତଳେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିବା କୁଜଙ୍ଗ ଅଞ୍ଚଳର ମାଆ-ପୁଅ। ସାମ୍ବାଦିକ ସମ୍ମିଳନୀ କରି ସେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଉଭୟ କହିଛନ୍ତି,…
Read More...

ଖୁବ୍‌ଶୀଘ୍ର ଭାରତୀୟ ବଜାରକୁ ଆସିବ ସାମସଙ୍ଗ ଗାଲାକ୍ସି ଏମ୍‌୦୨

ନୂଆଦିଲ୍ଲୀ : ସାମସଙ୍ଗର ନୂଆ ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସି ଏମ୍‌୦୨ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। ନିକଟରେ ଏହି ଫୋନ ସାମସଙ୍ଗର ଭାରତୀୟ ୱେବସାଇଟରେ ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ସାମସଙ୍ଗ ଗାଲାକ୍ସି ଏମ୍‌୦୨ ବେଞ୍ଚମାର୍କ ତାଲିକାରେ ଦେଖିବାକୁ…
Read More...

ଶିବସେନାରେ ସାମିଲ ହେଲେ ଏହି ଅଭିନେତ୍ରୀ

ମୁମ୍ବଇ: ବଲିଉଡ୍‌ ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର ଶିବସେନାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ମଙ୍ଗଳବାର ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ​‌ ସେ କଂଗ୍ରେସ ଟିକେଟରେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ୪୬…
Read More...

୪ ସନ୍ତାନଙ୍କୁ ହତ୍ୟା କରିବା ପରେ ବାପା କହିଲେ ଏପରି କଥା

ପଟନା: ବିହାରର ସିୱାନ ଜିଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ତା’ର ୪ ସନ୍ତାନଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛି। ଏହା ସହିତ ଆଉ ଜଣେ ସନ୍ତାନ ଏବଂ ପତ୍ନୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ…
Read More...

ସୋନୁଙ୍କ ‘ସୋନୁଇଜମ୍’ ଆପ୍: ବେରୋଜଗାରଙ୍କ ପାଇଁ ସହାୟତା

ମୁମ୍ୱାଇ: ପୁଣି ଥରେ ସହୃଦୟତା ଦେଖାଇଲେ ବଲିଉଡ ଅଭିନେତା ସୋନୁ ସୁଦ । ବେରୋଜଗାରଙ୍କ ସହାୟତା ପାଇଁ ଆରମ୍ଭ କଲେ ନୂଆ ଆପ୍ । ସୋନୁ ସୁଦ ଏବଂ ତାଙ୍କ ଟିମ୍ ମିଶି ‘ସୋନୁଇଜିମ’ (Sonuism) ନାମକ ଏକ ଆପ୍ ଲଞ୍ଚ କରିଛନ୍ତି ।  ଏହି ଆପ୍ ବିଶେଷ କରି ଶିକ୍ଷିତ ବେରୋଜଗାର ଛାତ୍ରଛାତ୍ରୀଙ୍କ ସହାୟତା…
Read More...

ଶହେଟି ଦେଶର ରାଷ୍ଟ୍ରଦୂତ ଦେଖିବେ ଭାରତର କୋଭିଡ ଟୀକା ବିକାଶ

ଦେଶରେ କରୋନା ଟିକା ବିକାଶ ଏବଂ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ତିନୋଟି ଗୋଷ୍ଠୀ ସହ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍‍ ମାଧ୍ୟମରେ ଆଲୋଚନା କରିଛନ୍ତି। ସେହି ଗୋଷ୍ଠୀଗୁଡ଼ିକରେ ପୁଣେ ସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ, ହାଇଦ୍ରାବାଦ ସ୍ଥିତ…
Read More...