ବିଜେଡ଼ି ଖୋଲିଲା ପ୍ରଦୀପ ପାଣିଗ୍ରାହୀଙ୍କ ଗୁମର; ଜନବିରୋଧୀ କାର୍ଯ୍ୟର ତାଲିକା ଜାରି
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିବା ପରେ ବିଜେଡ଼ି ଜାରି କରିଛି ତାଙ୍କର ଜନବିରୋଧୀ କାର୍ଯ୍ୟର ଚିଠା । ଦଳର ଗଣମାଧ୍ୟମ ସଂଯୋଜକ ମାନସ ମଙ୍ଗରାଜଙ୍କ ସ୍ବାକ୍ଷରରେ ଏ ସଂକ୍ରାନ୍ତ ପ୍ରେସ ବିବୃତି ଜାରି ହୋଇଛି । ଏଥିରେ!-->…
Read More...
Read More...